ନିଜର ସାଂସ୍କୃତିକ ଆଲୋକରେ ବିଶ୍ୱର ମାର୍ଗଦର୍ଶନ କରୁଛି ଭାରତ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୬।୨ : ମେଗା ଜାତୀୟ ଆଦିବାସୀ ମହୋତ୍ସବର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ମହୋତ୍ସବରେ ଯୋଗ ଦେଇ କହିଛନ୍ତି ଯେ, ଭାରତ ନିଜର ସାଂସ୍କୃତିକ ଆଲୋକ ମାଧ୍ୟମରେ ବିଶ୍ୱର ମାର୍ଗଦର୍ଶନ କରୁଛି। ଆଦି ମହୋତ୍ସବ ବିବିଧତାରେ ଏକତା…
ପୃଥିବୀର ୧୦ ଭିଡ ସହର ତାଲିକାରେ ଭାରତର ବେଙ୍ଗାଲୁରୁ-ପୁଣେ…
ନୂଆଦିଲ୍ଲୀ,୧୬।୨ : ବଡ ସହରରେ ଟ୍ରାଫିକ ବୃଦ୍ଧି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଦୁନିଆର ପ୍ରତ୍ୟେକ ବଡ ସହରରେ ଯାନ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଅଳ୍ପ ଦୂରତାକୁ ମଧ୍ୟ ଅତିକ୍ରମ କରିବାକୁ ବହୁତ ସମୟ ଲାଗୁଛି। ଏକ…
ୟୁକ୍ରେନ୍ ଆକାଶରେ ୬ ବିପଜ୍ଜନକ ବେଲୁନ ଛାଡିଲା ରୁଷିଆ…
କିଭ୍,୧୬।୨ : ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିଲା ବେଳେ ବର୍ତ୍ତମାନ ରୁଷିଆ ମଧ୍ୟ ୟୁକ୍ରେନ ରାଜଧାନୀ କିଭ ଉପରେ ୬ଟି ବିପଜ୍ଜନକ ବେଲୁନ ଛାଡିଛି। ଅବଶ୍ୟ, ୟୁକ୍ରେନ୍ ରାଷ୍ଟ୍ରପତି…
ପଞ୍ଚଜନ୍ୟର ସମ୍ପାଦକୀୟରେ ଦାବି, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ବ୍ୟବହାର କରୁଛି ଭାରତ ବିରୋଧୀ ଶକ୍ତି…
ନୂଆଦିଲ୍ଲୀ,୧୬।୨ : ଆରଏସଏସର ସାସ୍ତାହିକ ପତ୍ରିକା ପଞ୍ଚଜନ୍ୟର ସମ୍ପାଦକୀୟରେ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଛି। ଏଥିରେ ଦାବି କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ଭାରତ ବିରୋଧୀ ଶକ୍ତି ବ୍ୟବହାର କରୁଛନ୍ତି। ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ…
ଟ୍ରେନ୍ରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ୪ ଆହତ
ଇସଲାମାବାଦ,୧୬ା୨: ଗୁରୁବାର ପାକିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। କୁହାଯାଉଛି, ଏହି ବିସ୍ଫୋରଣ ପେଶାଓ୍ବାରରୁ ଆସୁଥିବା ବେଳେ ଏକ ଏକ୍ସପ୍ରେସ ଟ୍ରେନ୍ରେ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ…
ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ଅରୁଣାଚଳ ପାଲଟିଛି ଉଦାହରଣ: ନିଷ୍ପତ୍ତି ନେବାରେ ଅଡୁଆରେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୬।୨ : ୨୦୧୬ ରେ, ପାଞ୍ଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଞ୍ଚ ଏକ ରାୟ ଦେଇଥିଲେ। ଯାହା ଉପରେ ସୁପ୍ରିମକୋର୍ଟର ବିଚାରପତିମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଅରୁଣାଚଳ ପ୍ରଦେଶର ନବାମ-ରେବିଆ ମାମଲାରେ କୋର୍ଟ କହିଥିଲେ ଯେ ଯଦି ବାଚସ୍ପତିଙ୍କୁ ହଟାଇବା ପାଇଁ ଏକ…
ବଢ଼ିବ ତାପମାତ୍ରା
ଭୁବନେଶ୍ୱର,୧୬ା୨(ବ୍ୟୁରୋ): ରାଜ୍ୟରେ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ବଢ଼ିବ। ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତାପମାତ୍ରା ବୃଦ୍ଧି ସହ ରାଜ୍ୟର କିଛି ଜିଲାରେ ପ୍ରବଳ କୁହୁଡ଼ି…
ଆବଶ୍ୟକ ପଡ଼ିଲେ ଇମ୍ରାନଙ୍କୁ ଆମ୍ବୁଲାନ୍ସରେ ହାଜର କରାଅ: ଲାହୋର କୋର୍ଟ…
ଇସଲାମାବାଦ,୧୬।୨ : ଲାହୋର ହାଇକୋର୍ଟ (ଏଲଏଚସି) ନିର୍ଦ୍ଦେଶ ଦେଇଛନ୍ତି ଯେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ ଆହତ ହୋଇଥିଳେ ବି ତାଙ୍କୁ ଆମ୍ବୁଲାନ୍ସରେ ଆଣନ୍ତୁ, କାରଣ ସେ ଏକ ମାମଲାରେ ପ୍ରତିରକ୍ଷା ଜାମିନ ଚାହୁଁଛନ୍ତି। ଜିଓ ନ୍ୟୁଜ ରିପୋର୍ଟ…
ମନ୍ଦିର କାର୍ଯ୍ୟକ୍ରମରେ କେଉଁ ରଙ୍ଗ ବ୍ୟବହାର କରାଯିବ ତାହା ପ୍ରଶାସନ-ପୋଲିସ ସ୍ଥିର କରିପାରିବ ନାହିଁ: ହାଇକୋର୍ଟ…
ଥିରୁଭାନନ୍ତପୁରମ,୧୬।୨ : ଗୁରୁବାର କେରଳ ହାଇକୋର୍ଟ ଏକ ମନ୍ଦିର ଏବଂ ପୋଲିସ ପ୍ରଶାସନ ମଧ୍ୟରେ ବିବାଦକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ମନ୍ଦିର କାର୍ଯ୍ୟକ୍ରମରେ କେବଳ ରାଜନୈତିକ ନିରପେକ୍ଷ ରଙ୍ଗ ବ୍ୟବହାର କରାଯିବ ବୋଲି…
ଏଲଏସିରେ ନିର୍ମାଣ ହେବ ୪୭ ନୂଆ ଆଉଟପୋଷ୍ଟ, କେନ୍ଦ୍ରର ମଞ୍ଜୁରୀ…
ନୂଆଦିଲ୍ଲୀ,୧୬।୨ : ଭାରତ-ଚାଇନା ସୀମାରେ ଥିବା ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପାଇଁ ୯.୪୦୦ ନୂତନ ଯବାନ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ) ର ଏକ ବୈଠକରେ…
ଲାଟୁରରେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ, ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ…
ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଲାଟୁର ସହରରେ ମାଟି ତଳୁ କିଛି ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଯଦିଓ ଅଧିକାରୀମାନେ କହିଛନ୍ତି…
ଶୁକ୍ରବାରଠାରୁ ଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ…
ନୂଆଦିଲ୍ଲୀ,୧୬।୨ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାଗପୁରରେ ୧୩୨ ରନ ଏବଂ ଏକ ଇନିଂସରେ ପରାସ୍ତ କରି ଭାରତୀୟ ଦଳ ଏକ ବଡ଼ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲା।…
Archives


