Home Middle

ଦୈନିକ ସଂକ୍ରମଣ ୧୦ ହଜାର ଟପିଲା, ସକ୍ରିୟ ମାମଲା ୬୩ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୧୯।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ନେପାଳ ରାଷ୍ଟ୍ରପତିଙ୍କ ଫୁସଫୁସ ସଂକ୍ରମଣ, ଚିକିତ୍ସା ପାଇଁ ଆସୁଛନ୍ତି ଏମ୍ସ୍‌…

କାଠମାଣ୍ଡୁ,୧୯।୪ : ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଶ୍ୱାସକ୍ରିୟାରେ ସମସ୍ୟା ଥିବା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ନେପାଳର ମହାରାଜଗଞ୍ଜର ତ୍ରିଭୁୁବନ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସ୍ଥିତିରେ ସୁଧାର ଆସିବା ପରେ ତାଙ୍କୁ…

ବାଇଡେନ-କମଲା ହାରିସଙ୍କ ଟ୍ୟାକ୍ସ ରିଟର୍ନରୁ ଜଣାପଡ଼ିଲା ତାଙ୍କର ମୋଟ ଆୟ…

ଓ୍ବାଶିଂଟନ,୧୯।୪ : ୨୦୨୨ ପାଇଁ ଆୟକର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ଦ୍ୱାରା ସାର୍ବଜନୀନ କରାଯାଇଛି। ଏହା ଅନୁଯାୟୀ, ୨୦୨୨ ମସିହାରେ ଆମେରିକା ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଜିଲ ବିଡେନଙ୍କ ମିଳିତ ଆୟ ୫…

କିମ୍‌ ଉତକ୍ଷେପଣ କରିବେ ଗୁପ୍ତଚର ଉପଗ୍ରହ: ମହାକାଶରୁ ଶତ୍ରୁଙ୍କ ଉପରେ ରଖିବ ନଜର…

ପ୍ୟୋଙ୍ଗୟାଙ୍ଗ,୧୯।୪ : ଉତ୍ତର କୋରିଆ ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି। ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ ତାଙ୍କ ଅଧିକାରୀମାନଙ୍କୁ ଏହାକୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଉତ୍ତର କୋରିଆର ସରକାରୀ ନ୍ୟୁଜ ମିଡିଆ ଏଜେନ୍ସି…

ଆଜି ଖସିବ ନାସା ସାଟେଲାଇଟ୍‌

ଓ୍ବାଶିଂଟନ୍‌,୧୯।୪: ନାସାର ଏକ ଅଚଳ ଉପଗ୍ରହ ବୁଧବାର ପୃଥିବୀପୃଷ୍ଠକୁ ଖସିବା ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସତର୍କ କରାଯାଇଛି। ୬୦୦ ପାଉଣ୍ଡ (୨୭୨ କିଲୋଗ୍ରାମରୁ ଅଧିକ) ଓଜନର ଏହି ଉପଗ୍ରହ ବୁଧବାର ରାତି ୯ଟା ୩୦ ମିନିଟ୍‌ (ଇଷ୍ଟର୍ନ…

ୟୁକ୍ରେନୀୟ ଅଞ୍ଚଳରେ ପୁଟିନ୍‌

ମସ୍କୋ,୧୯ା୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନିଜ ଦଖଲକୁ ନେଇଥିବା ୨ ୟୁକ୍ରେନୀୟ ଅଞ୍ଚଳ ଖେରସନ୍‌ ଓ ଲୁହାନ୍‌ସ୍କର ସେନା କମାଣ୍ଡରଙ୍କୁ ସୋମବାର ଭେଟିଛନ୍ତି। ୨ ମାସ ମଧ୍ୟରେ ଏହା ହେଉଛି ପୁଟିନ୍‌ଙ୍କ ଦ୍ୱିତୀୟ ୟୁକ୍ରେନ୍‌ ଗସ୍ତ। ସମ୍ପୃକ୍ତ ଅଞ୍ଚଳରେ ମସ୍କୋର…

ଦୁର୍ଘଟଣାମୁକ୍ତ ସେବା ପାଇଁ ଓଡ଼ିଶା ଡ୍ରାଇଭର ପୁରସ୍କୃତ

ନୂଆଦିଲ୍ଲୀ,୧୯ା୪ : ଦୀର୍ଘ ୩୪ ବର୍ଷ ଧରି ଦୁର୍ଘଟଣାମୁକ୍ତ ସେବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଡ୍ରାଇଭର ଶେଖ୍‌ ଦୟାନ ମଙ୍ଗଳବାର ପୁରସ୍କୃତ ହୋଇଛନ୍ତି। ଆସୋସିଏଶନ ଅଫ୍‌ ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ (ଏଏସ୍‌ଆର୍‌ଟିୟୁ) ପକ୍ଷରୁ ଏହି ପୁରସ୍କାର…

ପର୍ବତାରୋହୀ ବଲଜିତ ଉଦ୍ଧାର

କାଠମାଣ୍ଡୁ, ୧୯।୪: ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଓହ୍ଲାଇବା ବେଳେ ସୋମବାର ନିଖୋଜ ଥିବା ଭାରତୀୟ ପର୍ବତାରୋହୀ ବଲଜିତ କୌରଙ୍କୁ ମଙ୍ଗଳବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ଏକ ଏରିଅଲ ସର୍ଚ୍ଚ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ବିନା ସପ୍ଲିମେଣ୍ଟାଲ୍‌ ଅକ୍ସିଜେନ୍‌ ବ୍ୟବହାର…

ମହାନଦୀ ଟ୍ରିବ୍ୟୁନାଲର ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ

ରାୟପୁର,୧୯ା୪ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମଙ୍ଗଳବାରଠାରୁ ଛତିଶଗଡ଼ରେ ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ କରିଛି। ନଦୀ ତଳମୁଣ୍ଡକୁ କେତେ ଜଳ ପ୍ରବାହିତ ହେଉଛି ଏବଂ ଅଣମୌସୁମୀ ଋତୁରେ ନଦୀରେ କେତେ ଜଳ ଉପଲବ୍ଧ ରହୁଛି ଓ ବ୍ୟବହୃତ ହେଉଛି,…

ଜାତି ଗଣନା, କୋଟା ସୀମା ଉଚ୍ଛେଦ ବିରୋଧୀଙ୍କ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ,୧୯ା୪(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତେବେ ଭାଜପାକୁ କ୍ଷମତାରୁ ହଟାଇବାକୁ ଜାତିଭିତ୍ତିକ ଜନଗଣନା ଏବଂ ସ୍ଥାନ ସଂରକ୍ଷଣ ସୀମା ହ୍ରାସ ଦାବି ଲାଗି ବିରୋଧୀଙ୍କ ମିଳିତ ଦାବି ସେମାନଙ୍କୁ…

ବିଦ୍ୟା, ଡିଏଫ୍‌ଓ, ରୋଷେୟାଙ୍କ ବିରୋଧରେ ମାମଲା ଚାଲିବ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭରତୀ ପଣ୍ଡା, ତତ୍‌କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଆପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ପୁଣି ବିଚାର ହେବ। ଆଇପିସି…

୧୪ ରନରେ ଜିତିଲା ଏମଆଇ…

ହାଇଦ୍ରାବାଦ,୧୮।୪ :  ଆଇପିଏଲ ସିରିଜ ୧୬ର ୨୫ତମ ମ୍ୟାଚରେ ମଙ୍ଗଳବାର ସନ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)  ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୧୪ ରନରେ ଜିତିଛି। ଧାର୍ଯ୍ୟ ୧୯୩ ରନର ପିଛା କରି ଏସଆରଏଚ ୧୯.୫  ଓଭରରେ ୧୦ ଓ୍ବିକେଟ ହରାଇ ୧୭୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri