ଆଜିଠାରୁ ଖରାଛୁଟି
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟ ସରକାର ସମସ୍ତ ସ୍କୁଲ ପାଇଁ ଖରାଛୁଟି ଘୋଷଣା କରିଛନ୍ତି। ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ସ୍ବୀକୃତି ପାଇଁ ଧାରଣା ବଦଳାଇବାକୁ ହେବ
ନୂଆଦିଲ୍ଲୀ,୨୧ା୪: ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ପୀଠରେ ଗୁରୁବାର ତୃତୀୟ ଦିନ ପାଇଁ ଶୁଣାଣି ଜାରି ରହିଥିଲା। ବିପରୀତଲିଙ୍ଗୀ ଦୁଇ ଜୀବନସାଥୀଙ୍କ ମଧ୍ୟରେ ବିବାହ ଜରୁରୀ କି ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁବାର…
ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ
ସାକ୍ଷୀଗୋପାଳ,୨୧ା୪ (ସ୍ବ.ପ୍ର./ଡି.ଏନ୍.ଏ.): ଜମ୍ମୁ କଶ୍ମୀରର ପୁଞ୍ଚର ମେନ୍ଧାର ଅଞ୍ଚଳରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ସେ ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତ ଖଣ୍ଡାୟତ…
ବୋମା ତିଆରିରେ ସିଦ୍ଧହସ୍ତ ଗୁଡ୍ଡୁ ମୁସ୍ଲିମ
ଲକ୍ଷ୍ନୌ,୨୧ା୪: ୨୦୨୩ ଫେବୃୟାରୀ ୨୪। ପ୍ରୟାଗରାଜର ଧୂମାନଗରରେ ରାଜୁ ପାଲ୍ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ଙ୍କୁ ଟାର୍ଗେଟ କରାଯାଇଥିଲା। ଗ୍ୟାଙ୍ଗ୍ଷ୍ଟର ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ଅହମ୍ମଦ ଓ ଶାର୍ପ ଶୁଟର ଗୁଲାମ ମହମ୍ମଦ (ଏନ୍କାଉଣ୍ଟରରେ ଉଭୟେ ମୃତ) ଗୁଳି…
ଗୁଡ୍ଡୁ ମୁସଲିମ୍ ପୁରୀ ଆସିଥିବା ଚର୍ଚ୍ଚା
ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜର ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ତଥା ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍ ଦୀର୍ଘଦିନ ହେବ ଫେରାର ଅଛନ୍ତି। ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ବିଭିନ୍ନ…
ପିଲାଙ୍କ ପାଇଁ ଗ୍ରୀଷ୍ମାବକାଶ ହୋମ୍ଓ୍ବାର୍କ
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାରଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା କରିଛନ୍ତି। ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ।…
ଦିଲ୍ଲୀ କ୍ୟାପିଟାଲର ପ୍ରଥମ ବିଜୟ
ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୨୮ତମ ମ୍ୟାଚ୍ରେ ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ ବିଜୟୀ ହୋଇଛି। ଷଷ୍ଠ ମ୍ୟାଚ୍ରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବିଜୟ ସହ ପଏଣ୍ଟ ଖାତା ଖୋଲିଛି ।…
ବୌଦ୍ଧ ସବୁଠାରୁ ଉତ୍ତପ୍ତ, ଦ୍ୱିତୀୟରେ ଭୁବନେଶ୍ୱର
ଭୁବନେଶ୍ବର,୨୦।୪(ବ୍ୟୁରୋ): ଜଳୁଛି ସାରା ରାଜ୍ୟ। ସକାଳ ୮ଟାରୁ ଓ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏଭଳିସ୍ଥିତିରେ ଗୁରୁବାର ରାଜ୍ୟର ୨୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୩.୯ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ…
ବାଙ୍ଗାଲୋରର ତୃତୀୟ ବିଜୟ
ମୋହାଲି,୨୦।୪: ମୋହାଲି ସ୍ଥିତ ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍ର ୨୭ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୪ ରନ୍ରେ ବିଜୟୀ ହୋଇଛି। ଏହି ବିଜୟ ସହ ବାଙ୍ଗାଲୋର ୬ଟି ମ୍ୟାଚ୍…
ବିଦେଶରେ ବି ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକ, ପର୍ବତ ଶିଖରରେ ଉଡ଼ାଇଲେ ପତାକା
ପ୍ରଶଂସକଙ୍କ ବିନା ଆଇପିଏଲ ଅସମ୍ପୂର୍ଣ୍ଣ ଅଟେ। ପ୍ରତ୍ୟେକ ଫ୍ରାଞ୍ଚାଇଜ ଫଲୋ କରୁଥିବା ପ୍ରଶଂସକ ଏତେ ଅଧିକ ଯେ, ଲୋକମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବାକୁ କିଛି ବି ପୋଷ୍ଟ କରନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର…
ନରୋଡା ହିଂସା ମାମଲାରେ ମାୟା କୋଡନାନୀ, ବାବୁ ବଜରଙ୍ଗି ସମେତ ସମସ୍ତ ୬୯ ଅଭିଯୁକ୍ତ ମୁକ୍ତ, ୧୧ ଜଣଙ୍କର ହୋଇଥିଲା ମୃତ୍ୟୁ
ଗାନ୍ଧିନଗର,୨୦।୪: ନରୋଡା ହିଂସା ମାମଲାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନୀ, ବାବୁ ବଜରଙ୍ଗି, ଜୟଦୀପ ପଟେଲ ସମେତ ୬୯ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୭ ଫେବୃୟାରୀ ୨୦୦୨ରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସର…
ଧୋନୀ ନୁହନ୍ତି କି ରୋହିତ, ଏହି ଖେଳାଳିଙ୍କୁ ଶ୍ରେଷ୍ଠ କହିଲେ କୋହଲି
ଆରସିବି ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କର ଗୋଟିଏ ବିବୃତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଅନେକ ଭେଟେରାନ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ‘GOAT’ (greatest of all time) ଅର୍ଥାତ୍ ଶ୍ରେଷ୍ଠ ଖେଳାଳି ବୋଲି କହୁଥିବା ବେଳେ…
Archives


