Home Middle

ପାକିସ୍ତାନରେ ଓ୍ବିକିପିଡ଼ିଆ ବ୍ଲକ୍‌…

ଇସଲାମାବାଦ,୪।୨ : ପାକିସ୍ତାନରେ ଓ୍ବିକିପିଡ଼ିଆର ସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାସ୍ତବରେ, ପାକିସ୍ତାନ ସରକାର ଉଇକିପିଡ଼ିଆକୁ ଏହାର ୱେବସାଇଟରୁ ନିନ୍ଦନୀୟ ବିଷୟବସ୍ତୁ ହଟାଇବାକୁ କହିଥିଲେ। ଏହାକୁ ନେଇ ପାକିସ୍ତାନରେ ଅନେକ ଆଲୋଡ଼ନ ଦେଖାଦେଇଥିଲା, ଏହା ପରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସରକାର…

ଚାଇନାରେ ସଙ୍କଟ: ଦେଶଛାଡି ସିଙ୍ଗାପୁର ମୁହାଁ ଧନକୁବେର…

ବେଜିଂ,୪।୨ : ଚାଇନାର କମ୍ୟୁନିଷ୍ଟ ଶାସକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ବହୁ ଧନକୁବେର ସମ୍ପ୍ରତି ସିଙ୍ଗାପୁରରେ ବସବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଶାସକ କମ୍ୟୁନିଷ୍ଟ ପାର୍ଟିର ଭୟ ଯୋଗୁ…

ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ…

ନୂଆଦିଲ୍ଲୀ, ୪।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ନ୍ୟୁକ୍ଲିୟ ବୋମା-କୋରାନ ହାତରେ ଧରି ବିଶ୍ୱକୁ ଡରାଅ, ଭିକ ମାଗିବାର ଆବଶ୍ୟକତା ନାହିଁ

ଇସଲାମାବାଦ,୪ ।୨: ପାକିସ୍ତାନର ଆର୍ଥିକ ସଙ୍କଟ ସମସ୍ତଙ୍କୁ ଅବଗତ । ଦେଶ ଏମିତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଯେ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚି ଗଲାଣି । ଦେଶରେ ମହଙ୍ଗା ମାଡ ଏତେ ହେଲାଣି ଯେ ସାଧାରଣ ଜନତା…

ମନୋହର ଲାଲ ଖଟ୍ଟରଙ୍କ ବଡ ଘୋଷଣା: ପଦନ୍ନୋତିରେ ଅନୁସୂଚିତ ଜାତିର କର୍ମଚାରୀଙ୍କୁ ମିଳିବ ସଂରକ୍ଷଣ

ଚଣ୍ଡିଗଡ଼,୪ ।୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା ଅନୁସୂଚିତ ଜାତି(ଏସସି) କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରାଯାଇଛି । ସିଏମ ଖଟ୍ଟର ଶୁକ୍ରବାର ଘୋଷଣା କରିଛନ୍ତି…

ଆମେରିକା ଉପରେ ଚାଇନାର ବେଲୁନ ଦେଖି ବଢିଲା ଟେନସନ, ବ୍ଲିଙ୍କନଙ୍କ ବେଜିଂ ଯାତ୍ରା ସ୍ଥଗିତ

ୱାଶିଂଟନ,୪ ।୨: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ କହିଛି ଦେଶରେ ଏକ ଚାଇନା ଗୁଇନ୍ଦା ବେଲୁନ ଦେଖାଯାଇଛି । ୩ଟି ବସ ଆକାରର ଏହି ବେଲୁନ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ ଚାଇନା ଯାତ୍ରାର ଠିକ ପୂର୍ବରୁ ଦେଖାଯାଇଛି । ପେଣ୍ଟାଗନର…

ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ମୋର ଧର୍ମ: ସୁନକ

ଲଣ୍ଡନ,୪ ।୨: ମୂଳ ଭାରତୀୟ ବାସିନ୍ଦା ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଗତ ବର୍ଷ ରାଜନୈତିକ ଉତ୍ଥାନ ପତନ ମଧ୍ୟରେ ୧୦ କାଉଣ୍ଟିଂ ଷ୍ଟ୍ରିଟରେ ଶୀର୍ଷ ପଦ ସମ୍ଭାଳିବା ପଛରେ ନିଜର ପ୍ରେରଣାକୁ ନିଜର ‘ଧର୍ମ’ ବୋଲି କହିଛନ୍ତି ।…

ଓଡ଼ିଶାକୁ ମିଳିଲା ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ

ନୂଆଦିଲ୍ଲୀ,୩।୨: ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ମିଳିଛି। କେନ୍ଦ୍ରୀୟ ବଜେଟରେ ମିଳିଥିବା ଏହି ଅନୁଦାନ ସମ୍ପର୍କରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର…

ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ ।୨: ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକ ଲଗାଇବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ଏହାସହ କୋର୍ଟ ସରକାରଙ୍କୁ ଡକ୍ୟୁମେଣ୍ଟାରୀକୁ ନେଇ କରାଯାଇଥିବା ଟୁଇଟକୁ ହଟାଇବାକୁ ନେଇ…

‘ଅନ୍ୟକୁ ଦୋଷ ଦିଅ ନାହିଁ’

କାବୁଲ,୩ା୨: ପେଶଓ୍ବାର ମସ୍‌ଜିଦରେ ହୋଇଥିବା ବିସ୍ଫୋରଣ ପାଇଁ ପାକିସ୍ତାନ କ୍ରମାଗତ ଭାବେ ଆଫଗାନିସ୍ତାନକୁ ଦାୟୀ କରିଆସୁଛି। ଏହା ପରେ ତାଲିବାନ ପାକିସ୍ତାନ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦୀ ହତ୍ୟାକାଣ୍ଡରେ ପଡ଼ୋଶୀ ଆଫଗାନିସ୍ତାନକୁ ଦାୟୀ କରିବା ପରିବର୍ତ୍ତେ ତାଲିବାନର କାର୍ଯ୍ୟକାରୀ ବୈଦେଶିକ…

ଧନୀ ତାଲିକାର ଟପ୍‌-୨୦ରୁ ବାଦ୍‌ ପଡିଲେ ଆଦାନୀ

ନୂଆଦିଲ୍ଲୀ,୩।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ହିଣ୍ଡେନବର୍ଗ ରିପୋର୍ଟ ସାର୍ବଜନୀନ ହେବା ପରଠାରୁ ଆଦାନୀଙ୍କ ନିଟ୍‌ ମୂଲ୍ୟ ହ୍ରାସ ପାଇଛି। କିଛି ଦିନ ପୂର୍ବରୁ ସେ ବିଶ୍ୱର ଧନୀ ତାଲିକାରେ ତିନି ନମ୍ବରରେ ଥିବା…

ଇମ୍ରାନଙ୍କୁ ମନେ ପକାଇଲେ ଶେହବାଜ

ଇସଲାମାବାଦ,୩ା୨: ପାକିସ୍ତାନର ପେଶଓ୍ବାର ମସଜିଦରେ ଆତ୍ମଘାତୀ ଆକ୍ରମଣ ପରେ ପଡ଼ୋଶୀ ଦେଶରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ମନେ ପକାଇଛନ୍ତି। ଆତଙ୍କବାଦର ଗୁରୁତର ବିପଦ ଦେଖି ଅର୍ଥନୈତିକ ସଙ୍କଟରେ ଫସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri