ଆଜି ମାଟ୍ରିକ ପରୀକ୍ଷାଫଳ
କଟକ ଅଫିସ,୧୮ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ସମ୍ମେଟିଭ-୨ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇବ। ଏଥିସହ ଉକ୍ତ ଦିନ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟାରେ ବିଭାଗୀୟ ମନ୍ତ୍ରୀ ଓ…
ମୋଣ୍ଟାନା ଚାଇନାର ଆପ ଟିକ ଟକ ଉପରେ ଲଗାଇଲା ପ୍ରତିବନ୍ଧକ…
ଓ୍ବାଶିଂଟନ,୧୮।୫ : ଆମେରିକାର ମୋଣ୍ଟାନା ରାଜ୍ୟ ଚାଇନାର ଆପ ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଛି। ଟିକ ଟକକୁ ନିଷେଧ କରିଥିବା ମୋଣ୍ଟାନା ଆମେରିକାର ପ୍ରଥମ ରାଜ୍ୟ ହୋଇଛି। ସୁରକ୍ଷା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ହେସ ମୋଣ୍ଟାନା ଏହି ପଦକ୍ଷେପ ନେଇଛନ୍ତି।…
ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ରାସ୍ତା ସଫା : ଆମେରିକା କୋର୍ଟ ଦେଲେ ନିର୍ଦ୍ଦେଶ, ୧୦ ବର୍ଷରେ ୬୦ ପଳାତକ ଭାରତରୁ ବିତାଡିତ…
ନ୍ୟୁୟର୍କ,୧୮।୫ : ବିଗତ ଏକ ଦଶନ୍ଧିରେ ଆମେରିକାର ଫେଡେରାଲ କୋର୍ଟ ପାକିସ୍ତାନୀ-କାନାଡିଆନ ବ୍ୟବସାୟୀ ତାହୱାୱର ରାଣାଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ରାଜି ହେବା ପରେ ୬୦ରୁ ଅଧିକ ପଳାତକଙ୍କୁ ଭାରତକୁ ପ୍ରତ୍ୟର୍ପିତ ଅବା ନିର୍ବାସିତ କରାଯାଇଛି। ୨୬/୧୧ ମୁମ୍ବାଇ ଆକ୍ରମଣର ଅପରାଧୀଙ୍କୁ…
ଆଜିଠୁ ରାଉରକେଲାରେ ଜାତୀୟ ସବ୍ଜୁନିୟର ପୁରୁଷ ହକି
ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାତୀୟ ସବ୍ଜୁନିୟର ପୁରୁଷ ହକିର ୧୩ତମ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ୧୧ ଦିନିଆ ଟୁର୍ନାମେଣ୍ଟରେ ମୋଟ ୨୮ଟି ଦଳ ଅଂଶଗ୍ରହଣ କରିବେ। ନବନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା…
ଗୋଟିଏ ଗ୍ରୁପ୍ରେ ଭାରତ, ପାକିସ୍ତାନ
ନୂଆଦିଲ୍ଲୀ, ୧୮।୫ (ପି.ଟି.): ସାଉଥ୍ ଏସିଆନ ଫୁଟବଲ ଫେଡେରେଶନ (ସାଫ୍) କପ୍ ବେଙ୍ଗାଲୁରୁଠାରେ ଆସନ୍ତା ଜୁନ୍ ୨୧ରୁ ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ…
ଶିଳ୍ପପତିଙ୍କ ପସନ୍ଦ ପାଲଟିଛି ଓଡ଼ିଶା
ଭୁବନେଶ୍ୱର,୧୮ା୫(ବ୍ୟୁରୋ) : ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ଓଡ଼ିଶା। ଦେଶ ହେଉ କି ବିଦେଶ, ନିବେଶ ପାଇଁ ଶିଳ୍ପପତି ଓଡ଼ିଶା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ଶିଳ୍ପପତିଙ୍କ ଭରସା ବଢ଼ାଇଛି। ପୁଞ୍ଜିନିବେଶ, ଜାତୀୟ ହାରକୁ ବହୁ ପଛରେ…
ବିଜୟ ଆଶାରେ ଏର୍ଡୋଗାନ୍
ଆଙ୍କାରା,୧୮ା୫: ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟିପ୍ ଏର୍ଡୋଗାନ୍ ମେ’ ୨୮ ନିର୍ବାଚନ ଫଳ ତାଙ୍କ ସପକ୍ଷରେ ଯିବା ନେଇ ଦାବି କରିଛନ୍ତି। ଗତ ୧୪ରେ ଅନୁଷ୍ଠିତ ତୁର୍କୀ ରାଷ୍ଟ୍ରପତି ନିର୍ବାଚନରେ ଆମେ ହାସଲ କରିଥିବା ସଫଳତା ପାଇଁ ଏବେ ଉତ୍ସବ ମନାଇବାର…
ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ରାମାଫୋସାଙ୍କ ଉଦ୍ୟମ
କେପ୍ଟାଉନ,୧୮ା୫: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଙ୍ଗଳବାର କହିଛନ୍ତି ଯେ ତାଙ୍କ ରୁଷୀୟ ଓ ୟୁକ୍ରେନୀୟ ପ୍ରତିପକ୍ଷ ଏକ ଆଫ୍ରିକୀୟ ପ୍ରତିନିଧି ଦଳ ସହ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି। ୟୁକ୍ରେନ୍-ରୁଷିଆ ଯୁଦ୍ଧର ପରିସମାପ୍ତି ଦିଗରେ ପ୍ରତିନିଧି ଦଳ…
ଅପରେଶନ ଧ୍ୱସ୍ତ: ୩୨୪ ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ,୧୮ା୫: ଆତଙ୍କବାଦୀ-ଗ୍ୟାଙ୍ଗ୍ଷ୍ଟର-ନାର୍କୋ ମେଣ୍ଟ ବିରୋଧରେ ୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ପଞ୍ଜାବ ଓ ହରିୟାଣା ପୋଲିସ ସହଯୋଗରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେଶନ ଧ୍ୱସ୍ତ’ ନାମ…
ଅନାହାରରେ ୮,୭୫,୦୦୦ ଆଫ୍ଗାନ୍ ଶିଶୁ
କାବୁଲ, ୧୮।୫: ତାଲିବାନୀ ଶାସକ କାବୁଲକୁ ବଳପୂର୍ବକ ଦଖଲ କରିବା ପରେ ଆଫଗାନିସ୍ତାନବାସୀ ନାନାଦି ସମସ୍ୟା ଭିତର ଦେଇ ଗତି କରୁଥିବାବେଳେ ଖାଦ୍ୟାଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଦେଶରେ ୮,୭୫,୦୦୦ ଶିଶୁ ଅନାହାରରେ ଥିବା ଏନ୍ଜିଓ ହ୍ୟୁମାନ ରାଇଟ୍ସ…
ମଣିପୁର ହାଇକୋର୍ଟଙ୍କୁ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ,୧୮।୫: ମଣିପୁରର ଅଣଆଦିବାସୀ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ହାଇକୋର୍ଟ ଜଜ୍ ଏମ୍.ଭି. ମୁରଲିଧରନ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି। ମଣିପୁର ହିଂସା ସମ୍ପର୍କିତ ଶୁଣାଣି ବେଳେ ବୁଧବାର ପ୍ରଧାନ ବିଚାରପତି (ସିଜେଆଇ)…
୨୧ ସୁଦ୍ଧା ଡେଟ୍ ସିଲିଂ ଡିଲ୍
ଓ୍ବାଶିଂଟନ୍,୧୮ା୫: ଆମେରିକାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ସରକାର ଓ ବିରୋଧୀଙ୍କ ମଧ୍ୟରେ ସିଲିଂ ଡିଲ୍ ଚୂଡ଼ାନ୍ତ ନ ହେଲେ ଦେଶ ଦେବାଳିଆ ଅବସ୍ଥାକୁ ଚାଲିଯିବ। ଫଳରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ଅସମ୍ଭବ…
Archives


