Home Middle

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ଦିଲ୍ଲୀରେ ବିକ୍ଷୋଭ କରିବେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ,୭।୫:ଦେଶର କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆନ୍ଦୋଳନ ଜାରି ରଖିଛନ୍ତି। ତେବେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ସମର୍ଥନ କରିଛି। କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବିକ୍ଷୋଭ…

ବାମପନ୍ଥୀ ଇତିହାସ ବନ୍ଦ କରାଯାଉ: ହେମନ୍ତ ବିଶ୍ୱ ଶର୍ମା

ଦିସପୁର,୭।୫: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟିପୁ ସୁଲତାନ ନିର୍ବାଚନୀ ପ୍ରଚାରରେ ବାମପନ୍ଥୀ ଐତିହାସିକଙ୍କୁ ଟାର୍ଗେଟ କରଛନ୍ତି। ଟିପୁ ସୁଲତାନଙ୍କ ମହିମା ପ୍ରଚାର ଭୁଲ କହି ଶର୍ମା କହିଛନ୍ତି ଯେ, ବାମପନ୍ଥୀ ଇତିହାସକୁ ବନ୍ଦ କରାଯାଉ। ନୂଆ ଭାରତକୁ ଏକ…

‘ଢୋଲ ବାଜା ସହ ଫୁଲର ବର୍ଷା’… ବେଙ୍ଗାଲୁରୁରେ ମୋଦିଙ୍କ ୧୦ କିଲୋମିଟର ରୋଡ ଶୋ’ ଆରମ୍ଭ

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲଗାତାର ଦ୍ୱିତୀୟ ଦିନ ବେଙ୍ଗାଲୁରୁରେ ମେଗା ରୋଡ ଶୋ’ରେ ବାହାରିଛନ୍ତି। ଏହି ରୋଡ ଶୋ’ ସମୟରେ ମୋଦି…

ମେ’ ତୃତୀୟ ସପ୍ତାହରେ ମାଟ୍ରିକ, ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,୭ା୫(ବ୍ୟୁରୋ): ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍‌ ଏବଂ ଶେଷ ସପ୍ତାହରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି,…

ଭାଜପା ଡବଲ ଇଞ୍ଜିନ ନୁହେଁ , ଟ୍ରବଲ ଇଞ୍ଜିନ ସରକାର: କଂଗ୍ରେସ

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଭାଜପା ବିରୋଧରେ ଜୋରଦାର ବିଜ୍ଞାପନ ଅଭିଯାନ ଜାରି ରଖିଛି। ଶନିବାର ନିର୍ବାଚନ ଆୟୋଗଙ୍କ ଠାରୁ କଂଗ୍ରେସ ନୋଟିସ ପାଇଥିଲେ ମଧ୍ୟ ପୁଣି ଥରେ ବିଜ୍ଞାପନ ମାଧ୍ୟମରେ ଭାଜପା ଉପରେ ଆକ୍ରମଣ କରିଛି। ରବିବାର ପ୍ରକାଶିତ…

ରୁଷିଆ ଉପରେ ୧୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୭ା୫: ୟୁକ୍ରେନ କ୍ରିମିଆ ଉପଦ୍ୱୀପ ଉପରେ ରାତିସାରା ୧୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଥିଲା। ସେବାଷ୍ଟୋପୋଲ ବନ୍ଦରରେ ଲଞ୍ଚ ହୋଇଥିବା ୩ଟି ଡ୍ରୋନ୍‌ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ରବିବାର ଏନେଇ ରୁଷିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସେବାଷ୍ଟୋପୋଲର ରାଜ୍ୟପାଳ…

‘ଉଦ୍ଧବ ଠାକରେ ସାପକୁ କ୍ଷୀର ପିଆଇଲେ’, ଭାଜପା ନେତା କହିଲେଏନସିପିରେ ସାମିଲ ହେବେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୭।୫: ଭାଜପା ବିଧାୟକ ନିତେଶ ରାଣାଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି କି ୧୦ ଜୁନ ପୂର୍ବରୁ ସଞ୍ଜୟ ରାଉତ ଏନସିପିରେ ସାମିଲ ହେବେ। ନୀତେଶ ରାଣେ କହିଛନ୍ତି, ଆଗାମି କିଛି ଦିନ ମଧ୍ୟରେ ମହାରାଷ୍ଟ୍ର…

ମଣିପୁରରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଶଶୀ ଥରୁର୍‌ଙ୍କ ଦାବି

ଇମ୍ଫାଲ, ୭।୫: ମଣିପୁରରେ ହିଂସା ଜାରି ରହିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର୍‌ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ଥରୁର୍‌ କହିଛନ୍ତି, ମଣିପୁର ମତଦାତା ଭାଜପାକୁ ଭୋଟ ଦେଇ କ୍ଷମତାକୁ ଫେରାଇ ଆଣିବାର ବର୍ଷେ ନ ପୁରୁଣୁ…

କିଙ୍ଗ ଚାର୍ଲସ ତୃତୀୟଙ୍କ କରୋନେଶନ କନସର୍ଟରେ ସାମିଲ ହେବେ ନାହିଁ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୭।୫: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଶେଷ ହୋଇଛି। ତାଙ୍କ ରାଜ୍ୟାଭିଷେକ ସମାରୋହରେ ପ୍ରାୟ ୨,୨୦୦ ଅତିଥି ସାମିଲ ହୋଇଥିଲେ। ହେଲେ ଏହି ଆୟୋଜନର ସବୁଠାରୁ ବଡ ଆକର୍ଷଣ ଥିଲେ ରାଜକୁମାର ହ୍ୟାରୀ। ସମସ୍ତଙ୍କ ନଜର ତାଙ୍କ ଉପରେ…

କଙ୍ଗୋ ବନ୍ୟାରେ ୧୭୫ରୁ ଅଧିକ ମୃତ, ଅନେକେ ନିଖୋଜ, ସ୍କୁଲ-ହସ୍ପିଟାଲ ସବୁ ବନ୍ଦ

ବ୍ରଜାଭିଲେ,୭।୫: ଆଫ୍ରିକା ଦେଶ କଙ୍ଗୋରେ ପ୍ରକୃତି ଦାଉ ସାଧିଛି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଫଳରେ ଏଠାରେ ବନ୍ୟା ଆସିଛି। ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ଟେକ୍ସାସ ଶପିଂ ମଲରେ ଗୁଳିକାଣ୍ଡ, ଅତିକମରେ ୯ ମୃତ

ଓ୍ବାଶିଂଟନ,୭।୫: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି। ସଦ୍ୟତମ ଘଟଣା ଘଟିଛି ଟେକ୍ସାସରେ। ମିଡିଆ ରିପୋର୍ଟ ଅନୁଯାୟୀ, ଟେକ୍ସାସର ଏକ ଶପିଂ ମଲରେ ଗୁଳିକାଣ୍ଡ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସହ କେତେଜଣ ଶିଶୁ ଓ…

କଂଗ୍ରେସକୁ ନୋଟିସ୍ ଯିବା ପରେ ନିର୍ବାଚନ ଆୟୋଗ ଉପରେ ବର୍ଷିଲେ କପିଲ ସିବଲ

ନୂଆଦିଲ୍ଲୀ,୭।୫: କଂଗ୍ରେସ ଓ ଭାଜପା ମଧ୍ୟରେ ନିର୍ବାଚନୀ ପ୍ରସଙ୍ଗ, ହନୁମାନ ଏବଂ କେରଲା ଷ୍ଟୋରି ଇତ୍ୟାଦି ପ୍ରସଙ୍ଗକୁ ନେଇ ବାକ୍‌ଯୁଦ୍ଧ ଚାଲୁ ରହିଛି। ତେବେ ଏହା ମଧ୍ୟରେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ନିର୍ବାଚନ ଆୟୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?