Home Middle

ଟସ ଜିତିଲା ଆରଆର, ପ୍ରଥମେ ବୋଲିଂ…

ବେଙ୍ଗାଲୁରୁ,୨୩।୪ : ଆଇପିଏଲ-୨୦୨୩ର ୩୨ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଆରଆର ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ…

ସୁପ୍ରିମକୋର୍ଟ ୫ ବିଚାରପତିଙ୍କୁ କରୋନା: ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ବିଳମ୍ବ…

ନୂଆଦିଲ୍ଲୀ,୨୩।୪ : ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲାରେ ଦ୍ରୁତ ଗତିରେ ଚାଲିଛି। ଏଥି ସହିତ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ବିଚାରପତି ମଧ୍ୟ ଅଛନ୍ତି ଯେଉଁମାନେ ସମଲିଙ୍ଗୀ ବିବାହ ପାଇଁ…

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

୨୦୨୩ ଆଇପିଏଲ୍‌ରେ ଆଶା କରାଯାଉ ନ ଥିବା ଖେଳାଳିମାନେ ବି ଭଲ ପ୍ରଦର୍ଶନ କରୁଛନ୍ତି। କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ହୁଅନ୍ତୁ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସର ତିଲକ ବର୍ମା ହୁଅନ୍ତୁ। ଏହି ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଚଳିତ ସିଜନରେ ବେଶ୍‌ ପ୍ରଭାବଶାଳୀ…

ଦେଶ ନିର୍ମାଣରେ ରାଜ୍ୟର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ: ଅର୍ଥମନ୍ତ୍ରୀ…

ବେଙ୍ଗାଲୁରୁ,୨୩।୪ : ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ନାଟକର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ସେ ରାଜ୍ୟଗୁଡ଼ିକର ଭୂମିକା ବିଷୟରେ…

ବୋମ୍ମାଇ-ସିଦ୍ଧରମୈୟା ମୁହାଁମୁହିଁ…

ବେଙ୍ଗାଲୁରୁ,୨୩।୪ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଟାର୍ଗେଟ କରିଛନ୍ତି। ସିଦ୍ଧରମୈୟା ଏକ ବିବୃତ୍ତି ଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କୁ ଏହି ବିଷୟରେ ପଚରାଯାଇଥିଲା ସେତେବେଳେ ସେ…

ମୋଷ୍ଟ ଓ୍ବାଣ୍ଟେଡ୍‌ ଅମୃତପାଲ ଗିରଫ: ଏହି ଖଲିସ୍ଥାନୀ ନେତାଙ୍କ ନାଁରେ ରହିଛି ୬ଟି ଗୁରୁତର ମାମଲା

ପଞ୍ଜାବ,୨୩।୪: ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଡେ ର ମୁଖ୍ୟ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ରବିବାର ପୋଲିସ ତାଙ୍କୁୁୁ ମୋଗାରୁ ଗିରଫ କରିଛି। ଦୀର୍ଘ ୩୬ଦିନ ଧରି ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ଖୋଜୁଥିଲା।…

ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅଖିମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା…

୫ ବର୍ଷ ଧରି ବନ୍ଦଥିବା ନୀରବ ମୋଦିଙ୍କ ୩ ଫ୍ଲାଟ ପାଲଟିଛି ଇଡ଼ିର ମୁଣ୍ଡବିନ୍ଧା…

ମୁମ୍ବାଇ,୨୩।୪ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସମୁଦ୍ର ମହଲ ବର୍ଲିରେ ଜବତ ହୋଇଥିବା ତିନିଟି ବିଳାସପୂର୍ଣ୍ଣ ଫ୍ଲାଟକୁ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱନ୍ଦ୍ୱରେ ପଡିଛି। କିଛି ଆଇନଗତ ପ୍ରତିବନ୍ଧକ ଯୋଗୁ ଇଡି ଏସବୁର ନିଲାମରୁ ଆନୁମାନିକ ବଜାର…

ଯେ କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ଅଜିତ ପାଓ୍ବାରଙ୍କୁ ଫଡନାଭିସଙ୍କ ଉତ୍ତର…

ମୁମ୍ବାଇ,୨୩।୪ : ଭାରତୀୟ ଜନତା ପାର୍ଟି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ନେଇ ନିଜର ଉତ୍ତର ରଖିଛନ୍ତି। ଅଜିତ କହିଥିଲେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ…

ଭାରତର ନିଜସ୍ବ ପରମ୍ପରା ରହିଛି: ସମଲିଙ୍ଗୀ ବିବାହ ନେଇ ଜବାବ ଦେଲେ ରିଜିଜୁ…

ନୂଆଦିଲ୍ଲୀ,୨୩।୪ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କେନ୍ଦ୍ର ସରକାର ଏହା ଉପରେ ଏକ ଆପତ୍ତି ଉଠାଇଛନ୍ତି। ଏହି ବିଷୟରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ସମଲିଙ୍ଗୀ ସମ୍ପର୍କରେ ଥିବା ଲୋକଙ୍କ ପ୍ରତି ଆମର କୌଣସି ଆପତ୍ତି…

ଇଡେନ ଗାର୍ଡେନରେ କେକେଆର-ସିଏସକେ ମୁହାଁମୁହିଁ…

କୋଲକାତା,୨୩।୪ : ଆଇପିଏଲ-୨୦୨୩ର ୩୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିବ। ରବିବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ ଉଭୟ ଦଳ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲର ତୃତୀୟରେ ଥିବା ସିଏସକେ…

କେବେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ: ଉତ୍ତର ଦେଲେ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୨୩।୪ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ ଶୀଘ୍ର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହା ସୂଚିତ କରିଛନ୍ତି। ଧାରା ୪୪କୁ ଦର୍ଶାଇ ରିଜିଜୁ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?