ଦେଶର ୨୬ ସଡ଼କରେ ବିମାନ ଅବତରଣ ସୁବିଧା, ଅଟୋମବୋଇଲ କ୍ଷେତ୍ରରେ ୪.୫ ଲକ୍ଷ ନିଯୁକ୍ତି ସୁଯୋଗ…
ନୂଆଦିଲ୍ଲୀ,୬।୨ : ଦେଶର ବିକାଶ ପାଇଁ ଜଳ ଶକ୍ତି, ପରିବହନ, ଭିତ୍ତିଭୂମି ଏବଂ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରୋଜଗାର ବୃଦ୍ଧି କରିବ ଏବଂ ଅମୃତକାଳରେ ଦେଶର ଅର୍ଥନୀତି ଅଧିକ ଶକ୍ତିଶାଳୀ ହେବ। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ କେନ୍ଦ୍ର ପରିବହନ…
୭୩ ବର୍ଷର ସ୍ଥିତି ମୁହାଁ ଆମେରିକା-ଚାଇନା…
ଓ୍ବାଶିଂଟନ/ବେଜିଂ,୬।୨ : ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ପୁଣି ଥରେ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ଚାଇନାର ଗୁପ୍ତଚର ବେଲୁନ, ଯାହା ଆମେରିକାର ଆକାଶରେ ଦେଖାଯାଇଥିଲା। ଆମେରିକା ଗୁପ୍ତଚର ବେଲୁନକୁ ଗୁଳି କରି ଖସାଇ ଦେଇଥିଲା। ଏହା ପରେ…
ଇପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମ ବଦଳିଲା: ୫ ବର୍ଷ ପୂର୍ବରୁ ଉଠାଇଲେ ଦେବାକୁ ପଡିବ ଟିକସ…
ନୂଆଦିଲ୍ଲୀ,୬।୨ : ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ । ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ)…
ଦେଶରେ ବହୁ ନୂଆ ସହର ଗଢ଼ି ଉଠିବ, ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ଜାରି ରହିଛି: ପ୍ରଧାନମନ୍ତ୍ରୀ…
ବେଙ୍ଗାଲୁରୁ,୬।୨ : କର୍ନାଟକର ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବାଭାରତ ଶକ୍ତି ସପ୍ତାହ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦେଇପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶରେ ଆଗାମୀ ଦିନରେ ବହୁ ନୂଆ ସହର ଗଢ଼ି ଉଠିବ। ଦେଶରେ ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ଜାରି ରହିଛି। ବେଙ୍ଗାଲୁରୁ…
ବିପର୍ଯ୍ୟୟ ସମୟରେ ତୁର୍କୀର ଲୋକଙ୍କ ସହିତ ଆମେ ଛିଡ଼ା ହୋଇଛୁ, ସମସ୍ତ ସହାୟତା ଯୋଗାଇ ଦିଆଯିବ,ଅନ୍ତର୍ଜାତୀୟସ୍ତରରେ ସହାୟତା ଆହ୍ବାନ…
ନୂଆଦିଲ୍ଲୀ,୬।୨ : ସୋମବାର ତୁର୍କୀରେ ୭.୮ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି ଯେଉଁଥିରେ ଏପର୍ଯ୍ୟନ୍ତ ୩୬୦ ଜଣଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତୁର୍କୀରେ ହୋଇଥିବା ଏହି…
ତୁର୍କୀ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୬ା୨: ସୋମବାର ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ତୁର୍କୀର ନୁର୍ଦାଗୀଠାରୁ ୨୩ କିଲୋମିଟର ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୭.୮ ଥିଲା। ପ୍ରାୟ ୧ ମିନିଟ୍ ଧରି ଚାଲିଥିବା ଏହି ଭୂକମ୍ପ ଯୋଗୁ…
ଚଳିତ ବର୍ଷ ୯ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ଅବସର…
ନୂଆଦିଲ୍ଲୀ,୬।୨ : ନଅ ଜଣ ବିଚାରପତି ଚଳିତ ବର୍ଷ ସୁପ୍ରିମକୋର୍ଟରୁ ଅବସର ନେବେ। ତେବେ ସୋମବାର ପାଞ୍ଚଜଣ ବିଚାରପତିଙ୍କ ଶପଥ ଗ୍ରହଣ ସହିତ ସୁପ୍ରିମକୋର୍ଟର ୩୪ ଜଣ ବିଚାରପତିଙ୍କ ମୋଟ ଅନୁମୋଦିତ ଶକ୍ତି ବହୁ ପରିମାଣରେ ପୂର୍ଣ୍ଣ ହୋଇଛି। ବର୍ତ୍ତମାନ ସୁପ୍ରିମକୋର୍ଟରେ…
ଶପଥ ନେଲେ ୫ ନୂଆ ବିଚାରପତି…
ନୂଆଦିଲ୍ଲୀ,୬।୨ : ସୋମବାର ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତି ନିଯୁକ୍ତି ପାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି। ଫଳରେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ମୋଟ ବିଚାରପତିଙ୍କ ସଂଖ୍ୟା…
ଦୈନିକ ସଂକ୍ରମଣ ଶହେ ତଳେ…
ନୂଆଦିଲ୍ଲୀ, ୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ପ୍ରଦର୍ଶନ କଲେ ବିରୋଧୀ ଦଳ…
ନୂଆଦିଲ୍ଲୀ,୬।୨ : ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ, ଡିଏମକେ, ଏନସିପି, ବିଆରଏସ, ଜେଡିୟୁ, ଏସପି, ସିପିଏମ, ସିପିଆଇ, କେରଳ କଂଗ୍ରେସ (ଜୋସେ ମଣି), ଜେଏମଏମ, ଆରଜେଡି, ଆରଏସପି, ଏଏପି, ଆଇଏମଏଲ, ଆରଜେଡି ଏବଂ ଶିବସେନା…
ମଣିଷ ବାସ ଉପଯୋଗୀ ଗ୍ରହ ‘ଓ୍ବଲ୍ଫ-୧୦୬୯-ବି’ର ସନ୍ଧାନ…
ମାଦ୍ରିଦ,୬।୨ : ନୂତନ ଗ୍ରହ ଆବିଷ୍କାର ଦିଗରେ, ମଣିଷ ବାସ ଉପଯୋଗୀ ପାଇଁ ଉପଯୁକ୍ତ ଗ୍ରହର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏଠାରେ ମାନବ ବସତି ପ୍ରତିଷ୍ଠା କରାଯାଇପାରିବ। ଏହା ଏକ ପଥର ଦୁନିଆ, କିନ୍ତୁ ଜଳର ଏଠାରେ…
୪୮ କୋଟି ପ୍ୟାନ୍ ଅଧାରରେ ଲିଙ୍କ୍, ୩୧ ମାର୍ଚ୍ଚ ସୁଦ୍ଧା ଅନିବାର୍ଯ୍ୟ, ନ ହେଲେ ୧୦ ହଜାର ଜରିମାନା…
ନୂଆଦିଲ୍ଲୀ,୬।୨ : ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ) କୁ ଆଧାର ସହିତ ବାଧ୍ୟତାମୂଳକ ସଂଯୋଗ ଉପରେ ସରକାର ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ୟାନ ଆଧାର ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ସଂଯୁକ୍ତ ନ ହୁଏ, ତେବେ କୌଣସି ଟିକସ…
Archives


