Home Middle

ଏମଭିଏ ଆଜି ଅଛି କାଲି ରହିବ କି ନାହିଁ ସନ୍ଦେହ: ଶରଦ ପାଓ୍ବାରଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ…

ମୁମ୍ବାଇ,୨୪।୪ : ୫୪ ବର୍ଷ ଧରି ସଂସଦ ରାଜନୀତିରେ ସକ୍ରିୟ ଥିବା ଶରଦ ପାୱାର ମହା ବିକାଶ ଅଘାଡି (ଏମଭିଏ) ମିଳିତ ମେଣ୍ଟ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରରେ ଏମଭିଏ ଆଜି ଅଛି କାଲି ରହିବ କି ନାହିଁ…

ହାଇଦ୍ରାବାଦରେ ଡିସି-ଏସଆରଏଚ ଲଢ଼େଇ, ଦିଲ୍ଲୀ ପାଇଁ କର ବା ମର ସ୍ଥିତି…

ହାଇଦ୍ରାବାଦ,୨୪।୪ : ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ସା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ବିଜୟ ଆବଶ୍ୟକ।…

ଡେପସାଙ୍ଗ-ଡେମଚୋକ ଅଞ୍ଚଳରୁ ପିଏଲଏ ପ୍ରତ୍ୟାହାର ପାଇଁ ଭାରତର ଦାବି…

ନୂଆଦିଲ୍ଲୀ,୨୪।୪ : ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ଶାଙ୍ଗଫୁଙ୍କ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ଶୀର୍ଷ ସ୍ତରୀୟ ସାମରିକ ଆଲୋଚନା ରବିବାର ଶେଷ ହୋଇଛି।…

ଦେଶରେ ୨୪,୨୪,୫୪୦ ଜଳ ଉତ୍ସ: ୯୭ ପ୍ରତିଶତ ଗ୍ରାମୀଣ ଅଞ୍ଚଳରେ…

ନୂଆଦିଲ୍ଲୀ,୨୪।୪ : ଭାରତ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଜଳଉତ୍ସର ଗଣନା କରିଛନ୍ତି। ଏହା ଦେଶର ଜଳ ସମ୍ପଦର ଏକ ବିସ୍ତୃତ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ପ୍ରାକୃତିକ ତଥା ମନୁଷ୍ୟକୃତ ଜଳ ଉତ୍ସ ଯେପରିକି…

ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ କରୁଛି ପାକିସ୍ତାନ…

ନୂଆଦିଲ୍ଲୀ,୨୪।୪ : କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସିନ୍ଧୁ ନଦୀ ଜଳ ଚୁକ୍ତିନାମାକୁ ବିଶ୍ୱର ସବୁଠାରୁ ପବିତ୍ର ଚୁକ୍ତି ବୋଲି କହିଛନ୍ତି। ଏଥି ସହ ସେ ଚୁକ୍ତିନାମାର ନିୟମ ଉଲ୍ଲଂଘନ କରିଥିବାରୁ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ଦେଶ ବିଭାଜନ ପରେ…

ମଝି ଆକାଶରେ ପକ୍ଷୀ ସହ ଧକ୍କା ହେଲା ବିମାନ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଓ୍ବାଶିଂଟନ,୨୪।୪ : ଏକ ଆମେରିକୀୟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି। ବିମାନରେ ନିଆଁ ଲାଗିଯିବାରୁ ରବିବାର ଏହା ଜରୁରୀକାଳୀନ ଅବତରଣ କରିଛି। ମଝି ଅକାଶରେ ଏକ ପକ୍ଷୀ ବିମାନକୁ ଧକ୍କା ଦେବାରୁ ଇଞ୍ଜିନରେ ନିଆଁ ଲାଗିଯିବା ପରେ ଏହି ଘଟଣା ଘଟିଥିଲା।…

ଘଡ଼ଘଡ଼ି ସହ ବର୍ଷା ପବନ ଆଶଙ୍କା, ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ରାଜ୍ୟରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ପୂର୍ବାହ୍ନ ସୁଦ୍ଧା କଳାହାଣ୍ଡି, ରାୟଗଡ଼ା କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ଏଥିସହ ଘଣ୍ଟା…

ସାମୁହିକ ବିବାହ ପୂର୍ବରୁ ପ୍ରେଗ୍ନାସି ଟେଷ୍ଟ ପଜିଟିଭ: ୫ ଯୁବତୀଙ୍କ ବିବାହ ନୋହିଲା…

ଭୋପାଳ,୨୪।୪ : ମଧ୍ୟପ୍ରଦେଶରେ ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା ବିବାଦ ଘେରରେ ରହିଛି। ପ୍ରକୃତରେ, ଶନିବାର ଗରିବ ପରିବାରର ୨୧୯ ଯୁବତୀଙ୍କ ସାମୁହିକ ବିବାହ କରାଯାଉଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରେଗ୍ନାସି ଟେଷ୍ଟ ପଜିଟିଭ ହୋଇଥିଲା ଏବଂ ସେମାନଙ୍କ…

ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ: ଉଦ୍ଧବ…

ମୁମ୍ବାଇ,୨୪।୪ : ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ପରିବେଶ ଉଷ୍ଣ ହୋଇଛି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯିବ ବୋଲି ମନ୍ତବ୍ୟ ଦେବା ପରେ ଉଦ୍ଧବ ଠାକରେ ବହୁତ ଖୁସି…

ଅନ୍ଧବିଶ୍ୱାସ ନେଲା ୪୭ ଜୀବନ

ନରଓ୍ବେ,୨୪ା୪: କେନିଆରେ ଜଣେ ପାଦ୍ରୀଙ୍କ ନିର୍ଦ୍ଦେଶରେ ଭୋକରେ ରହି ସାମୁହିକ ଭାବେ ୪୭ ଜଣ ଆତ୍ମହତ୍ୟା କରିଛନ୍ତି। ଏକ ଜମିରୁ ପୋଲିସ ଏହି ସମସ୍ତ ମୃତଦେହ ଜବତ କରିଛି। କେନିଆର ଶାକାହୋଲା ଜଙ୍ଗଲରେ ପୋଲିସ ଅଧିକ ମୃତଦେହ ଖୋଜୁଛି। ଖବର ଅନୁଯାୟୀ,…

ନୂଆ ରୂପ ନେଲା କରୋନା: ଏଫୟୁ-୧, ଏଫୟୁ-୨ ମ୍ୟୁଟେଶନ ଚିହ୍ନଟ, ୨୮ ଆକ୍ରାନ୍ତ…

ନୂଆଦିଲ୍ଲୀ,୨୪।୪ : କରୋନା ଭୂତାଣୁ ପୁନର୍ବାର ଏହାର ସ୍ପାଇକ ପ୍ରୋଟିନ ବଦଳାଇବା ଆରମ୍ଭ କରିଛି । ବୈଜ୍ଞାନିକମାନେ ଏବେ ଏହାର ଦୁଇଟି ନୂତନ ପରିବର୍ତ୍ତନ ଚିହ୍ନଟ କରିଛନ୍ତି। ୨୮ କରୋନା ସଂକ୍ରମିତଙ୍କଠାରେ ଏହା ଦେଖିବାକୁ ମିଳିଛି। ଏହି ଦୁଇଟି ମ୍ୟୁଟେଶନକୁ ଏଫୟୁ-୧…

ନ୍ୟୁଜିଲାଣ୍ଡରେ ୭.୨ ତୀବ୍ରତାଯୁକ୍ତ ଭୂକମ୍ପ…

ଓ୍ବେଲିଂଟନ,୨୪।୪ : ସାରା ବିଶ୍ୱରେ ଭୂକମ୍ପର ଘଟଣା ବଢ଼ିବାରେ ଲାଗିଛି। ସୋମବାର ସକାଳେ ନ୍ୟୁଜିଲ୍ୟଣ୍ଡରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri