ଆଦାନୀ ମାମଲାରେ ଆମେ ଦେବୁ ପ୍ରମାଣ: ସଞ୍ଜୟ ରାଉତ…
ମୁମ୍ବାଇ,୧୫।୩ : ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ବୁଧବାର ୧୮ ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ ଆଲୋଚନା କରିଆଗକୁ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀ ଦଳର ସମସ୍ତ ଏମ୍ପିଙ୍କ ଦ୍ୱାରା ଏକ ପ୍ରସ୍ତାବ ପ୍ରସ୍ତୁତ…
୨୨ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ବହିଷ୍କାର ଆଦେଶ: ନିଯୁକ୍ତି ଆଇନଗତ ନୁହେଁ କହିଲେ ହାଇକୋର୍ଟ…
କୋଲକତା,୧୫।୩ : କୋଲକାତା ହାଇକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗର ୨୨ ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତି କିମ୍ବା ପୁନଃନିଯୁକ୍ତି ଆଇନ ଅନୁଯାୟୀ ସ୍ଥାୟୀ ନୁହେଁ ଏବଂ ସେମାନଙ୍କର ଏହି ପଦବୀରେ ରହିବାର ରଖିବାର କୌଣସି ଅଧିକାର ନାହିଁ। କୋର୍ଟ ଏହା…
ଭାରତ-ଅଷ୍ଟ୍ରେଲିଆ ଏକଦିବସୀୟ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ, ଟିମ୍ ଇଣ୍ଡିଆରେ ଖେଳିବେନି ରୋହିତ ଶର୍ମା…
ମୁମ୍ବାଇ,୧୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫି ପରେ ଏକଦିବଦୀୟ ସିରିଜରେ ମୁକାବିଲା କରିବାକୁ ପ୍ରସ୍ତୁ ହେଉଛନ୍ତି। ମାର୍ଚ୍ଚ ୧୭ ଶୁକ୍ରବାରଠାରୁ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ ହେବ। ପ୍ରଥମ…
ଲାଲୁ-ରାବ୍ରି-ମିସା ଭାରତୀଙ୍କୁ ଜାମିନ…
ନୂଆଦିଲ୍ଲୀ,୧୫।୩ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ଏବଂ ସେମାନଙ୍କ ଝିଅ ଏବଂ ଆରଜେଡି ସାଂସଦ ମିସା ଭାରତୀ ଜମି ବଦଳରେ ଚାକିରି ମାମଲାରେ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର ରାଉସ ଆଭେନ୍ୟୁ…
୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ…
ଆଫଗାନ ମହିଳାଙ୍କୁ ସମର୍ଥନ କରିବାକୁ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ…
ଜେନେଭା,୧୫।୩ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଆଫଗାନିସ୍ତାନ ମହିଳାମାନଙ୍କୁ ସମର୍ଥନ କରିବାକୁ ବିଶ୍ୱକୁ ଅନୁରୋଧ କରିଛନ୍ତି। ଗୁଟେରସ କହିଛନ୍ତି ଯେ ଆଫଗାନିସ୍ତାନର ମହିଳାମାନେ ଅନେକ କ୍ଷେତ୍ରରେ ସରକାରଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ଖାମା ପ୍ରେସ ଏହି ସୂଚନା…
ସ୍ଥିତି ଅଣାୟତ୍ତ ମୁହାଁ, ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬୧୮…
ନୂଆଦିଲ୍ଲୀ, ୧୫।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…
ପ୍ରଧାନମନ୍ତ୍ରୀଙ୍କ ପ୍ରତି ଘୃଣା ଏବେ ଦେଶପ୍ରତି ଘୃଣା ପାଲଟିଛି: ସ୍ମୃତି ଇରାନୀ…
ନୂଆଦିଲ୍ଲୀ,୧୫।୩ : ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଘୃଣା ଏବେ ଦେଶ ପ୍ରତି ଘୃଣାଭାବରେ ପରିଣତ ହୋଇଛି। ବିଦେଶ ମାଟିରେ ଦେଶ ବିରୋଧରେ ଦିଆଯାଇଥିବା ବିବୃତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ…
ଇମ୍ରାନ୍ଙ୍କ ଘର ପାଲଟିଲା ଯୁଦ୍ଧ କ୍ଷେତ୍ର: ପୋଲିସ-ସମର୍ଥକ ଧସ୍ତାଧସ୍ତି…
ଇସଲାମାବାଦ,୧୫।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ସରକାରଙ୍କ ପାଇଁ ଏକ ସମ୍ମାନର ବିଷୟ ପାଲଟିଛି। ଏହି କାରଣରୁ ବର୍ତ୍ତମାନ ପାକିସ୍ତାନ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ବଳ ପ୍ରୟୋଗ କରିବାକୁ ଦ୍ୱିଧା କରୁନାହିଁ। ମଙ୍ଗଳବାର ସନ୍ଧ୍ୟାରେ…
ଜର୍ମାନୀ ଏବେ ବି ଦଖଲରେ, ସ୍ବତନ୍ତ୍ର ନିଷ୍ପତ୍ତି ନେବାକୁ ଅସମର୍ଥ, ନର୍ଡ ଷ୍ଟ୍ରିମ ପାଇପଲାଇନ ବିସ୍ଫୋରଣରେ ଆମେରିକାର ହାତ: ପୁଟିନ…
ମସ୍କୋ,୧୫।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ସେ ଦାବି କରିଛନ୍ତି ଯେ ଜର୍ମାନୀ ଏବେବି ଦଖଲରେ ଅଛି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆତ୍ମସମର୍ପଣ କରିବା ପରଠାରୁ ସ୍ବତନ୍ତ୍ର ଭାବେ ନିଷ୍ପତ୍ତି ନେବାକୁ ଅସମର୍ଥ।…
ପାର୍କରେ କୁକୁର ବୁଲାଉ ଥିବାରୁ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଗିଦ୍ କଲେ ପୋଲିସ…
ଲଣ୍ଡନ,୧୫।୩ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପୋଷା କୁକୁର କାରଣରୁ ହଟହଟା ହୋଇଛନ୍ତି। ଋଷି ସୁନାକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତି ସେଣ୍ଟ୍ରାଲ ଲଣ୍ଡନର ହାଇଡ ପାର୍କରେ ବିନା ବେଲ୍ଠରେ କୁକୁରରେ ବୁଲାଉଥିଲେ। ଏହି ପାର୍କରେ, ଯଦି…
ଅରୁଣାଚଳ ଉପରେ ଚାଇନାର ଦାବିକୁ ଆମେରିକା କଲା ଖଣ୍ଡନ…
ଓ୍ବାଶିଂଟନ,୧୫।୩ : ଆମେରିକା ଚାଇନା ଏବଂ ଅରୁଣାଚଳ ପ୍ରଦେଶକୁ ବିଭାଜନ କରୁଥିବା ମ୍ୟାକମାହନ ଲାଇନକୁ ଅନ୍ତର୍ଜାତୀୟ ସୀମା ଭାବରେ ବିବେଚନା କରିଛି। ଏହି ପ୍ରସଙ୍ଗରେ ଆମେରିକା ସଂସଦରେ ଏକ ଦ୍ୱିପାକ୍ଷିକ ସଂକଳ୍ପ ଉପସ୍ଥାପିତ ହୋଇଛି, ଯେଉଁଥିରେ ଅରୁଣାଚଳ ପ୍ରଦେଶ ଭାରତର ଏକ…
Archives


