Home Middle

ରେପୋ ରେଟ ଅପରିବର୍ତ୍ତିତ…

ନୂଆଦିଲ୍ଲୀ,୬।୪ : ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଚଳିତ ଥର ଆରବିଆଇ ଗଭର୍ନରଙ୍କ…

ସଙ୍କଟ ପୁଣି ଘନେଇଲା: ଦୈନିକ ସଂକ୍ରମଣ ୫ ହଜାର ଟପିଲା, ସକ୍ରିୟ ମାମଲା ୨୫ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଗୋପନୀୟ ତଥ୍ୟ ବିକ୍ରି ହେଉଥିବା ବଜାରରେ ୟୁରୋପୋଲ ପକାଇଲା ତାଲା…

ଦ ହେଗ୍‌,୬।୪ : ଅନ୍ତର୍ଜାତୀୟ ପୋଲିସ ସବୁଠୁ ବିପଜ୍ଜନକ ବଜାରରେ ତାଲା ପକାଇଛି। ଏହି ବଜାରରେ ଲୋକଙ୍କ ଗୋପନୀୟ ତଥ୍ୟ ଚୋରି କରି ସାରା ବିଶ୍ୱର ହ୍ୟାକର୍ସମାନଙ୍କୁ ବିକ୍ରି କରାଯାଉଥିଲା। ୧୭ ଟି ଦେଶ ସହ ଜଡିତ ଏହି ଆଇନ ପ୍ରଣୟନକାରୀ…

ଅଭିଯୋଗକୁ ରାଜନୈତିକ ଅସ୍ତ୍ର କରି ରାଷ୍ଟ୍ରପତି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ଟ୍ରମ୍ପ…

ଓ୍ବାଶିଂଟନ,୬।୪ : ଡୋନାଲ୍ଡ ଟ୍ରମ୍ପ ନିଜ ବିରୋଧରେ ଅଭିଯୋଗକୁ ଏକ ରାଜନୈତିକ ଅସ୍ତ୍ର କରି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାଣନ୍ତି ସେମାନେ କେବେ ମଧ୍ୟ ଏଭଳି…

ସୁରକ୍ଷା ପରିଷଦ ବୈଠକ ଡକାଇଲା ରୁଷିଆ: ଆମେରିକା-ବ୍ରିଟେନ କଲେ ଗୃହତ୍ୟାଗ…

ମସ୍କୋ,୬।୪ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ବର୍ତ୍ତମାନ ରୁଷିଆ କରୁଛି। ୟୁକ୍ରେନ ସହିତ ଯୁଦ୍ଧ ଜାରି ରହିଥିବା ସମୟରେ ରୁଷିଆ ସୁରକ୍ଷା ପରିଷଦର ସଭାପତିତ୍ୱ ପାଇଛି। ନିଜର ଅଧ୍ୟକ୍ଷତାରେ ରୁଷିଆ ସୁରକ୍ଷା ପରିଷଦର ଏକ ବୈଠକ ଡକାଇଛି। ୟୁକ୍ରେନର…

ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ: କାନାଡ଼ାରେ ଭଙ୍ଗାରୁଜା…

ଅଟଓ୍ବା,୬।୪ : କାନାଡ଼ାରେ ପୁଣି ଥରେ ହିନ୍ଦୁ ମନ୍ଦିରଗୁଡିକ ଟାର୍ଗେଟ କରାଯାଇଛି। ଏଠାରେ ୱିଣ୍ଡସରରେ ଏକ ହିନ୍ଦୁ ମନ୍ଦିରକୁ କିଛି ମାସ୍କେଡ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ମନ୍ଦିରକୁ ଭଙ୍ଗାରୁଜା କରି କାନ୍ଥରେ ହିନ୍ଦୁ ବିରୋଧୀ ଏବଂ ଭାରତ ବିରୋଧୀ ସ୍ଲୋଗାନ ଲେଖିଥିଲେ।…

ଜାତି ଆଧାରିତ ଭେଦଭାବ ଆଇନକୁ ବିରୋଧ କଲେ ମୂଳ ଭାରତୀୟ…

ଓ୍ବାଶିଂଟନ,୬।୪ : ବହୁ ସଂଖ୍ୟାରେ ମୂଳ ଭାରତୀୟ-ଆମେରିକୀୟମାନେ ଜାତି ଭିତ୍ତିକ ଭେଦଭାବ ଆଇନ ବିରୋଧରେ କାଲିଫର୍ନିଆରେ ଏକ ଶାନ୍ତିପୂର୍ଣ୍ଣ ରାଲି କରିଛନ୍ତି। ରାଜ୍ୟ ସିନେଟରେ ଜାତି ଭିତ୍ତିକ ଭେଦଭାବକୁ ସ୍ପଷ୍ଟ ଭାବେ ନିଷିଦ୍ଧ କରିବାକୁ ଏକ ବିଲ ଆଗତ କରି ଏକ…

ଯୁଦ୍ଧ ଧମକ ଦେଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୬।୪ : ଉତ୍ତର କୋରିଆ ଗୁରୁବାର ଆମେରିକା ଏବଂ ଦକ୍ଷିଣ କୋରିଆ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଉତ୍ତର କୋରିଆ କହିଛି ଯେ ଦୁଇ ଦେଶ ମିଳିତ ସାମରିକ ଅଭ୍ୟାସ ମାଧ୍ୟମରେ ଆମକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କର ଏହି…

ତାଇଓ୍ବାନ ମୁହାଁ ଚାଇନା ଯୁଦ୍ଧପୋତ-ବିମାନ…

ବେଜିଂ,୬।୪ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ ଲସ ଏଞ୍ଜେଲସରେ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଆମେରିକାର ହାଉସ ବାଚସ୍ପତି କେଭିନ ମ୍ୟାକକାରିଙ୍କ ସହ ସାକ୍ଷାତ କରି ସ୍ବୟଂଶାସିତ ଦ୍ୱୀପ ନିକଟରେ ଏକ ଚୀନ ବିମାନ ଏବଂ ୩…

୭ ବର୍ଷରେ ୪୧,୦୦୦ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ,୬।୪: ଦେଶର ଆର୍ଥିକ ସଶକ୍ତୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଆଖି ଆଗରେ ରଖି ସରକାର ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାକୁ ଅଧିକ କ୍ରିୟାଶୀଳ କରାଇଛନ୍ତି। ଏପରିକି ଗତ ୭ ବର୍ଷ ମଧ୍ୟରେ ପ୍ରାୟ ୪୧,୦୦୦ (୪୦,୭୦୦) କୋଟି ଟଙ୍କାର ଋଣ…

ଦୀପକ ବକ୍ସରଙ୍କୁ ମେକ୍ସିକୋରୁ ଦିଲ୍ଲୀ ଅଣାଗଲା

ନୂଆଦିଲ୍ଲୀ, ୬।୪: ମୋଷ୍ଟ ଓ୍ବାଣ୍ଟେଡ୍‌ ପଳାତକ ଦୀପକ ବକ୍ସରଙ୍କୁ ବୁଧବାର ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍‌ ମେକ୍ସିକୋରୁ ଦିଲ୍ଲୀ ଆଣିଛି। ଦୀପକଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ, ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ), ମେକ୍ସିକୋ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ୍‌…

ଅରୁଣାଚଳ ଉପରେ ସାର୍ବଭୌମତ୍ୱ ଅଧିକାର ଜାହିର କଲା ଚାଇନା

ନୂଆଦିଲ୍ଲୀ,୬ା୪: ଅରୁଣାଚଳ ପ୍ରଦେଶସ୍ଥିତ ୧୧ଟି ସ୍ଥାନର ନାମ ପରିବର୍ତ୍ତନ ପରେ ଏହି ଭୂଖଣ୍ଡ ଉପରେ ଚାଇନା ନିଜ ସାର୍ବଭୌମତ୍ୱ ଦାବି କରିଛି। ଚାଇନାର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରବିବାର ଏକ ତାଲିକା ଜାରି କରାଯାଇଥିଲା। ଏଥିରେ ଅରୁଣାଚଳ ପ୍ରଦେଶସ୍ଥିତ ୧୧ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri