କରୋନା ମୁକାବିଲା: ଏପ୍ରିଲ୍ ୧୦-୧୧ରେ ଦେଶବ୍ୟାପୀ ମକ୍ ଡ୍ରିଲ୍…
ନୂଆଦିଲ୍ଲୀ,୯।୪ : ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶର ୩୨ରୁ ଅଧିକ ଜିଲାରେ କରୋନା ସଂକ୍ରମଣ ହାର ୧୦ ପ୍ରତିଶତ ଥିବାବେଳେ ୬୩ରୁ ଅଧିକ ଜିଲାରେ ଏହା ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ,…
ବାଘଙ୍କ ସଂଖ୍ୟା ୩ ହଜାର ଟପିଲା, ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଖ୍ୟା ଜାରି କଲେ ମୋଦି
ନୂଆଦିଲ୍ଲୀ,୯।୪: ଏପ୍ରିଲ ୯ରେ ଦେଶରେ ବାଘଙ୍କ ସଂଖ୍ୟାକୁ ନୂଆ ଫିଗର ମିଳିଯାଇଛି। ପ୍ରୋଜେକ୍ଟ ଟାଇଗର ଆରମ୍ଭ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୌସୁରରେ ହୋଇଥିବା ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘଙ୍କ ସଂଖ୍ୟାର ନୂଆ ନମ୍ବର ଜାରି କରିଛନ୍ତି।…
ଅଣାୟତ୍ତ କରୋନା ସ୍ଥିତି: ସକ୍ରିୟ ମାମଲା ୩୫ ହଜାର ମୁହାଁ…
ନୂଆଦିଲ୍ଲୀ, ୯।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
ତାଇଓ୍ବାନ ଚାରିପଟେ ଚାଇନା ବିମାନ-ଯୁଦ୍ଧପୋତ: ସମରାଭ୍ୟାସ ଉପରେ ଆମେରିକା ନଜର…
ତାଇପେ/ବେଜିଂ,୯।୪ : ତାଇୱାନର ରାଷ୍ଟ୍ରପତିଙ୍କ ଆମେରିକୀୟ ଗସ୍ତ ଯୋଗୁଁ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି। ତାଇୱାନ ଗଣମାଧ୍ୟମ ଦାବି କରିଛି, ତାଇୱାନ ସୀମାରେ ୭୧ ଟି ଚାଇନା ସାମରିକ ବିମାନ ଏବଂ ୯ ଟି ଜାହାଜ…
ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଉଛି କରୋନା ଭାଇରସ, ବ୍ରେନ ଡେଡ ସହ ଜନ୍ମ ନେଇ ୨ ଶିଶୁ: ରିସର୍ଚ୍ଚ
ଓ୍ବାଶିଂଟନ,୯।୪: ଆମେରିକାର ମିୟାମି ବିଶ୍ୱବିଦ୍ୟାଳୟର ଗବେଷକ ଗୁରୁବାର କହିଛନ୍ତି କି ସାର୍ସ-ସିଓଭି-୨ରେ ପୀଡ଼ିତ ଦୁଇ ଜଣ ମହିଳା ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ହେଲେ ଉଭୟଙ୍କ ଶିଶୁ ବ୍ରେନ ଡ୍ୟାମେଜ ସହ ଜନ୍ମ ନେଇଛନ୍ତି। କରୋନା ଯୋଗୁ ଶିଶୁଙ୍କ ବ୍ରେନ ଡ୍ୟାମେଜ…
କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଚାଲ, ପୂର୍ବତନ ଏମପି ଚନ୍ଦ୍ରପ୍ପା ହେଲେ କାର୍ଯ୍ୟକାରୀ ଅଧ୍ୟକ୍ଷ
ବେଙ୍ଗାଲୁରୁ,୯।୪: କର୍ନାଟକ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ କଂଗ୍ରେସ ଅନୁସୂଚିତ ଜାତିର ନେତା ଓ ପୂର୍ବତନ ଏମପି ବିଏନ ଚନ୍ଦ୍ରପ୍ପାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିଛି। କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ଚନ୍ଦ୍ରପ୍ପାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କର୍ନାଟକ କଂଗ୍ରେସରେ ୫…
ବାନ୍ଦିପୁର ଟାଇଗର ରିଜର୍ଭ ପହଞ୍ଚିଲେ ନରେନ୍ଦ୍ର ମୋଦି, ଜାରି କରିବେ ବାଘଙ୍କ ସଂଖ୍ୟା ସମ୍ବନ୍ଧିତ ନୂଆ ସଂଖ୍ୟା
ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ବାନ୍ଦିପୁର ଟାଇଗର ରିଜର୍ଭ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ମୋଦି ସେଠାରେ ବାନ୍ଦିପୁର ନ୍ୟାଶନାଲ ପାର୍କରେ ଇଣ୍ଟରନ୍ୟାଶନାଲ ବିଗ କ୍ୟାଟସ୍ ଏଲାଏନ୍ସର ଶୁଭାରମ୍ଭ କରିବେ। ଇଣ୍ଟରନ୍ୟାଶନାଲ ବିଗ କ୍ୟାଟସ୍ ଏଲାଏନ୍ସ(ଆଇବିସିଏ) ବିଶ୍ୱର ୭ଟି ବଡ ବିଲେଇ…
ଆମେରିକା ଫୁଡ କୋଟରେ ଫୁଟିଲା ଗୁଳି, ୩ ଆହତ
ଓ୍ବାଶିଂଟନ,୯।୪: ଆମେରିକାର ଡେଲାଭେୟର ସ୍ଥିତ ମଲରେ ଶନିବାର ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ଏମାନେ ଆହତ ହୋଇଥିବା ଜଣାପଡିଛି। ସିଏନଏନର ରିପୋର୍ଟ ଅନୁଯାୟୀ, ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ କ୍ରିଷ୍ଟିଆନା ମଲ ପହଞ୍ଚିଥିଲା।…
ଶେହବାଜଙ୍କ ଘରେ ପଶିଗଲେ ସନ୍ଦିଗ୍ଧ ବ୍ୟକ୍ତି
ଇସଲାମାବାଦ,୯ା୪: ଆଫଗାନିସ୍ତାନର ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି। ପ୍ରକୃତରେ ଏହି ସନ୍ଦିଗ୍ଧ ବ୍ୟକ୍ତି ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘରେ ପ୍ରବେଶ କରିଥିଲେ। ତେବେ ତାଙ୍କୁ ଠିକ୍ ସମୟରେ ଗିରଫ କରାଯାଇ କାଉଣ୍ଟର ଆତଙ୍କବାଦ ବିଭାଗକୁ ହସ୍ତାନ୍ତର…
ସିମ୍ କଓ୍ବୋଇସି ଯାଞ୍ଚ ଖୁବ୍ଶୀଘ୍ର
ଦେଶରେ ଫେକ୍ ସିମ୍ କାର୍ଡ ବ୍ୟବହାର କରି ସାଇବର ଅପରାଧ ଘଟାଯାଉଛି। ଗୋଟିଏ ପରିଚୟପତ୍ରରେ ଅନେକ ସିମ୍ ମିଳୁଥିବାରୁ ସାଇବର ଅପରାଧୀମାନେ ଏହାର ଫାଇଦା ନେଉଛନ୍ତି। ସିମ୍ କାର୍ଡର ଏପରି ଦୁରୁପଯୋଗକୁ ରୋକିବା ପାଇଁ କେନ୍ଦ୍ର ସରକାର ସିମ୍ ଆବେଦନର ନିୟମକୁ…
୭ ଓ୍ବିକେଟରେ ଜିତିଲା ସିଏସକେ…
ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)କୁ ୭ ଓ୍ବିକେଟରେ ପରାଜିତ କରିଛି । ଧାର୍ଯ୍ୟ ୧୫୮ ରନ ଲକ୍ଷ୍ୟର ପିଛା କରି ସିଏସକେ ୧୮.୧ ଓଭରରେ ୩ ୱିକେଟ ହରାଇ…
ସିଏସକେକୁ ୧୫୮ ରନର ଟାର୍ଗେଟ ଦେଲା ଏମଆଇ…
ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ ସିଏସକେ ଟସଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଏମଏସ ଧୋନିଙ୍କ…

