ଏନଡିଏରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ: ଶାହାଙ୍କୁ ଭେଟିବା ପରେ କହିଲେ ମାଝିଂ…
ନୂଆଦିଲ୍ଲୀ,୧୩।୪ : ବିହାର ରାଜନୀତିରେ ଉତ୍ତେଜନା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବିହାରର ପୂର୍ବତନ ସିଏମ ଜିତନ ରାମ ମାଝିିଂ ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବୈଠକ ପରେ ମାଝିଂ କହିଛନ୍ତି ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ…
ଗଣ୍ଡା ସଂଖ୍ୟା ବଢ଼ାଇ ଦର୍ଶାଯାଇଥିବା ଅଭିଯୋଗ…
ଗୁଆହାଟୀ,୧୩।୪ : ଆସାମ ବନ ବିଭାଗ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛି। ଚିଠିରେ ବନ ବିଭାଗ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କାର୍ଯ୍ୟକର୍ତ୍ତା କାଜିରଙ୍ଗା ଜାତୀୟ ଉଦ୍ୟାନକୁ ବଦନାମ କରିବା ପାଇଁ ପାର୍କରେ ଥିବା…
ଭାରତୀୟ ରାଜନୀତିର ନଟଓ୍ବରଲାଲ ଲାଲୁ-ରାହୁଲଙ୍କୁ ଅନୁସରଣ କରୁଛନ୍ତି: କେଜରିଓ୍ବାଲଙ୍କୁ ନେଇ ଭାଜପାର କଟାକ୍ଷ…
ନୂଆଦିଲ୍ଲୀ,୧୩।୪ : ଭାରତୀୟ ରାଜନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନଟଓ୍ବରଲାଲ ସାଜିଛନ୍ତି। ସେ ଲାଲୁ ପ୍ରସାଦ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରୁଥିବା ନେଇ ଭାଜପା ଜାତୀୟ ପ୍ରବକ୍ତା ଶେହଜାଦ ପୁନାଓ୍ବାଲା କଟାକ୍ଷ କରିଛନ୍ତି। ନିଜ ଆଦର୍ଶରୁ ହଟି…
ସୁପ୍ରିମ୍କୋର୍ଟରେ କର୍ନାଟକ ମୁସଲମାନଙ୍କ ପାଇଁ ୪ ପ୍ରତିଶତ ଓବିସି ସଂରକ୍ଷଣ ରଦ୍ଦ କରିବା ମାମଲା…
ନୂଆଦିଲ୍ଲୀ,୧୩।୪ : କର୍ନାଟକ ସରକାରଙ୍କ ଦ୍ୱାରା ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ଓବିସି ସଂରକ୍ଷଣକୁ ରଦ୍ଦ କରିବା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏକ ମୁସଲମାନ ସଂଗଠନ ସୁପ୍ରିମକୋର୍ଟରେ ମାମଲାର ଶୀଘ୍ର ଶୁଣାଣି ପାଇଁ ଏକ ପିଟିଶନ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ…
ବିବିସି ବିରୋଧରେ ଫେମା ମାମଲା ରୁଜୁ କଲା ଇଡି…
ନୂଆଦିଲ୍ଲୀ,୧୩।୪ : ଖବର ପ୍ରସାରଣକାରୀ ବିବିସି ଇଣ୍ଡିଆର ଅସୁବିଧା ବଢ଼ିବାରେ ଲାଗିଛି। ବିଦେଶୀ ପାଣ୍ଠି ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା) ଅନୁଯାୟୀ ଇଡି ବିବିସି ଇଣ୍ଡିଆ…
ବେଆଇନ କୋଇଲା ଖନନ ରୋକିବା ପାଇଁ ୧୦ କମ୍ପାନୀ ସିଆଇଏସଏଫ ମୁତୟନ କରନ୍ତୁ କେନ୍ଦ୍ର ସରକାର: ହାଇକୋର୍ଟ…
ଶିଲଂ,୧୩।୪ : ବେଆଇନ ଖଣି ଖନନ ଏବଂ କୋଇଲା ପରିବହନକୁ ନେଇ ମେଘାଳୟ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ବେଆଇନ ଖଣି ଖନନ ଏବଂ କୋଇଲା ପରିବହନ ଉପରେ କଟକଣା ଲଗାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ…
ନିଜର ପୂର୍ବ ଆଇନଜୀବୀଙ୍କ ବିରୋଧରେ ୫୦ କୋଟି ଡଲାରର ମାମଲା ରୁଜୁ କଲେ ଟ୍ରମ୍ପ୍…
ଓ୍ବାଶିଂଟନ,୧୩।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପୂର୍ବ ଆଇନଜୀବୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଖବର ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବତନ ଆଇନଜୀବୀ ମାଇକେଲ କୋହେନଙ୍କ ବିରୋଧରେ ୫୦ କୋଟି ଡଲାର କ୍ଷତିପୂରଣ ମକଦ୍ଦମା ଦାଏର…
ଭାରତୀୟ ସେନା ହେବେ ଆତ୍ମନିର୍ଭରଶୀଳ, ଦେଶରେ ତିଆରି ହେବ ୩୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର: ମୋଦି
ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୭୧,୦୦୦କର୍ମଚାରୀଙ୍କୁ ନୂଆ ନିଯୁକ୍ତ ଆଧାରରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ନବ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଏକ ବିକଶିତ ଭାରତର ଦୂରଦୃଷ୍ଟି…
କରୋନା ମୁକାବିଲା: ଆଡଭାଇଜରୀ ଜାରି କଲା ଏମ୍ସ୍…
ନୂଆଦିଲ୍ଲୀ,୧୩।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ଏହାର କର୍ମଚାରୀମାନଙ୍କ ପାଇଁ କରୋନା ଭାଇରସ ସମ୍ବନ୍ଧରେ ଆଡଭାଇଜରୀ ଜାରି କରିଛି। ଦିଲ୍ଲୀ ଏମ୍ସର ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କ ପାଇଁ…
କରୋନା ଅଣାୟତ୍ତ : ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୪୪ ହଜାରରୁ ଅଧିକ…
ନୂଆଦିଲ୍ଲୀ, ୧୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୩।୪ : ଆମେରିକା ଏବଂ ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆ ଗୁରୁବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ ସୈନିକଙ୍କ ଉଦ୍ଧେଶ୍ୟରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଉତ୍ତର କୋରିଆ ଉତ୍ତେଜନା ସ୍ବରୂପ…
ରୁଷିଆ ସମ୍ପତ୍ତି ଜବତ କରିବାକୁ ବିଶ୍ୱବ୍ୟାଙ୍କକୁ ଅନୁରୋଧ କଲେ ଜେଲେନସ୍କି…
କିଭ,୧୩।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଇଏମଏଫ ଏବଂ ବିଶ୍ୱବ୍ୟାଙ୍କର ମୁଖ୍ୟମାନଙ୍କୁ ୟୁକ୍ରେନକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସାରା ବିଶ୍ୱରେ କାର୍ଯ୍ୟ କରୁଥିବା ରୁଷିଆର ସେଣ୍ଟ୍ରାଲ ବ୍ୟାଙ୍କର ସମ୍ପତ୍ତି ଜବତ କରାଯିବା ଉଚିତ। ଏଥି…
Archives


