ନାବାଳିକା ବଳାତ୍କାର ମାମଲା: ପୂର୍ବତନ ସରକାରୀ ଅଧିକାରୀ ଏ.ଭି ପ୍ରେମନାଥଙ୍କୁ ଆଶ୍ୱସ୍ତି…
ନୂଆଦିଲ୍ଲୀ,୧୮।୨ : ପୂର୍ବତନ ସରକାରୀ ଅଧିକାରୀ ଏ.ଭି ପ୍ରେମନାଥଙ୍କୁ ନାବାଳିକା ବଳାତ୍କାର ମାମଲା ରେ ଆଶ୍ୱସ୍ତି ମିଳିଛି। ସୁପ୍ରିମ୍କୋର୍ଟ ପ୍ରକ୍ରିୟା ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲାଗୁ କରିଛନ୍ତି। ଉତ୍ତରାଖଣ୍ଡର ଆଲମୋରା ଜିଲାର ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ଏ.ଭି…
ଶିବରାତ୍ରି ସମାରୋହରେ ସାମିଲ ହେବେ ରାଷ୍ଟ୍ରପତି…
ଚେନ୍ନାଇ,୧୮।୨ : ତାମିଲନାଡୁର କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରରେ ମହାଶିବରାତ୍ରି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଦେଶର ବିଭିନ୍ନ ସ୍ଥାନରୁ ଜଣାଶୁଣା କଳାକାରମାନେ ମଧ୍ୟ ୧୧୨ ଫୁଟର ଆଦିଯୋଗୀଙ୍କ ସମ୍ମୁଖରେ ରାତିସାରା କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ଧ୍ୟାନଲିଙ୍ଗରେ ପଞ୍ଚଭୁତ ଆରାଧନା…
ଧନୁଷ ଚୋରି ହୋଇଛି କିନ୍ତୁ ମାନୁଷ ଆମ ସହିତ ଅଛନ୍ତି: ଉଦ୍ଧବ…
ମୁମ୍ବାଇ,୧୮।୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଗଠିତ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ବୀକୃତି ଦେବାର ଗୋଟିଏ ଦିନ ପରେ ଉଦ୍ଧବ ତାଙ୍କ ଦଳର ନେତାଙ୍କ ସହ ଏକ ଆଲୋଚନା କରିଛନ୍ତି।…
ନିର୍ବାଚନକୁ ଢାଲ କରି ରକ୍ଷା ପାଇପାରିବେ ନାହିଁ ମ୍ୟାନମାର ସାମରିକ ଶାସକ…
ନାପିଦ୍ୱ,୧୮।୨ : ମ୍ୟାନମାରର ସାମରିକ ଶାସକ ସେମାନଙ୍କ ବିରୋଧୀ ସଂଗଠନ ସହ କୌଣସି ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି। ଏହା ବଦଳରେ ସେମାନେ ଚଳିତ ବର୍ଷ ଦେଶରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ତାଙ୍କ ନିର୍ବାଚନ ଯୋଜନା ଏପର୍ଯ୍ୟନ୍ତ…
ଚାଇନାକୁ ସହ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆମେରିକା-ୟୁରୋପ ଭାରତ ଭଳି ଦେଶର ସହାୟତା ନେବା ଜରୁରୀ: ସିନେଟର ଚକ ଶୁମର…
ଓ୍ବାଶିଂଟନ,୧୮।୨ : ଆମେରିକାର ବରିଷ୍ଠ ସିନେଟର ଚକ ଶୁମର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମେରିକା ଏବଂ ୟୁରୋପ ଲାଗି ଭାରତ ଭଳି ଦେଶର ଆବଶ୍ୟକତା ଜରୁରୀ। ଦିନକୁ ଦିନ…
ଆତଙ୍କବାଦୀ ଆକ୍ରମଣ ପରେ ହାଇ ଆଲର୍ଟ
ଇସଲାମାବାଦ,୧୮ା୨: ଅର୍ଥନୈତିକ ସଙ୍କଟରେ ପଡ଼ି ପାକିସ୍ତାନର ସମସ୍ୟା ସୁଧୁରୁନାହିଁ। କରାଚୀ ପୋଲିସ ମୁଖ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ସୁରକ୍ଷା ପରିସ୍ଥିତି ଏହାର ତୁରନ୍ତ ପ୍ରତିକ୍ରିୟା କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବରେ ଘରୋଇ ତଥା ବିଦେଶୀ ମାନ୍ୟଗଣ୍ୟ…
ଆତଙ୍କବାଦ-ଆର୍ଥିକ ସଙ୍କଟ ଯୋଗୁ ଇମ୍ରାନଙ୍କ ପ୍ରତି ଜନ ସମର୍ଥନ ବଢ଼ିଲା…
ଇସଲାମାବାଦ,୧୮।୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କ ସଙ୍କଟକୁ ବୃଦ୍ଧି କରିଛନ୍ତି। ଏକ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ଅନୁମୋଦିତ ଋଣ ରାଶି ପାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ…
ଜୟଶଙ୍କର-ଜର୍ଜ ସୋରୋସ ମୁହାଁମୁହିଁ: ନିଜ ପସନ୍ଦର ପ୍ରାର୍ଥୀ ଜିତିଲେ ନିର୍ବାଚନ ଠିକ…
ନୂଆଦିଲ୍ଲୀ,୧୮।୨ : ଆଦାନୀ-ହିିଣ୍ଡନବର୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ପରଠାରୁ ବିଲିୟନେୟାର ନିବେଶକ ଜର୍ଜ ସୋରୋସ ଖବରରେ ଅଛନ୍ତି। ଭାରତୀୟ ଗଣତନ୍ତ୍ର ବିଷୟରେ ସୋରୋସଙ୍କ ମନ୍ତବ୍ୟକୁ ନେଇ ମୋଦି ସରକାରଙ୍କ ମନ୍ତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ…
ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ…
ନୂଆଦିଲ୍ଲୀ, ୧୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
୧୫୦ ଗୋରୁଙ୍କୁ ମାରିବା ପାଇଁ ହେଲିକପ୍ଟର ପଠାଇବ ଆମେରିକା
ଓ୍ବାଶିଂଟନ,୧୮ା୨: ଆମେରିକାର ନ୍ୟୁ ମେକ୍ସିକୋରେ ବଣୁଆ ଗୋରୁଙ୍କୁ ମାରିବା ପାଇଁ ହେଲିକପ୍ଟର ପଠାଯିବ। ଦକ୍ଷିଣ ପଶ୍ଚିମ ନ୍ୟୁ ମେକ୍ସିକୋରେ ଚାରି ଦିନିଆ ଅପରେଶନରେ ଆମେରିକୀୟ ଶୁଟରମାନେ ହେଲିକପ୍ଟରରୁ ୧୫୦ ବୁଲା ଗୋରୁଙ୍କୁ ଟାର୍ଗେଟ କରିବେ। ଏହି ଗୋରୁ ଗିଲା ଉପତ୍ୟକାରେ ବିଲୁପ୍ତ…
‘ଦେଶର ଗୋଟିଏ ଇଞ୍ଚ ଜାଗା ହରାଇବୁ ନାହିଁ’
ମାନିଲା,୧୮ା୨: ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର ଶନିବାର କହିଛନ୍ତି, ସେ ନିଜ ଦେଶର ଗୋଟିଏ ଇଞ୍ଚ ଜାଗା ମଧ୍ୟ ହରାଇବେ ନାହିଁ। ଦକ୍ଷିଣ ଚାଇନା ସାଗରରେ ବେଜିଂ ସହିତ ଚାଲିଥିବା ସାମୁଦ୍ରିକ ତିକ୍ତତା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।…
ଟିଭି ଉପସ୍ଥାପକଙ୍କୁ ୫ ବର୍ଷ ଜେଲ୍
କିଭ୍,୧୮ା୨: ଯୁଦ୍ଧ ସମର୍ଥକ ରୁଷିଆ ଟିଭି ଉପସ୍ଥାପକ ଆଣ୍ଟନ କ୍ରାସୋଭସ୍କି ୟୁକ୍ରେନ ପିଲାମାନଙ୍କର ବୁଡ଼ି ମୃତ୍ୟୁକୁ ଯଥାର୍ଥ ବୋଲି କହି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ପରେ ୟୁକ୍ରେନ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୟୁକ୍ରେନର ଏସ୍ବିୟୁ…
Archives


