Home Middle

ହିମାଚଳ ପ୍ରଦେଶରେ ପରାଜୟ ସତ୍ତ୍ୱେ ନଡ୍ଡା କାହିଁକି ହେଲେ ଭାଜପା ଅଧ୍ୟକ୍ଷ? ଚଳିତ ବର୍ଷ ତାଙ୍କ ଲାଗି ‘ଅଗ୍ନିପଥ’

ନୂଆଦିଲ୍ଲୀ,୧୭।୧: ଭାଜପା କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଜେ.ପି. ନଡ୍ଡାଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଇଛି। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ଜୁନ୍‌ ୨୦୨୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାଣୀ ଦୁଇ କିମ୍ବା…

ମୂଳ ଭାରତୀୟ କୃଷ୍ଣା ଏମଏଲକେଙ୍କୁ ସ୍ବତନ୍ତ୍ର ଗ୍ରାଣ୍ଡ ପରେଡ଼ ସମ୍ମାନ…

ଓ୍ବାଶିଂଟନ,୧୭।୧ : ମାର୍ଟିନ ଲୁଥର୍‌ କିଙ୍ଗ ଗ୍ରାଣ୍ଡ ପ୍ୟାରେଡ ସ୍ବତନ୍ତ୍ର ସମ୍ମାନରେ ଆମେରିକୀୟ ତଥା ମୂଳ ଭାରତୀ କୃଷ୍ଣ ଭାଭିଲାଙ୍କୁ ସମ୍ମାନିତ କରାଯାଇଛି। କୃଷ୍ଣ ଭାଭିଲା ହଷ୍ଟୋନିଆନ ଏବଂ ଫାଉଣ୍ଡେସନ ଫର୍‌ ଇଣ୍ଡିଆ ଷ୍ଟଡିଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅଟନ୍ତି। ସେ…

୩ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ପ୍ରଚଣ୍ଡ: କ୍ୟାବିନେଟରେ ୧୫ ସାମିଲ…

କାଠମାଣ୍ଡୁ,୧୭।୧ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରାୟ ତିନି ସପ୍ତାହ ପରେ ମଙ୍ଗଳବାର ଦିନ କ୍ୟାବିନେଟକୁ ସମ୍ପ୍ରସାରଣ କରିଛନ୍ତି। ମେଣ୍ଟ ଚୁକ୍ତିନାମାକୁ ଚୂଡ଼ାନ୍ତ କରି ପ୍ରଥମ ସମ୍ପ୍ରସାରଣରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ…

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ କଡ଼ା ପଦକ୍ଷେପ: ସମ୍ପତ୍ତି ତଥ୍ୟ ନ ଦେବାରୁ ୨୭୧ ସାଂସଦ-ବିଧାୟକ ନିଲମ୍ବିତ…

ଇସଲାମାବାଦ,୧୭।୧ : ପାକିସ୍ତାନର ନିର୍ବାଚନ ଆୟୋଗ ସାଂସଦ ଓ ବିଧାୟକଙ୍କ ବିରୋଧରେ ସେମାନଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ଦାଖଲ ନ କରିବା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆୟୋଗ ୨୭୧ ସାଂସଦ-ବିଧାୟକଙ୍କୁ ସେମାନଙ୍କ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ଜାରି ବିବୃତ୍ତିରେ…

ହା ଅନ୍ନ: ଗିଲଗିଟ୍‌-ବଲ୍ଟିସ୍ତାନରେ ଭୋକ ମୃତ୍ୟୁ ଆଶଙ୍କା…

ଇସଲାମାବାଦ,୧୭।୧ : ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବଲ୍ଟିସ୍ତାନରେ ଖାଦ୍ୟ ଅଭାବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସପ୍ତାହେ ଧରି ସରକାରଙ୍କ ବିରୋଧରେ ଲୋକେ ପ୍ରଦର୍ଶନ କରୁଛନ୍ତି। ବିଭିନ୍ନ ବର୍ଗର ଲୋକମାନେ ରାଜପଥ ଅବରୋଧ କରି ଟାୟାର ଜାଳି ସରକାରଙ୍କ ଉପରେ…

ସାପ୍ତାହିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି।ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା କମିଛି। ଲଗାତାର ଦୁଇ ଦିନ ଧରି…

ମୋଦି ସରକାର ବିଶ୍ୱସ୍ତରରେ ଦେଶର ଭାବମୂର୍ତ୍ତି ପରିବର୍ତ୍ତନ କରିଛନ୍ତି…

ନୂଆଦିଲ୍ଲୀ,୧୭।୧ : ମଙ୍ଗଳବାର ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତର ଜି-୨୦ର ଅଧ୍ୟକ୍ଷତା ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଗତ ନଅ ବର୍ଷ ମଧ୍ୟରେ…

ପାକିସ୍ତାନରେ ନାବାଳିକାଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେନେଭା,୧୭।୧ : ପାକିସ୍ତାନର ମୌଳିବାଦୀ ଚେହେରା ପୁଣି ଥରେ ବିଶ୍ୱ ସାମ୍ନାରେ ପ୍ରକାଶ ପାଇଛି। ଜାତିସଂଘର ବିଶେଷଜ୍ଞମାନେ ପାକିସ୍ତାନରେ ଧାର୍ମିକ ଅଳ୍ପସଂଖ୍ୟଙ୍କ ନାବାଳିକାଙ୍କ ଅପହରଣ, ବାଧ୍ୟତାମୂଳକ ବିବାହ ଏବଂ ନାବାଳିକ ତଥା ଯୁବତୀମାନଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ବିଶେଷଜ୍ଞମାନେ ସହମତ…

ବର୍ଷେ ବଢ଼ିଲା ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୭।୧: ଭାଜପା ଅଧ୍ୟକ୍ଷ ଭାବେ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାଜପା କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲଗାଯାଇଛି। ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଖବରଦାତା ସମ୍ମିଳନୀ କରି ଏନେଇ…

ଏକଛତ୍ରବାଦୀ ଶାସକଙ୍କୁ ଘାରିଛି ମୃତ୍ୟୁ ଭୟ ! ମଦନିଶାରେ କାନ୍ଦୁଛନ୍ତି…

ପ୍ୟୋଙ୍ଗୟାଙ୍ଗ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କିଛି ଗୁରୁତର ରୋଗରେ ପୀଡିତ ଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତାଙ୍କ ଖରାପ ଜୀବନଶଳୀ ଯୋଗୁ…

୫ ସପ୍ତାହରେ ୯ ଲକ୍ଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ଚାଇନା ସରକାରଙ୍କ ପର୍ଦ୍ଦାଫାଶ କଲା ଚାଇନା ବିଶ୍ୱବିଦ୍ୟାଳୟ…

ବେଜିଂ,୧୭।୧ : ଚାଇନା ସରକାର ସ୍ବୀକାର କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ପ୍ରାୟ ଦେଶରେ୬୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଯଦିଓ ବିଶ୍ୱର ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଚାଇନା ପ୍ରକୃତ ତଥ୍ୟକୁ ଲୁଚାଉଛି। ସରକାରୀ ଆକଳନ ତୁଳନାରେ ଚାଇନାରେ…

କିମ୍‌ଙ୍କ ଉପରେ ନଜର ରଖିବ ଆମେରିକା, ପର୍ଦ୍ଦଫାଶ ପାଇଁ ଖର୍ଚ୍ଚ କରିବ ୪୦୦ କୋଟି…

ଓ୍ବାଶିଂଟନ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଉପରେ ଆମେରିକା ନଜର ରଖିଛି। କିମ୍‌ଙ୍କର ପର୍ଦ୍ଦାଫାଶ ପାଇଁ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିମ୍‌ଙ୍କର ଗୁପ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri