Home Middle

ଅନୁରାଗ ଗୋଏଲ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ…

ଗୁଆହାଟୀ,୧୫।୬ : ଆସାମର ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅନୁରାଗ ଗୋଏଲଙ୍କୁ ନିଯୁକ୍ତ କରାଯାଇଛି। ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୦ (୧୯୫୦ ର ୪୩) ର ଧାରା ୧୩-ଏ ର ଉପ-ଧାରା (୧)…

ଭାରତରେ ବନ୍ଦ କରିଦେବୁ ଫେସବୁକ୍‌: କର୍ନାଟକ ହାଇକୋର୍ଟଙ୍କ ଚେତାବନୀ…

ବେଙ୍ଗାଲୁରୁ,୧୫।୬ : କର୍ନାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ଫେସବୁକ ରାଜ୍ୟ ପୋଲିସ ସହ ସହଯୋଗ କରିବାରେ ସକ୍ଷମ ନୁହେଁ, ତେବେ ଏହା ସମଗ୍ର ଭାରତରେ ଏହାର ସେବା ବନ୍ଦ କରିବାକୁ ମଧ୍ୟ…

ଭାରତ ସୀମାରେ ପାକିସ୍ତାନ ଡ୍ରୋନ୍‌, ୨୫ରାଉଣ୍ଡ ଗୁଳି ଚଳାଇଲେ ଯବାନ

ଜୟପୁର,୧୫।୬: ପାକିସ୍ତାନର ଏକ ଡ୍ରୋନ୍‌ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଅନୁପଗଡ଼ରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ କୈଳାସ ପୋଷ୍ଟ ନିକଟରେ ଡ୍ରୋନର ଶବ୍ଦ ହୋଇଥିଲା। ଶଦ୍ଦ ଶୁଣିବା ପରେ ଭାରତୀୟ ଯବାନମାନେ ଏହା ଉପରେ ୨୫ ରାଉଣ୍ଡ…

ଆମେରିକା ସଂସଦରେ ଗଠନ ହେବ ହିନ୍ଦୁ କୌକସ…

ଓ୍ବାଶିଂଟନ,୧୫।୬ : ଭାରତୀୟ ସଂସଦୀୟ ସଦସ୍ୟ ଶ୍ରୀ ଥାନେଡର ଘୋଷଣା କରିଛନ୍ତି ସେ ଆମେରିକା ସଂସଦରେ ଏକ ହିନ୍ଦୁ କୌକସ ଗଠନ କରିବେ ଯେଉଁଥିରେ ସମାନ ଚିନ୍ତାଧାରା ବିଶିଷ୍ଟ ନେତାମାନେ ଏକାଠି ହେବେ। ଏହି କୌକସର ଉଦ୍ଦେଶ୍ୟ ହେବ ଦେଶରେ ହିନ୍ଦୁମାନଙ୍କ…

ସଂସଦ ନିକଟରେ ନୂତନ ରୁଷିଆ ଦୂତାବାସ ନିର୍ମାଣ କରିବାକୁ ଅନୁମତି ଦେବ ନାହିଁ ଅଷ୍ଟ୍ରେଲିଆ…

ସିଡନୀ,୧୫।୬ : ସୁରକ୍ଷା କାରଣ ଦର୍ଶାଇ ଅଷ୍ଟ୍ରେଲିଆ ସଂସଦ ନିକଟରେ ନୂତନ ରୁଷିଆ ଦୂତାବାସକୁ ଅବରୋଧ କରିବ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଗୁରୁବାର କହିଛନ୍ତି ସରକାର ଦେଶର ସଂସଦ ନିକଟରେ ଏକ ନୂତନ ରୁଷିଆ ଦୂତାବାସ ନିର୍ମାଣ କରିବାକୁ ଅନୁମତି…

ଦୁବାଇର ସବୁଠୁ ଦାମୀ ମହଲ କିଣିବା ଦୌଡ଼ରେ ଭାରତୀୟ…

ଦୁବାଇ,୧୫।୬ : ଦୁବାଇରେ ଭର୍ସେଲର ମହଲ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ପ୍ରସ୍ତୁତ। ଏହାକୁ ମାର୍ବଲ ପ୍ୟାଲେସ ନାମରେ ନାମିତ କରାଯାଇଛି। କୁହାଯାଉଛି ଏହି ମହଲ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସର ସବୁଠାରୁ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଲକ୍ସହାବିଟାଟ ସୋଥେଙ୍କ…

ମୋଦିଙ୍କ ଗସ୍ତ ପୂର୍ବରୁ ଏମକ୍ୟୁ-୯ବି ଡ୍ରୋନ ଚୁକ୍ତି କରିବାକୁ ଚାହୁଁଛି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଚାରି ଦିନିଆ ଗସ୍ତରେ ଆମେରିକା ଯିବେ। ସେ ଜୁନ ୨୧ ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ। ଏହି ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି…

ଇୟୁ ଗୁଗଲକୁ ବିଜ୍ଞାପନ କାରବାର ବିକ୍ରି ପାଇଁ ଦେଲା ନିର୍ଦ୍ଦେଶ…

ଓ୍ବାଶିଂଟନ,୧୫।୬ : ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରି ୟୁରୋପୀୟ ୟୁନିଅନ (ଇୟୁ)ର ପ୍ରତିଯୋଗିତା ନିର୍ଦ୍ଦେଶକ ଏହାର ବିଜ୍ଞାପନ ବ୍ୟବସାୟର ଏକଚାଟିଆ ଅଧିକାର ସମାପ୍ତ କରିବାକୁ କହିଛନ୍ତି। ଆୟୋଗର ପ୍ରତିଯୋଗିତା ନିୟାମକ ଗୁଗଲକୁ ଏକଚାଟିଆ…

ଆମେରିକା ସଂସଦ ଭବନ ପରିସରରେ ପ୍ରଥମ ହିନ୍ଦୁ-ଆମେରିକୀୟ ସମ୍ମିଳନୀ…

ଓ୍ବାଶିଂଟନ,୧୫।୬ : ଆମେରିକାର ପ୍ରଥମ ହିନ୍ଦୁ-ଆମେରିକୀୟ ସମ୍ମିଳନୀ ଆମେରିକାର ଶକ୍ତିର କେନ୍ଦ୍ର ଆମେରିକାର କ୍ୟାପିଟୋଲ ହିଲରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀ ଜୁନ ୧୪ ରେ ଅନୁଷ୍ଠିତ ହୋଇଥିଲା। ଯାହାର ଉଦ୍ଦେଶ୍ୟ ଆମେରିକାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ସମସ୍ୟା ପ୍ରତି ଆମେରିକାର…

ନର୍ଡ ଷ୍ଟ୍ରିମ ପାଇପଲାଇନ ଉପରେ ଆକ୍ରମଣ କରିଥିଲେ ମିଳିତ ଭାବେ ଏକାଧିକ ଦେଶ: ଷଡ଼ଯନ୍ତ୍ର କହିଲା କ୍ରେମଲିନ…

ମସ୍କୋ,୧୫।୬ : ଗତ ସେପ୍ଟେମ୍ବରରେ ନର୍ଡ ଷ୍ଟ୍ରିମ ପାଇପଲାଇନକୁ ନଷ୍ଟ କରିଥିବା ବିସ୍ଫୋରଣ ସମ୍ପର୍କରେ ସମସ୍ତ ତଥ୍ୟ ଅଧ୍ୟୟନ କରୁଥିବା କ୍ରେମଲିନ କହିଛି ଏହା ଉପରେ ହୋଇଥିବା ଆକ୍ରମଣ ଅନେକ ଦେଶ ମିଳିତ ଭାବେ କରିଥିଲେ। ଏହା ଏକ ଷଡଯନ୍ତ୍ର ବୋଲି…

ଆଜିଠୁ ସିନିୟର ଆନ୍ତଃ ରାଜ୍ୟ ଆଥ୍‌ଲେଟିକ୍ସ

ଭୁବନେଶ୍ୱର, ୧୫ା୬(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଅନୁଷ୍ଠିତ ହେବ ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା ଚଳିତ…

୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଲେ ଅଦିତି

ମେଡେଲିନ୍‌, ୧୫।୬ (ପି.ଟି.): କଲମ୍ବିଆର ମେଡେଲିନଠାରେ ଅନୁଷ୍ଠିତ ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩ କ୍ୱାଲିଫିକେଶନରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଟିନ୍‌ଏଜର ଅଦିତି ସ୍ବାମୀ ୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଛନ୍ତି। ଗତ ଡିସେମ୍ବରରେ ଶାରଜାରେ ଅନୁଷ୍ଠିତ ଏସିଆ କପ୍‌ ଲେଗ୍‌-୩ରେ ରୌପ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?