Home Middle

ଶିଂଜୋ ଆବେଙ୍କ ପରେ ଏବେ ଟାର୍ଗେଟରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା! ଭାଷଣ ଦେବା ସମୟରେ ଫିଙ୍ଗାଗଲା ପାଇପ ବମ

ଟୋକିଓ,୧୫।୪: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ସଭାରେ ୧୫ ଏପ୍ରିଲ ଅର୍ଥାତ୍‌ ଶନିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓ୍ବାକାୟାମା ସହରରେ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଭାଷଣ ଆରମ୍ଭ ହେବାର ଠିକ ପୂର୍ବରୁ ହୋଇଛି। ଏହି ସମୟରେ…

ବିଶ୍ୱର ୩ୟ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ସିଝୁଛି। ସତେଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି। ଗତ କିଛିଦିନ ହେବ ଅସହ୍ୟ ତାତି ସମଗ୍ର ରାଜ୍ୟକୁ କବଳିତ କରିଛି। ସକାଳ ହେବା ମାତ୍ରେ ମାଡ଼ିଆସୁଛି ତତଲା ପବନ। ଦେହମୁଣ୍ଡ ଜଳିପୋଡ଼ିଗଲା ଭଳି ଲାଗୁଛି ।…

କୋଲକାତାକୁ ହରାଇ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

କୋଲକାତା, ୧୪।୪: ହ୍ୟାରି ବ୍ରୁକ୍‌ଙ୍କ ଅପରାଜିତ ଶତକ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୯ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨୩ ରନ୍‌ରେ ପରାସ୍ତ କରିଛି। ସନ୍‌ରାଇଜର୍ସ ୨୦ ଓଭରରେ ୪ ଉଇକେଟ ହରାଇ…

ହନୁମାନ ଜୟନ୍ତୀରେ ପୁଣି ହିଂସାକାଣ୍ଡ: ଯୁବକଙ୍କୁ ହତ୍ୟା, ପୋଡ଼ାଜଳା

ସମ୍ବଲପୁର,୧୪।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ଶୋଭାଯାତ୍ରା ଉପରେ ପଥର ମାଡ ପରେ ପୋଡ଼ାଜଳା ଓ ମରଣାନ୍ତକ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୨ ଦିନ ବିତିଯାଇଛି। ହେଲେ ସହରରେ ଆତଙ୍କ ଓ ଭୟର ବାତାବରଣ ଲାଗି ରହିଛି । ଏନେଇ…

କୋଲ୍‌କାତା ଆଗରେ ୨୨୯ ରନ୍‌ର ବିଶାଳ ଟାର୍ଗେଟ

କୋଲ୍‌କାତା,୧୪।୪: କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଅଧିନାୟକ ନୀତିଶ ରାଣା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଏଡେନ ମାରକ୍ରମଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ…

ବୋମା ବିସ୍ଫୋରଣର ସେଣ୍ଟର ପାଲଟି ଯାଇଛି ପଶ୍ଚିମବଙ୍ଗ, ୨୦୨୫ରେ ପ୍ରଥମ ଭାଙ୍ଗିଯିବ ମମତା ସରକାର: ଶାହା

କୋଲକାତା,୧୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ପଶ୍ଚିମବଙ୍ଗର ବୀରଭୁମି ଜିଲାର ସିଉଡିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମମତା ବାନାର୍ଜୀଙ୍କ ସରକାର ଓ ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ୨୦୨୫ରେ ପ୍ରଥମେ…

ଦେଶକୁ ଆସିଗଲା ନୂଆ ରୋଗ! କଂଗ୍ରେସର ନାଁ ନ ନେଇ ବର୍ଷିଲେ ମୋଦି

ଗୁଆହାଟି,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଗୁଆହାଟିରେ ସେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ମୋଦି କହିଛନ୍ତି ଦେଶକୁ ଏକ ନୂଆ ରୋଗ ଆସିଯାଇଛି। ମୁଁ ଯେତେବେଳେ ଆପଣଙ୍କୁ ମୋ କାମର ଗଣତି କରାଉଛି…

ପୁଣି ଆସିପାରେ କରୋନା ଭଳି ମହାମାରୀ, ପ୍ରତିଦିନ ହୋଇପାରେ ୧୫ ହଜାର ଲୋକଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୧୪।୪: ପ୍ରାୟ ୩ ବର୍ଷ ହେବ ବିଶ୍ୱରୁ କରୋନା ମହାମାରୀର ପ୍ରଭାବ ଯାଇ ନ ଥିବା ବେଳେ ଏବେ ଏକ ନୂଆ ରିପୋର୍ଟ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଏକ ସ୍ବାସ୍ଥ୍ୟ ବିଶ୍ଳେଷକ ଫାର୍ମ ତା’ର ରିପୋର୍ଟରେ ଦାବି କରିଛି ଯେ…

ଆସାମକୁ ୧୪ ହଜାର କୋଟିର ଉପହାର ଦେଲେ ପ୍ରଧାନମନ୍ତ୍ରୀ, ଗୁଆହାଟୀ ଏମ୍ସର କଲେ ଉଦ୍‌ଘାଟନ

ଦିଶପୁର,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟକୁ ୧୪ ହଜାର ୩୦୦ କୋଟି ଟଙ୍କାର ଉପହାର ଦେଇଛନ୍ତି। ଏଥିସହ ଉତ୍ତର-ପୂର୍ବ ଭାରତର ପ୍ରଥମ ଏମ୍ସ ଏବଂ ୩ଟି ମେଡିକାଲ କଲେଜର ଉଦ୍‌ଘାଟନ କରିଛନ୍ତି।…

ଦଲାଇ ଲାମାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଛି ଚାଇନା

ବେଜିଂ,୧୪।୪: ଦଲାଇ ଲାମାଙ୍କ ଦ୍ୱାରା ଶିଶୁଙ୍କୁ ଚୁମ୍ବନ ଦେବା ମାମଲା ଥଣ୍ଡା ହେବାର ନଜର ଆସୁନାହିଁ। ଏବେ ଭାରତରେ କେନ୍ଦ୍ରୀୟ ତିବ୍ବତ ପ୍ରଶାସନର ଜଣେ ଶୀର୍ଷ ରାଜନେତ ଚାଇନା ଉପରେ ଅଭିଯୋଗ କରି କରିଛନ୍ତି, ନିକଟରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ…

୪୭ ବର୍ଷ ପରେ ଆସିଲା ବିମାନ ଦୁର୍ଘଟଣାର କାରଣ, ଯେଉଁଥିରେ ପ୍ରାଣ ହରାଇଥିଲେ ଅନେକ ନେତା

କୁଆଲା ଲମପୁର,୧୪।୪: ମାଲେସିଆର ଏକ ଟପ ସିକ୍ରେଟ ଫାଇଲକୁ ୪୭ ବର୍ଷ ପରେ ସାର୍ବଜନିନ କରାଯାଇଛି। ସୂଚନାଯୋଗ୍ୟ, ୧୯୭୬ରେ ମାଲେସିଆରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଅନେକ ରାଜନେତା ଓ ମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିମାନ ଦୁର୍ଘଟଣା ପରଠାରୁ…

ଦେଶରେ ଥମୁନାହିଁ କରୋନା ସଂକ୍ରମଣ, ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର

ନୂଆଦିଲ୍ଲୀ,୧୪।୪: ପୁଣି ଡରାଇ ଚାଲିଛି କରୋନା ସଂକ୍ରମଣ। ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ପଡିଗଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri