ଗୋପନୀୟ ତଥ୍ୟ ବିକ୍ରି ହେଉଥିବା ବଜାରରେ ୟୁରୋପୋଲ ପକାଇଲା ତାଲା…

ଦ ହେଗ୍‌,୬।୪ : ଅନ୍ତର୍ଜାତୀୟ ପୋଲିସ ସବୁଠୁ ବିପଜ୍ଜନକ ବଜାରରେ ତାଲା ପକାଇଛି। ଏହି ବଜାରରେ ଲୋକଙ୍କ ଗୋପନୀୟ ତଥ୍ୟ ଚୋରି କରି ସାରା ବିଶ୍ୱର ହ୍ୟାକର୍ସମାନଙ୍କୁ ବିକ୍ରି କରାଯାଉଥିଲା। ୧୭ ଟି ଦେଶ ସହ ଜଡିତ ଏହି ଆଇନ ପ୍ରଣୟନକାରୀ ସଂସ୍ଥା ଜେନେସିସ ମାର୍କେଟ ବନ୍ଦ କରି ଏହାର ଭିତ୍ତିଭୂମିକୁ ଜବତ କରିଛି।

ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ଏବଂ ଡଚ ନ୍ୟାଶନାଲ ପୋଲିସ (ପଲିଟି) ଙ୍କ ନେତୃତ୍ୱରେ ଏହି ଅନ୍ତର୍ଜାତୀୟ ସ୍ବିପ ଅପରେଶନ ସମୟରେ ୟୁରୋପୋଲର ମୁଖ୍ୟାଳୟରେ ଏକ କମାଣ୍ଡ ପୋଷ୍ଟ ପ୍ରତିଷ୍ଠା କରାଯାଇଥିଲା। ହ୍ୟାକରଙ୍କ ବିରୋଧରେ ବିଶ୍ୱବ୍ୟାପୀ କଟକଣା ଜାରି କରି ୧୧୯ ଜଣଙ୍କୁ ଗିରଫ କରାଯାଇଥିଲା। ଏହା ବ୍ୟତୀତ, ୨୦୮ ସମ୍ପତ୍ତି ଜବତ ହୋଇଥିଲା ।

ୟୁରୋପୋଲ ବିବୃତ୍ତି ଅନୁଯାୟୀ, ଜେନେସିସ ମାର୍କେଟ ସବୁଠୁ ବଡ ସାଇବର ଅପରାଧର ଅଞ୍ଚଳ ଥିଲା। ଜେନେସିସି ଡିଜିଟାଲ ଉତ୍ପାଦ ବିକ୍ରୟ କରିବାରେ ବିଶେଷ ଭାବରେ ମାଲୱେର୍‌ ସଫ୍ଟୱେର୍‌ ଦ୍ୱାରା ସଂକ୍ରମିତ କମ୍ପ୍ୟୁଟରରୁ ବାହାର କରାଯାଇଥିବା ବ୍ରାଉଜର୍‌ ଫିଙ୍ଗର ପ୍ରିଣ୍ଟ କାରବାର କରାଯାଉଥିଲା। ଏହି ଫିଙ୍ଗର ପ୍ରିଣ୍ଟରେ ପ୍ରାୟତଃ କୁକିଜ, ଇଣ୍ଟରନେଟ ପ୍ରୋଟୋକଲ ଠିକଣା, ପରିଚୟପତ୍ର ଏବଂ ଅନ୍ୟ ବ୍ରାଉଜର୍‌ କିମ୍ବା ଅପରେଟିଂ ସିଷ୍ଟମ ବିବରଣୀ ଅନ୍ତର୍ଭୂକ୍ତ କରାଯାଇଥାଏ। ସାଇବର ଅପରାଧୀମାନେ ଜାଲିଆତି ବିରୋଧୀ ସମାଧାନକୁ ବାଇପାସ କରିବା ପାଇଁ ବ୍ୟବହାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ପଦକ୍ଷେପ ନେବା ପୂର୍ବରୁ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି: ମା’-ଭଉଣୀମାନଙ୍କ…

ନୂଆଦିଲ୍ଲୀ,୧୬।୪: ଦେଶର ସମସ୍ତ ମହିଳାଙ୍କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଲୋଚନା ପୂର୍ବରୁ ସୋସିଆଲ ମିଡିଆ…

ଦୂରଦୃଷ୍ଟି ଅଭାବ,ସରକାରୀ ଅର୍ଥ ବରବାଦ୍‌: ମାଟିରେ ମିଶିଲା ଦୋକାନ ଗୃହ

ବରଗଡ଼,୧6।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପୌର ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ଅଭିଯାନ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳରେ…

ଜମ୍ବୁ ଦ୍ୱୀପ ମହୋତ୍ସବରେ ଓଡ଼ିଆ ଅସ୍ମିତାର ଝଲକ: ବିଧାୟକଙ୍କ ଦ୍ୱାରା…

ମହାକାଳପଡ଼ା,୧୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପସାଗର ତଟ ଦେଶର ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ ୨୦୨୬ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ…

ଡିଲିମିଟେଶନ୍‌ ବିରୋଧରେ ଭୋଟ ଦେବେ ବିପକ୍ଷ

ନୂଆଦିଲ୍ଲୀ/ଚେନ୍ନାଇ,୧୬ା୪(ପି.ଟି./ଏଜେନ୍ସି): ସଂସଦରେ ଗୁରୁବାରଠାରୁ ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ହର୍ମୁଜକୁ ନେଇ ଇରାନ ଆଗରେ ସର୍ତ୍ତ ରଖିଦେଲେ ଟ୍ରମ୍ପ, ନ ମାନିଲେ ହେବ ବଡ଼ ଯୁଦ୍ଧ

ଓ଼୍ବାଶିଂଟନ,୧୬।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ପୁଣି ଆରମ୍ଭ ହୋଇଛି। ଉଭୟ ଦେଶ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା…

ଇରାନ୍‌ରେ ମୁନିର, ସାଉଦି ଆରବରେ ଶରିଫ୍‌

ତେହରାନ୍‌/ରିୟାଦ,୧୬ ୪: ପାକିସ୍ତାନର ସର୍ବୋଚ୍ଚ ସାମରିକ ଅଧିକାରୀ ଫିଲ୍ଡ ମାର୍ଶାଲ ଆସିମ ମୁନିର ବୁଧବାର ଇରାନ୍‌ରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସାଉଦି ଆରବ ଗସ୍ତ କରିଛନ୍ତି।…

ଆମେରିକା ଦେଲା ଝଟକା: ଆଉ ରୁଷିଆଠାରୁ ଶସ୍ତା ତେଲ କିଣିପାରିବ ନାହିଁ ଭାରତ

ତେହରାନ୍‌,୧୬।୪: ହର୍ମୁଜ ଅବରୋଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଦେଇଛି। ଯାହା ଅନେକ ଦେଶକୁ ପ୍ରଭାବିତ କରିବ। ପ୍ରକୃତରେ, ଆମେରିକା ଆଉ ଭାରତକୁ ରୁଷୀୟ ତେଲ…

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri