ଆର୍ଥିକ ସ୍ଥିତି ଖରାପ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ: ଶ୍ରୀଲଙ୍କା ନିର୍ବାଚନ ଘୁଞ୍ଚୁଛି…
କଲମ୍ବୋ,୧।୩ : ଶ୍ରୀଲଙ୍କା ସରକାର ଦେଶର ଖରାପ ଆର୍ଥିକ ସ୍ଥିତି ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଏବେ ଦେଶରେ ନିର୍ବାଚନକୁ ସ୍ଥଗିତ ରଖିବା ପ୍ରସଙ୍ଗ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ…
ପୃଥିବୀଠାରୁ ଦୂରେଇ ଯାଉଛି ଜହ୍ନମାମୁ: ପ୍ରତିବର୍ଷ ଦୂରତା ବଢୁଛି ୩.୮ ସେଣ୍ଟିିମିଟର…
ଓ୍ବାଶିଂଟନ,୧।୩ : ବୈଜ୍ଞାନିକମାନେ ଜହ୍ନମାମୁ ସହ ଜଡିତ ଏକ ଖବର ପ୍ରକାଶ କରିଛନ୍ତି। ଜହ୍ନମାମୁ ପୃଥିବୀଠାରୁ ଦୂରେଇ ଯାଉଥିବା ସମ୍ପର୍କରେ ସୂଚିତ କରିଛନ୍ତି। ଅଡି ୱେବସାଇଟ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଚନ୍ଦ୍ର ପୃଥିବୀର ଦୂରତା ପ୍ରତିବର୍ଷ ବଢ଼ିବାରେ…
ଟେଷ୍ଟରେ ଅଶ୍ୱିନ ବିଶ୍ୱର ଏକ ନମ୍ବର ବୋଲର, ଜାଡେଜା ଟପ-୧୦ ରେ…
କୋଲକାତା,୧।୩ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟରେ ବୋଲରଙ୍କ ମାନ୍ୟତାରେ ଶୀର୍ଷରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଅଶ୍ୱିନ ୬ ଟି ୱିକେଟ ନେଇ ଭାରତର ବିଜୟରେ…
ହାତୀଙ୍କୁ ନିଜ ପାଖରେ ରଖି ପାରିବେନି ବ୍ୟକ୍ତି ବିଶେଷ-ଧାର୍ମିକ ଅନୁଷ୍ଠାନ: ମାଈ ହାତୀ ଜୟମାଲା ମାମଲାରେ କହିଲେ ହାଇକୋର୍ଟ…
ଚେନ୍ନାଇ,୧।୩ : ହାତୀ ସଂରକ୍ଷଣକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ବ୍ୟକ୍ତି ବିଶେଷ ଏବଂ ଧାର୍ମିକ ଅନୁଷ୍ଠାନ ତାମିଲନାଡୁରେ ହାତୀଙ୍କୁ ନିଜ ପାଖରେ ରଖି ପାରିବେ ନାହିଁ। କୋର୍ଟ ଏହାକୁ…
ହିମନ୍ତ-ସାଙ୍ଗମା ଭେଟ: ମେଘାଳୟ ସରକାରରେ ଭାଜପା ସାମିଲ ହେବା ନେଇ ଚର୍ଚ୍ଚା…
ଗୁଆହାଟୀ,୧।୩ : ମେଘାଳୟର ରାଜନୀତିରୁ ବଡ ଖବର ଆସିଛି। ମଙ୍ଗଳବାର ରାତିରେ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତୃତ୍ୱାଧୀନ ଉତ୍ତର ପୂର୍ବ ବିକାଶ ମହାସଂଘର ମୁଖ୍ୟ ହିମନ୍ତ ବିଶ୍ୱ ଶର୍ମା ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କୋନରାଡ ସାଙ୍ଗମାଙ୍କୁ…
ଗେହଲଟ-ରାଜକୁମାରଙ୍କୁ ମିଳିଲା ସିସୋଡିଆଙ୍କ ବିଭାଗ
ନୂଆଦିଲ୍ଲୀ,୧।୩: ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଏବଂ ରାଜକୁମାର ଆନନ୍ଦଙ୍କୁ ନୂଆ ବିଭାଗର ଦାୟିତ୍ୱ ମିଳିଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପ୍ରସ୍ତାବକୁ ଉପରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ମନୀଷ ସିସୋଡିଆ ନିଜ…
୧୦୯ ରନ୍ରେ ଭାରତୀୟ ଇନିଂସ ଶେଷ…
ଇନ୍ଦୋର,୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ସମସ୍ତ ଓ୍ବିକେଟ ହରାଇ ଭାରତୀୟ ଇନିଂସ ୧୦୯ରେ ଶେଷ ହୋଇଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉ ଥିବା ଏହି ମ୍ୟାଚରେ ଆରମ୍ଭରୁ ଟିମ୍ ଇଣ୍ଡିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…
ଆମେରିକା ଅସ୍ତିତ୍ୱ ପ୍ରତି ବିପଦପୂର୍ଣ୍ଣ ଚାଇନା: ଆମେରିକା ସଂସଦର ନିଷ୍ପତ୍ତି…
ଓ୍ବାଶିଂଟନ,୧।୩ : ଆମେରିକାର ବରିଷ୍ଠ ସାଂସଦମାନେ ରିପବ୍ଲିକାନ ସଂଖ୍ୟାଗରିଷ୍ଠ ପ୍ରତିନିଧି ସଭାରେ ଆମେରିକାର ଅସ୍ତିତ୍ୱ ପ୍ରତି ଚାଇନାକୁ ବିପଦ ବୋଲି କହିଛନ୍ତି। କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧୀନ ଚାଇନା ଯୋଗୁ ସମ୍ମୁଖୀନ ହେଉଥିବା ଆହ୍ବାନର ସଫଳ ମୁକାବିଲା ପାଇଁ ଆମର ସହଯୋଗୀମାନଙ୍କ ସହ…
ପୁଟିନଙ୍କୁ ଲାଗୁଛି ଭୟ, ମିଷ୍ଟ୍ରି ଗର୍ଲଙ୍କ ସହିତ ଗୁପ୍ତସ୍ଥାନରେ ବିତାଉଛନ୍ତି ସମୟ…
ମସ୍କୋ,୧।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେ ଭୟ ଲାଗୁଛି। ସେ ତାଙ୍କ ଜିମ୍ନାଷ୍ଟ ମିଷ୍ଟ୍ରି ଗର୍ଲଫ୍ରେଣ୍ଡଙ୍କ ସହ ଏକ ବଡ଼ ବହୁ ସୁରକ୍ଷାକର୍ମୀ ମୁତୟନ ଥିବା ଇଷ୍ଟେଟରେ ରହୁଛନ୍ତି ଯେଉଁଥିରେ ଅନେକ ବିଳାସପୂର୍ଣ୍ଣ ମହଲ ଏବଂ ଛୋଟ ପିଲାମାନଙ୍କ…
କୈଳାଶ ଏଏପିର ନୂଆ କ୍ଷମତା କେନ୍ଦ୍ର…
ନୂଆଦିଲ୍ଲୀ,୧।୩ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ବଡ଼ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ସେ କ୍ୟାବିନେଟ ପଦରୁ ଇସ୍ତଫା ଦେଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କାର୍ଯ୍ୟ…
କେଜରିଓ୍ବାଲଙ୍କ କ୍ୟାବିନେଟରେ ସାମିଲ ହେବେ ସୌରଭ-ଆତିଶି: ଉପରାଜ୍ୟପାଳଙ୍କ ପାଖକୁ ପଠାଗଲା ନାମ…
ନୂଆଦିଲ୍ଲୀ,୧।୩ : ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। କ୍ୟାବିନେଟରେ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ନିକଟକୁ ଏଏପି ବିଧାୟକ ସୌରଭ ଭରଦ୍ୱାଜ…
ଅଷ୍ଟ୍ରେଲୀୟ ସ୍ପିନରଙ୍କ ଦ୍ୱାରା ଟିମ ଇଣ୍ଡିଆ ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ: ଲଞ୍ଚ୍ ସୁଦ୍ଧା ସ୍କୋର ୭ ଓ୍ବିକେଟରେ ୮୪…
ଇନ୍ଦୋର,୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉ ଥିବା ଏହି ମ୍ୟାଚରେ ଆରମ୍ଭରୁ ଟିମ୍ ଇଣ୍ଡିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲୀୟ ସ୍ପିନରମାନେ ଆରମ୍ଭରୁ ମ୍ୟାଚ ଉପରେ ପ୍ରାଧାନ୍ୟ…
Archives


