Home Middle

ମଝିଘରିଆଣୀ ଦର୍ଶନ ସାରି ଫେରୁଥିଲେ: ଅଟୋକୁ ପିଟିଲା ଟ୍ରକ, ଚାଲିଗଲା ୫ ଜୀବନ

ରାୟଗଡ଼ା ଅଫିସ,୨୨ା୨: ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାଠାରୁ ୪ କିମି ଦୂରରେ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି। ଅଟୋରେ ମୋଟ୍‌ ୮ ଯାତ୍ରୀ ଥିଲେ। ସମସ୍ତ ଗୁରୁତରଙ୍କୁ…

ଭୁଶୁଡ଼ିଲା ଖଣି: ୨ ମୃତ, ୫୦ରୁ ଊର୍ଦ୍ଧ୍ୱ ନିଖୋଜ

ବେଜିଂ,୨୨ା୨: ବୁଧବାର ଚାଇନାର ଉତ୍ତର ଆଭ୍ୟନ୍ତରୀଣ ମଙ୍ଗୋଲିଆ ଅଞ୍ଚଳରେ ଏକ ଖଣି ଭୁଶୁଡ଼ି ପଡ଼ିଛି। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ଆଜି ଅପରାହ୍ନରେ ଆଲକ୍ସା ଲିଗ୍‌ର ଏକ ଖଣି ଭୁଶୁଡ଼ି…

ଶିନ୍ଦେ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୨: ଏକନାଥ ଶିନ୍ଦେ ଗୋଷ୍ଠୀକୁ ଅସଲ ଶିବସେନା ଭାବେ ସ୍ବୀକୃତି ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଏକନାଥ ଶିବିର ଏବଂ ନିର୍ବାଚନ ଆୟୋଗଙ୍କୁ…

ଟିଭିରେ ହେଉଛି ମୋଦିଙ୍କ ପ୍ରଚାର: ରାହୁଲ…

ଶିଲଂ,୨୨।୨ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର ଶିଲଂରେ ଭାଜପା ଏବଂ ଟିଏମସିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆପଣ ଟିଏମସିର ଇତିହାସ ଜାଣିଛନ୍ତି, ଆପଣ ପଶ୍ଚିମବଙ୍ଗର ହିଂସା ମଧ୍ୟ ଜାଣିଛନ୍ତି। ଆପଣ ତାଙ୍କ ପରମ୍ପରା ବିଷୟରେ ଅବଗତ ଅଛନ୍ତି,…

ଆମେ ବିବିସି ସହିତ ଛିଡା ହୋଇଛୁ: ସଂସଦରେ କହିଲେ ବ୍ରିଟିଶ ସରକାର…

ଲଣ୍ଡନ,୨୨।୨ : ଗତ ସପ୍ତାହରେ ବିବିସିର ନୂଆଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ପରେ ବ୍ରିଟେନ ସରକାର ସଂସଦରେ ବିବିସିର ସମ୍ପାଦକୀୟ ସ୍ବାଧୀନତାର ପ୍ରତିରକ୍ଷା କରିଛନ୍ତି। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଯେତେବେଳେ ଲେଖା ସ୍ବାଧୀନତାରର କଥା ଆସେ…

ଦିଲ୍ଲୀର ରାଜନୈତିକ ଦଳର ଲୋକେ ଆପଣଙ୍କ ବନ୍ଧୁ ନୁହନ୍ତି, ଆମକୁ ଜିତାନ୍ତୁ, ସେମାନଙ୍କୁ ଆମେ ହଟାଇବୁ: ମମତା …

ଶିଲଂ,୨୨।୨ : ମେଘାଳୟର ତୁରାଠାରେ ଏକ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାଜପା ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି, ଦିଲ୍ଲୀର ରାଜନୈତିକ ଦଳର ଲୋକେ କଦାପି ଆପଣମାନଙ୍କର ବନ୍ଧୁ ହୋଇପାରିବେ ନାହିଁ। କେବଳ ଜଣେ…

ଭାରତ କଠୋର ପଦକ୍ଷେପ ନେବାକୁ ଭୟଭୀତ ନୁହେଁ: ନଡ୍ଡା…

ନୂଆଦିଲ୍ଲୀ,୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଉ କଠୋର ପଦକ୍ଷେପ ନେବାକୁ ଭୟ କରୁନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୟ ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ ପରିବର୍ତ୍ତନ କରିଛନ୍ତି।…

ଏଏପି ଦଖଲରେ ଏମସିଡି, ଶୈଲୀ ଓବରାଏ ହେଲେ ମେୟର …

ନୂଆଦିଲ୍ଲୀ,୨୨।୨ : ଜାତୀୟ ରାଜଧାନୀ ଦିଲ୍ଲୀକୁ ବୁଧବାର ଏହାର ନୂତନ ମେୟର ମିଳିଛି। ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଡ. ଶୈଲୀ ଓବରାଏ ଦିଲ୍ଲୀ ଏମସିଡର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ଦିଲ୍ଲୀ ଏମସିଡି…

ଶିନ୍ଦେଙ୍କୁ ସମତା ପାର୍ଟିର ଅନୁରୋଧ, ଠାକରେ ଦଳଠାରୁ ମଶାଲ ଚିହ୍ନ ଆଣିବାରେ କରନ୍ତୁ ସହାୟତା…

ମୁମ୍ବାଇ,୨୨।୨ : ବିହାରରୁ ସମତା ପାର୍ଟିର ଏକ ପ୍ରତିନିଧୀ ଦଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟି ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଦଳକୁ ଦିଆଯାଇଥିବା ମଶାଲ ଚିହ୍ନକୁ ଫେରାଇ ଆଣିବାରେ ସାହାଯ୍ୟ ଲୋଡିଛନ୍ତି। ଦଳର ସଭାପତି ଉଦୟ ମଣ୍ଡଳଙ୍କ ନେତୃତ୍ୱରେ…

ଭୁଟାନ ରାଜକୁମାର ହେଲେ ଦେଶର ପ୍ରଥମ ଡିଜିଟାଲ ନାଗରିକ…

ଥିମ୍ପୁ,୨୨।୨ : ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ (ଏନଡିଆଇ) ମୋବାଇଲ ୱାଲେଟ ସହ ଜଡିତ ହୋଇ ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇପାରିଛନ୍ତି। ଭୁଟାନର ଗଣମାଧ୍ୟମ ଅନୁଯାୟୀ, ନାଗରିକମାନଙ୍କୁ ସୁରକ୍ଷିତ ଏବଂ ଯାଞ୍ଚଯୋଗ୍ୟ ପରିଚୟ…

ଶୀଘ୍ର ଭାରତ ଗସ୍ତରେ ଆସିବେ ନେତାନ୍ୟାହୁ…

ନୂଆଦିଲ୍ଲୀ,୨୨।୨ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖୁବ ଶୀଘ୍ର ଭାରତ ଗସ୍ତ କରିପାରନ୍ତି। ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନିଓର ଗିଲାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଖୁବ ଶୀଘ୍ର ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରିବାକୁ…

ଏଲଏସିରେ ନିୟନ୍ତ୍ରଣ ହରାଇଛନ୍ତି କେନ୍ଦ୍ର ସରକାର: ଓଓ୍ବାଇସି…

ନୂଆଦିଲ୍ଲୀ,୨୨।୨ : ଏଲଏସି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ବିବୃତ୍ତି ପରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତାମାନେ ସେମାନଙ୍କ ସମାଲୋଚନା ଜାରି ରଖିଛନ୍ତି। ଏହି କ୍ରମରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri