ମେସିଙ୍କ ପ୍ରଦର୍ଶନରେ ପିଏସ୍ଜି ବିଜୟୀ
ପ୍ୟାରିସ୍, ୧୦ା୪(ଏପି): ଫ୍ରେଞ୍ଚ୍ ଲିଗ୍ରେ ଲିଓନେଲେ ମେସିଙ୍କ ଉନ୍ନତ ପ୍ରଦର୍ଶନ ବଳରେ ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍(ପିଏସ୍ଜି)୨-୦ ଗୋଲ୍ରେ ନାଇସ୍ ଦଳକୁ ପରାସ୍ତ କରିଛି। ଫଳରେ ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ପ୍ରଥମେ ଖେଳର ୨୬ତମ ମିନିଟ୍ରେ…
ବିଜୟପଥକୁ ଫେରିବା ଲକ୍ଷ୍ୟରେ ଆର୍ସିବି
ବେଙ୍ଗାଲୁରୁ, ୧୦ା୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ। ଏଥିରେ ଦଳ ବ୍ୟାଟରମାନଙ୍କଠାରୁ ଅଧିକ ରନ ଏବଂ ଡେଥ୍ ଓଭରଗୁଡ଼ିକରେ ଶୃଙ୍ଖଳିତ ବୋଲିଂ ଆଶା କରିବ। ଆରସିବି ଏହି ମ୍ୟାଚ…
ରାଜାଓ୍ବତ୍ଙ୍କୁ ପ୍ରଥମ ଓ୍ବାଲର୍ଡ ଟୁର୍ ଟାଇଟଲ
ଓର୍ଲିନ୍ସ, ୧୦ା୪(ପି.ଟି.): ଡେନ୍ମାର୍କର ମାଗ୍ନସ ଜୋହାନସେନଙ୍କ ବିପକ୍ଷ ଫାଇନାଲରେ ରୋମାଞ୍ଚକ ବିଜୟ ସହ ଭାରତର ପ୍ରିୟାଂଶୁ ରାଜାଓ୍ବତ୍ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ବିଡବ୍ଲ୍ୟୁଏଫ୍(ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ)ଓ୍ବାଲର୍ଡ…
ଶେଷ ଓଭର: ୧, ୬, ୬, ୬, ୬, ୬
ଅହମଦାବାଦ, ୧୦।୪: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଭରପୂର ଦର୍ଶକଙ୍କ ସମ୍ମୁଖରେ ଗୁଜରାଟ ଟାଇଟନ୍ସ-କୋଲ୍କାତା ନାଇଟ୍ ରାଇଡର୍ସ ଆଇପିଏଲ୍ ମ୍ୟାଚ୍ର ରୋମାଞ୍ଚକ ପରିସମାପ୍ତି ଘଟିଛି। ବିଭିନ୍ନ ସମୟରେ ମ୍ୟାଚ୍ ନାଟକୀୟ ମୋଡ଼ ନେବାପରେ ଶେଷରେ ବାଜି ମାରିଛି ନାଇଟ୍ ରାଇଡର୍ସ।…
କେନ୍ଦ୍ର ବିରୋଧରେ ୧ କୋଟି ପତ୍ର ଅଭିଯାନ ଆରମ୍ଭ କରିବ ଟିଏମ୍ସି
ନୂଆଦିଲ୍ଲୀ, ୧୦ା୪ : ପଶ୍ଚିମବଙ୍ଗକୁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ପାଣ୍ଠି ଯୋଗାଉ ନ ଥିବାରୁ ଏହାର ପ୍ରତିବାଦରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ନୂଆ ଅଭିଯାନ ଘୋଷଣା କରିଛି। କେନ୍ଦ୍ରୀୟ ପାଣ୍ଠିରୁ ପଶ୍ଚିମବଙ୍ଗ ଭାଗ ଦାବି କରି ରାଜ୍ୟର ଜନସାଧାରଣ…
ବୃଦ୍ଧି ପାଇଛି କୋଇଲା ଆମଦାନୀ
ନୂଆଦିଲ୍ଲୀ,୧୦।୪: କ୍ରମାଗତ ଭାବେ ଦେଶରେ କୋଇଲା ଆମଦାନୀ ବଢ଼ି ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ ପ୍ରାୟ ୩୨% କୋଇଲା ଆମଦାନୀ ହୋଇଥିବା ଜଣାପଡିଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ…
ପୁଣି ଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୧୦ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ଭଳି ଇସଲାମାବାଦ ରୁଷିଆରୁ ଶସ୍ତା ଅଶୋଧିତ ତୈଳ ପାଇବାକୁ ଚାହୁଁଥିଲା, କିନ୍ତୁ ଆମେ…
ଆଦାନୀ ଗ୍ରୁପ୍କୁ ବନ୍ଦର ଚଳାଇବା ଅନୁମତି ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
ନୂଆଦିଲ୍ଲୀ, ୧୦ା୪(ପି.ଟି.): ଚାଇନା ସହ ସମ୍ପୃକ୍ତି ଥିବା ଆଦାନୀ ଗ୍ରୁପ୍କୁ ଭାରତରେ ବନ୍ଦର ପରିଚାଳନା ଅନୁମତି ଦିଆଯାଇଥିବାରୁ ଏହା ଉପରେ କଂଗ୍ରେସ ରବିବାର ପ୍ରଶ୍ନ ଉଠାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଗଣମାଧ୍ୟମ ରିପୋର୍ଟ ଦେଖାଇ କେନ୍ଦ୍ର ସରକାରଙ୍କୁ…
ଡିଗ୍ରୀ ବିବାଦକୁ ପାଓ୍ବାରଙ୍କ ସମାଲୋଚନା
ମୁମ୍ବାଇ, ୧୦ା୪ : ନେତାମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗ ଉଠାଉଥିବା ଲୋକଙ୍କୁ ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସମାଲୋଚନା କରିଛନ୍ତି। ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି, ଯାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ଏହା ପରିବର୍ତ୍ତେ ଡିଗ୍ରୀ ପ୍ରସଙ୍ଗ ଉଠାଇ…
ନିଟ୍ ୟୁଜି ପ୍ରବେଶିକା: ରାଜ୍ୟରେ ୨୭ ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର,୧୦ା୪(ବ୍ୟୁରୋ): ଜାତୀୟ ପରୀକ୍ଷା ଏଜେନ୍ସି(ଏନ୍ଟିଏ) ପକ୍ଷରୁ ନିଟ୍ ୟୁଜି ପ୍ରବେଶିକା ଆସନ୍ତା ମେ’ ୭ରେ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା,…
ଅଯୋଧ୍ୟାରୁ ନୂଆ ଶକ୍ତି ନେଇ ମହାରାଷ୍ଟ୍ର ଫେରିବୁ: ଶିନ୍ଦେ
ଅଯୋଧ୍ୟା,୧୦ା୪: ଶିବସେନା ଏବଂ ଭାଜପାର ଚିନ୍ତାଧାରା ସମାନ। ଆସନ୍ତା ବର୍ଷ ସମଗ୍ର ମହାରାଷ୍ଟ୍ରରେ ଦୁଇ ଦଳର ଗୈରିକ ପତାକା ଉଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଅଯୋଧ୍ୟାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତ ଜୁନ୍ରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ…
ପ୍ରବାସୀ ଓଡ଼ିଆଙ୍କ ପାଇଁ ନୂଆ ନିର୍ଦ୍ଦେଶାଳୟ
ଭୁବନେଶ୍ବର,୧୦ା୪(ବ୍ୟୁରୋ): ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସକାଶେ ‘ପରିବାର-ଦ ପୋର୍ଟାଲ ଫର୍ ପ୍ରବାସୀ ଓଡ଼ିଆଜ୍-କନେକ୍ଟିଙ୍ଗ ଦ ରୁଟ୍ସ’ ନାମକ ଉତ୍ସର୍ଗୀକୃତ ପୋର୍ଟାଲ ହେବ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ପରିଷଦ ରହିବ। ଏହି ପରିଷଦରେ ସଦସ୍ୟମାନେ ରାଜ୍ୟ ସରକାରଙ୍କ…
Archives


