Home Middle

୫୬ ରନରେ ଜିତିଲା ଜିଟି…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି)କୁ ୫୬ ରନରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ବିଛା କରି ଏଲଏସଜି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୧ ରନ କରିଥିଲା। ଏଲଏସଜି…

ଟସ ଜିତିଲା ଆରଆର, ପ୍ରଥମେ ବ୍ୟାଟିଂ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଆରଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ଅଧିନାୟକ…

ମୋଦିଙ୍କ ଜ୍ୟାକେଟ ପ୍ରସିଦ୍ଧି ହାସଲ କରିଛି, ଦିନରେ ୪ ଥର କରନ୍ତି ପରିବର୍ତ୍ତନ: ଖାର୍ଗେଙ୍କ କଟାକ୍ଷ…

ବେଙ୍ଗାଲୁରୁ,୭।୫ : ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ତିନି ଦିନରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ଦଳ ଏବଂ ନେତାମାନେ ସେମାନଙ୍କର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ…

ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୨୨୮ ରନ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଏଲଏସଜି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ…

ଆପଣମାନେ ଯେଉଁ ଭଲପାଇବା ଆଉ ଆଶୀର୍ବାଦ ଦେଇଛନ୍ତି, ସୁଧମୂଳ ସହ ଫେରାଇବି: ମୋଦି

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳର ପ୍ରଚାର ବି ସେତିକି ଆଗକୁ ଆଗକୁ ବଢି ଚାଲିଛି। ଏଥର ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ ଯୋରଦାର ଟକ୍କର ଦେଖିବାକୁ ମିଳିଛି। ଏହି…

ଶରଦ ପାଓ୍ବାର ପ୍ରସଙ୍ଗରେ ବାରମ୍ବାର ଆଲୋଚନାର ଆବଶ୍ୟକତା ନାହିଁ: ଅଜିତ ପାଓ୍ବାର…

ମୁମ୍ବାଇ,୭।୫ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ରବିବାର କହିଛନ୍ତି ଶରଦ ପାୱାର ତାଙ୍କର ସର୍ବୋଚ୍ଚ ନେତା। ତାଙ୍କ ଇସ୍ତଫା ସହିତ ଏହି ପ୍ରସଙ୍ଗ ବର୍ତ୍ତମାନ ଶେଷ ହୋଇଛି ଏବଂ ଏହାକୁ ବାରମ୍ବାର ଆଲୋଚନା କରିବାର କୌଣସି…

ସମାଜକୁ ବିଭାଜନ କରିବ ଏନଆରସି-ୟୁସିସି: ଚିଦାମ୍ବରମ…

ବେଙ୍ଗାଲୁରୁ,୭।୫ : ବଜରଙ୍ଗ ଦଳ ବିବାଦ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ରବିବାର ସେ କହିଛନ୍ତି, କର୍ନାଟକ ନିର୍ବାଚନ ପାଇଁ କଂଗ୍ରେସ ଇସ୍ତାହାରରେ କୁହାଯାଇ ନାହିଁ, ଯଦି ରାଜ୍ୟରେ ସରକାର ଗଠନ ହୁଏ…

ବଙ୍ଗୋପସାଗର ଉପକୂଳ ମୁହାଁ ଘୁର୍ଣ୍ଣିବଳୟ ମୋଚା, ଆନ୍ଧ୍ରପ୍ରଦେଶ ସମେତ ୩ ରାଜ୍ୟକୁ ଆଲର୍ଟ

ନୂଆଦିଲ୍ଲୀ,୭।୫: ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ରବିବାରଠାରୁ ବଙ୍ଗେପାସାଗର ଉପକୂଳରେ ଆସୁଥିବା ଏକ ଘୂର୍ଣ୍ଣିବଳୟକୁ ନେଇ ଚେତାବନୀ ଜାରି କରିଛି। ଏହି ଘୂର୍ଣ୍ଣିବଳୟ ଦେଶର ପୂର୍ବ ଉପକୂଳରେ ମାଡ ହୋଇପାରେ। ଏହାକୁ ମୋଚା ନାମ ଦିଆଯାଇଛି। ପାଣିପାଗ ବିଭାଗ ଚେତାବନୀ ଦେଇଛି କି…

୧୦ ଜୁନରେ ଉଦ୍ଧବଙ୍କ ସହ ବିଶ୍ୱାସଘାତ କରି ସଞ୍ଜୟ ଏନସିପିରେ ହେବେ ସାମିଲ: ନୀତୀଶ ରାଣେ…

ମୁମ୍ବାଇ,୭।୫ : ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି ବିଧାୟକ ନୀତୀଶ ରାଣେ ରବିବାର ଶିବସେନା ଉଦ୍ଧବ ଦଳର ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ସଞ୍ଜୟଙ୍କ ତୁଳନା ସାପ ସହିତ କରିଛନ୍ତି। ସେ ଉଦ୍ଧବ ଠାକରେଙ୍କ ପ୍ରତି…

ଗୁପ୍ତଚରୀ ଆଇନରେ ପରିବର୍ତ୍ତନ କଲା ଚାଇନା, ଚିନ୍ତାରେ ବିଦେଶୀ କମ୍ପାନୀ…

ବେଜିଂ,୭।୫ : ଗତ ସପ୍ତାହରେ ଚାଇନାର ରବର-ଷ୍ଟାମ୍ପ ସଂସଦ ଦେଶର ଗୁପ୍ତଚର ଆଇନରେ ପରିବର୍ତ୍ତନ ଆଣିଥିଲା, ଯାହା ଦେଶରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଆଇନଗତ ବିପଦ ଆଣିପାରେ ବୋଲି ଆଶଙ୍କା ଦେଖାଦେଇଛି। ଜାତୀୟ ସୁରକ୍ଷା ସହ…

ଭୁବନେଶ୍ୱରରେ ପହଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରୀଛାତ୍ର, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର,୭ା୫(ବ୍ୟୁରୋ): ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡ଼ିଆ ଛାତ୍ରୀଛାତ୍ର ରବିବାର ସୁରକ୍ଷିତ ଭାବରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ମୋ’ ପରିବାର ପକ୍ଷରୁ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ମଣିପୁରରେ ପାଠ ପଢୁଥିବା…

ଡେଲିଭରୀ ବୟ ସହିତ ସ୍କୁଟରରେ ବସି ପ୍ରଚାର କଲେ ରାହୁଲ…

ବେଙ୍ଗାଲୁରୁ,୭।୫ : କର୍ନାଟକରେ ନିର୍ବାଚନ ପ୍ରଚାରରେ ସମସ୍ତ ଦଳ ନିଜର ଶେଷ ଶକ୍ତି ଲଗାଉଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିନ୍ନ ଶୈଳୀର ପ୍ରଚାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ବେଙ୍ଗାଲୁରୁରେ ଜଣେ ଡେଲିଭରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?