ସୋମାଲିଆ ସେନା-ଅଲ ଶବାବ ସଂଘର୍ଷ: ୧୭ ମୃତ…
ମୋଗାଦିଶୁ,୩୦।୫ : ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ମୋଗାଦିଶୁର ମାସାଗାୱାଠାରେ ସୋମାଲିଆର ସେନାର ବେସ କ୍ୟାମ୍ପ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ହୁସେନ ନୁର ଏକ ଫୋନ ବାର୍ତ୍ତାଳାପରେ ରଏଟର୍ସକୁ ଏହି ସୂଚନା…
ମହାମାରୀ ପରେ ସଚେତନ ହୋଇଛନ୍ତି ଭାରତୀୟ, କିନ୍ତୁ ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ଆପଣେଉଛନ୍ତି ସ୍ବଚ୍ଛତା…
ନୂଆଦିଲ୍ଲୀ,୩୦।୫ : ଭାରତରେ ସାଧାରଣତଃ ସଫା କରିବାର ଦୁଇଟି ପଦ୍ଧତି ଅଛି। କେହି ଘରେ ଝାଡୁ ଲଗାଇ ସଫା କରିଥାନ୍ତି ଅବା ଅନ୍ୟ କେହି ପୋଛିଥାନ୍ତି। ଯେତେବେଳେ ଝାଡୁ କରାଯାଇଥାଏ ସେତେବେଳେ ଧୂଳି କଣିକା ଭୂମିରୁ ଉଡି କାନ୍ଥ, ଶଯ୍ୟା, ଆସବାବପତ୍ର…
ଛାତ୍ରୀଛାତ୍ରମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ, ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ…
ବେଙ୍ଗାଲୁରୁ,୩୦।୫ : ମଙ୍ଗଳବାର କର୍ନାଟକର ନବନିଯୁକ୍ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା ସଙ୍କେତ ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସ୍କୁଲ ପାଠ୍ୟକ୍ରମ ସଂଶୋଧନ କରାଯାଇପାରେ। ହିଜାବ ନିଷେଧାଦେଶ ହଟାଇବାକୁ ନେଇ ସେ କୌଣସି…
ଇନ୍ଧନ ମୂଲ୍ୟ ଅଧିକ ରଖି ଲାଭବାନ ହେଉଛନ୍ତି ସରକାର: କଂଗ୍ରେସର ଅଭିଯୋଗ…
ନୂଆଦିଲ୍ଲୀ,୩୦।୫ : ଦେଶରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ନେି କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଙ୍ଗଳବାର ଇନ୍ଧନ ଉପରେ ଅଧିକ ଟିକସ ଦେଇ ଲୋକଙ୍କ ଖର୍ଚ୍ଚ ବୃଦ୍ଧି କରି ଭାଜପା ସରକାର ଲାଭବାନ…
ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…
ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ୧୬,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।…
କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର: ଦୁର୍ନୀତି ଅଭିଯୋଗର ତଦନ୍ତ ଆଦେଶ ଦେଲେ କଂଗ୍ରେସ ସରକାର…
ବେଙ୍ଗାଲୁରୁ,୩୦।୫ : କର୍ନାଟକରେ କଂଗ୍ରେସ ସରକାର କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର ଆରମ୍ଭ କରିଛନ୍ତି। ଭାଜପା ଶାସନ ସମୟରେ କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ (କେକେଆରଡିବି)ରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି। ଏ ସମ୍ପର୍କରେ କର୍ନାଟକ…
ଭାରତ ଚାଇନା ସୀମା ପ୍ରସଙ୍ଗ: ସଂସଦରେ କହିବାର ଅନୁମତି ଦେଉ ନାହାନ୍ତି ସରକାର,କଂଗ୍ରେସ ଆଣିଲା ଅଭିଯୋଗ…
ନୂଆଦିଲ୍ଲୀ,୩୦।୫ : ଭାରତ ଚାଇନା ସୀମା ପ୍ରସଙ୍ଗରେ କଂଗ୍ରେସ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ର ପରିସ୍ଥିତି ସମ୍ପର୍କରେ ସରକାର ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି କରିବା ଉଚିତ ବୋଲି…
ନ୍ୟାୟିକ ଅଧିକାରୀଙ୍କ ଭାବମୂର୍ତ୍ତି ବଦନାମ କରିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ରହିଛି: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୩୦।୫ : ଆଜିକାଲି ସୋସିଆଲ ମିଡିଆ ଲୋକଙ୍କୁ ଅପମାନିତ କରିବା ପାଇଁ ଏକ ପ୍ଲାଟଫର୍ମରେ ପରିଣତ ହୋଇଛି। ଲୋକମାନେ ଏହାର ଅପବ୍ୟବହାର କରି ନ୍ୟାୟିକ ଅଧିକାରୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ଏକ ରାୟକୁ ସୁପ୍ରିମକୋର୍ଟ ସମର୍ଥନ କରି…
ମହାକାଶକୁ କବଜା କରିବା ଚାଇନାର ଲକ୍ଷ୍ୟ, ପ୍ରଥମ ଥର ପାଇଁ ପଠାଇଲା ସାଧାରଣ ମହାକାଶଚାରୀ…
ବେଜିଂ,୩୦।୫ : ମଙ୍ଗଳବାର ପ୍ରଥମ ଥର ପାଇଁ ଚାଇନା ଜଣେ ସାଧାରଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଛି। ଏହାପୂର୍ବରୁ କେବଳ ସେନା ମହାକାଶଚାରୀମାନେ ଚାଇନା ପକ୍ଷରୁ ମହାକାଶକୁ ଯାଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୯ଟା ୩୧ରେ ଜିଗୁଆନ ସାଟେଲାଇଟ ସେଣ୍ଟରରୁ ଚାଇନା ଏହାର ମିଶନ…
୩ ଶହ ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ମସ୍କୋରେ ଡ୍ରୋନ୍ ଆକ୍ରମଣ: ବହୁ କୋଠା କ୍ଷତିଗ୍ରସ୍ତ…
ମସ୍କୋ,୩୦।୫ : ମଙ୍ଗଳବାର ସକାଳେ ରୁଷିଆର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣ ହୋଇଛି। ଡ୍ରୋନ ଆକ୍ରମଣ ସମ୍ପର୍କରେ ମସ୍କୋ ମେୟର ସର୍ଗେଇ ସୋବିୟାନିନ ସୂଚନା ଦେଇଛନ୍ତି। ମେୟର ଟେଲିଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ଏହି ଆକ୍ରମଣରେ ବହୁ କୋଠାରେ କ୍ଷତି ଘଟିଛି,…
ଅଲିମ୍ପିକ ମେଡାଲକୁ ଗଙ୍ଗାରେ କରିବେ ବିସର୍ଜନ, ଆମରଣ ଅନଶନରେ ବସିବେ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ,୩୦।୫: ରେସଲିଂ ଫେଡେରେଶନ ମୁଖ୍ୟ ବ୍ରଜ୍ ଭୂଷଣ ଶରଣ ସିଂଙ୍କ ଗିରଫ ପ୍ରତିବାଦରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ଅଲିମ୍ପିକ ମେଡାଲଙ୍କୁ ଗଙ୍ଗାରେ ବିସର୍ଜନ କରିବେ ବୋଲି ବିନେଶ ଫୋଗାଟ ସୋସିଆଲ ମିଡିଆରେ ଏକ ଭାବପ୍ରବଣ…
Archives


