କାହିଁକି ଚାକିରି ଛାଡୁଛନ୍ତି ଆଇଟିବିପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଲୋକସଭାରେ ସରକାରଙ୍କ ଉତ୍ତର…
ନୂଆଦିଲ୍ଲୀ,୭।୨ : ସିଧାସଳଖ ନିଯୁକ୍ତି ମାଧ୍ୟମରେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିବା ଯୁବ ଅଧିକାରୀମାନେ କାହିଁକି ଚାକିରି ଛାଡୁଛନ୍ତି? ଏହି ଗମ୍ଭୀର ପ୍ରସଙ୍ଗ ଅତୀତରେ ବିଭିନ୍ନ ମାଧ୍ୟମ ମାଧ୍ୟମରେ ଉଠିଥିଲା। ମଙ୍ଗଳବାର ସଂସଦ ପ୍ରକ୍ରିୟା ଚାଲିଥିବାବେଳେ କଂଗ୍ରେସ ଲୋକସଭା…
ସତୀ ପ୍ରଥାର ଗୁଣଗାନ କରି ଅଡୁଆରେ ଭାଜପା ଏମ୍ପି ଚନ୍ଦ୍ର ପ୍ରକାଶ ଯୋଶୀ, ଲୋକସଭାରେ ହଟ୍ଟଗୋଳ…
ନୂଆଦିଲ୍ଲୀ,୭।୨ : ସତୀ ପ୍ରଥାର ଗୁଣଗାନ କରି ଭାଜପା ଏମ୍ପି ଚନ୍ଦ୍ର ପ୍ରକାଶ ଯୋଶୀ ଅଡୁଆରେ ପଡ଼ିଛନ୍ତି। ଏନେଇ ବିରୋଧୀ ଦଳ ନେତା ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ଲୋକ ସଭାରେ ବିରୋଧୀଦଳ ନେତାମାନେ ମଙ୍ଗଳବାର ବେଲରେ ବିକ୍ଷୋଭ ପ୍ରଦର୍ଶନ କରି…
୨୦୨୨ରେ ଆତଙ୍କବାଦୀ ଆକ୍ରମଣରେ ୩୦ ସାଧାରଣ ନାଗରିକ-୩୧ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି…
ନୂଆଦିଲ୍ଲୀ,୭।୨ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୨୦୨୨ରେ ୩୦ ସାଧାରଣ ନାଗରିକ ଏବଂ ୩୧ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି। ସେହିପରି ୨୨୧ ଜଣ ଆହତ ହୋଇଥିଲେ। କେନ୍ଦ୍ର ସ୍ବରାଷ୍ଟ୍ରରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ ଏହି ସୂଚନା ପ୍ରଦାନ…
୯ ରାଜ୍ୟର ୩୧ ଜିଲା କର୍ତ୍ତୃପକ୍ଷଙ୍କୁ ନାଗରିକତ୍ୱ ପ୍ରଦାନ କ୍ଷମତା…
ନୂଆଦିଲ୍ଲୀ,୭।୨ : କେନ୍ଦ୍ର ସ୍ବରାଷ୍ଟ୍ରରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଯାୟୀ, ନାଗରିକତ୍ୱ ଅଧିନିୟମ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନଅ ରାଜ୍ୟରେ ୩୧ଟି ଜିଲା କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ…
ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା: ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଖାରଜ…
ନୂଆଦିଲ୍ଲୀ,୭।୨ : ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର ସ୍କାମ ମାମଲାରେ ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦୁଇଟି ପୃଥକ ମାମଲା ପଞ୍ଜିକରଣ କରିଛନ୍ତି।…
ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବ ୟୁକ୍ରେନ୍, ଜେଲେନସ୍କି ନେବେ ପଦକ୍ଷେପ…
କିଭ୍,୭।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଅସୁବିଧାରେ ପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୀଘ୍ର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଇ ପାରନ୍ତି। ବରିଷ୍ଠ ଆଇନଜୀବୀ ଡେଭିଡ ଆରାଖମିଆ କହିଛନ୍ତି ଯେ ଓଲେକ୍ସି…
ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ,ସପ୍ତାହରେ ମାନବ ଶରୀରରେ ପ୍ରବେଶ କରୁଛି ୫ ଗ୍ରାମ୍: ରିପୋର୍ଟ…
ମେଲବୋର୍ନ/ଜାକର୍ତ୍ତା,୭।୨ : ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି, ଯାହା ଅର୍ଦ୍ଧେକରୁ ଅଧିକ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।…
ପ୍ରତିରକ୍ଷା କମ୍ପାନୀଙ୍କ ଗୁପ୍ତ ତଥ୍ୟ ଚୋରି କରୁଛି ଉତ୍ତର କୋରିଆ, ୨୦୨୨ରେ ୫୨ ଶହ କୋଟି କ୍ରିପ୍ଟୋକରେନ୍ସି ଚୋରି…
ଜେନେଭା,୭।୨ : ଉତ୍ତର କୋରିଆ ବହୁ ପରିମାଣର କ୍ରିପ୍ଟୋକରେନ୍ସି ଚୋରି କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଉତ୍ତର କୋରିଆ ପ୍ରତିରକ୍ଷା କମ୍ପାନୀ ଏବଂ ବିଦେଶୀ ଏରୋସ୍ପେସ କମ୍ପାନୀଗୁଡିକର ନେଟୱାର୍କକୁ ଟାର୍ଗେଟ କରି ସେଠାରୁ ସମ୍ବେଦନଶୀଳ ଗୁପ୍ତ…
୩୫ ଦିନ ଧରି ଏକଛତ୍ରବାଦୀ ଶାସକ କିମ୍ ନିଖୋଜ, ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା…
ପ୍ୟୋଙ୍ଗୟାଙ୍ଗ,୭।୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ନିଖୋଜ ହୋଇଯାଇଛନ୍ତି। ଖବର ମୁତାବକ ଦେଶରେ ହେବାକୁଥିବା ସାମରିକ ପରେଡ ପୂର୍ବରୁ କିମଙ୍କ ଆଉ ଦେଖା ଦର୍ଶନ ମିଳୁନି। ଚଳିତ ସପ୍ତାହରେ ଉତ୍ତର କୋରିଆର ରାଜଧାନୀ…
ତୁର୍କୀ ଭୂକମ୍ପ: ମନରେ କୋହ-ଆଖିରେ ଲୁହ, ମାଟି ତଳେ ଜୀବନ ସନ୍ଧାନ ଜାରି…
ଇସ୍ତାନବୁଲ,୭।୨ : ତୁର୍କୀ ଭୂକମ୍ପର ଛତିଥରା ଦୃଶ୍ୟ ସଭିଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକଙ୍କ ମନରେ କୋହ ଏବଂ ଆଖିରେ ଲୁହ ଭରି ରହିଛି। ପ୍ରବଳ ଥଣ୍ଡାରେ ଶହ ଶହ ଲୋକ ମାଟି ତଳେ ଦବି…
ପିଓକେ-ଗିଲଗିଟ୍ ବଲ୍ଟିସ୍ତାନରେ ବିଦ୍ୟୁଚ ସଙ୍କଟ, ଅସନ୍ତୋଷ ତେଜିଲା…
ଇସଲାମାବାଦ,୭।୨ : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ-ବଲ୍ଟିସ୍ତାନର ଲୋକମାନେ ଖାଦ୍ୟ ଶସ୍ୟ ଅଭାବ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗିଲଗିଟ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଲୋକେ…
ଦୈନିକ ପଜିଟିଭ୍ ହାର ଏକ ପ୍ରତିଶତରୁ କମ, ସାପ୍ତାହିକ ସଂକ୍ରମଣ ହାର ୦.୮ ପ୍ରତିଶତ…
ନୂଆଦିଲ୍ଲୀ, ୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
Archives


