Home Middle

ଦେଢ଼ ଗୁଣା ବଢ଼ିଛି ଖବରଦାତାଙ୍କୁ ହତ୍ୟା ମାମଲା: ୨୦୨୨ରେ ୬୭ ଜଣଙ୍କ ହତ୍ୟା…

ଜେନେଭା,୪।୫ : ଖବରଦାତାଙ୍କ ହତ୍ୟା ମାମଲା ସାରା ବିଶ୍ୱରେ ଦେଢ଼ ଗୁଣ ବୃଦ୍ଧି ପାଇଛି। ୨୦୨୨ମସିହାରେ, ୬୭ ଗଣମାଧ୍ୟମ ପ୍ରତିନିଧୀଙ୍କୁ ହତ୍ୟା କରାଯାଇଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବୁଧବାର ବିଶ୍ୱ ପ୍ରେସ ସ୍ବାଧୀନତା ଦିବସ ଅବସରରେ ଏହି…

ଶନିବାର କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ: ଖର୍ଚ୍ଚ ହେବ ୧୦୨୧ କୋଟି…

ଲଣ୍ଡନ,୪।୫ : ବ୍ରିଟେନରେ ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନରେ ୬ ମେ ଶନିବାରରେ ରାଜ୍ୟାଭିଷେକହେବ। ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରଠାରୁ ରାଜା ଚାଲର୍‌ସଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ,…

ଜିହାଦ ପାଇଁ ପାକିସ୍ତାନରେ ପାଣ୍ଠି ସଂଗ୍ରହ କରୁଛି ଜୈଶ ଆତଙ୍କବାଦୀ ସଂଗଠନ…

ଇସଲାମାବାଦ,୪।୫ : ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିବା ଜୈଶ-ଇ-ମହମ୍ମଦ ପେଶୱାର ଏବଂ ଅନ୍ୟାନ୍ୟ ସହରରେ ଜିହାଦ ପାଇଁ ପାଣ୍ଠି ସଂଗ୍ରହ କରିଛି। ୟୁରୋପୀୟ ଟାଇମ୍ସ ରିପୋର୍ଟ କରିଛି, ଜୈଶ ସଦସ୍ୟମାନେ ଚଳିତ ବର୍ଷ ଏପ୍ରିଲରେ ଖାଇବର ପସ୍ତୁନଖ୍ବା…

ୟୁକ୍ରେନ ପାଇଁ ୩୦୦ ନିୟୁତ ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରୀ ଅସ୍ତ୍ରଶସ୍ତ୍ର ଯୋଗାଇ ଶକ୍ତିଶାଳୀ ରୁଷିଆ ସାମନାରେ ଆମେରିକା ଦୁର୍ବଳ ୟୁକ୍ରେନକୁ ସାହାଯ୍ୟ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ବୁଧବାର ପୁଣି…

ଜେଲେନସ୍କିଙ୍କୁ ହତ୍ୟା କରିବା ଛଡା ଅନ୍ୟ କିଛି ବିକଳ୍ପ ନାହିଁ: ଧମକ ଦେଲା ରୁଷିଆ…

ମସ୍କୋ,୪।୫ : ରୁଷିଆ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ପରେ ରୁଷି ଅତ୍ୟନ୍ତ କ୍ରୋଧିତ ହୋଇଛି। ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ ୟୁକ୍ରେନ ଉପରେ ଏତେ ରାଗିଛନ୍ତି, ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ…

ଓଏଫ୍‌ସିର ଦ୍ୱିତୀୟ ବିଜୟ

ଭୁବନେଶ୍ୱର,୪ା୫(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ପ୍ରଥମ ସଂସ୍କରଣ ଚାମ୍ପିୟନ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନକୁ ବୁଧବାର ୪-୦ରେ ପରାସ୍ତ କରିଛି ଓଡିଶା। ଦଳ ପକ୍ଷରୁ ଯଶୋଦା ମୁଣ୍ଡା, ଅଞ୍ଜୁ ତମାଙ୍ଗ,…

ଲୁଟ୍‌ ପ୍ରତି ମୋଦି ଆଖି ବୁଜିଦେଇଛନ୍ତି: ପ୍ରିୟଙ୍କା

ଇନ୍ଦି(କର୍ନାଟକ),୪ା୫ : କର୍ନାଟକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ଭାଜପାର ୪୦ ପ୍ରତିଶତ କମିଶନ ସରକାର ଚାଲିଛି। ଭାଜପା…

ନିଷ୍ପତ୍ତି ବଦଳାଇବାକୁ ପାଓ୍ବାର ଅମଙ୍ଗ

ମୁମ୍ବାଇ,୪ା୫: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିବା ବର୍ଷୀୟାନ୍‌ ରାଜନେତା ଶରଦ ପାଓ୍ବାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ପାଓ୍ବାର ଦୁଇ ତିନିଦିନ ମଧ୍ୟରେ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ତାଙ୍କ ପୁତୁରା ତଥା ମହାରାଷ୍ଟ୍ର…

ଗୋଆ ବିମାନବନ୍ଦରରେ ୧୪୪ ଧାରା

ପଣଜୀ,୪ା୫ : ବିମାନବନ୍ଦର ପ୍ରକଳ୍ପ ଲାଗି ଜମି ହରାଇଥିବା ଲୋକେ ରାସ୍ତା ଅବରୋଧ କରିବାକୁ ଆହ୍ବାନ ଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ଗୋଆ ଜିଲା ପ୍ରଶାସନ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଓ ଏହାର ଆଖପାଖ ଗାଁରେ ଦୁଇମାସ ପାଇଁ ୧୪୪…

ମହାନଦୀରେ ବ୍ୟାରେଜ କରି ୧୯୪୭ ବ୍ୟବସ୍ଥାର ଉଲ୍ଲଂଘନ କରିଛି ଛତିଶଗଡ଼

ନୂଆଦିଲ୍ଲୀ, ୪ା୫ : ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ୧୧ ନିୟୁତ ଏକର ଫୁଟ୍‌ (ଏମ୍‌ଏଏଫ୍‌) ଜଳ ଧରି ରଖିଛି, ଯାହାକି ଉକ୍ତ ରାଜ୍ୟ ପାଇବାକୁ ଥିବା ଭାଗଠାରୁ ଅଧିକ। ଫଳରେ ତଳ ମୁଣ୍ଡରେ ଥିବା…

ବୋଲସୋନାରୋଙ୍କ ଘରେ ପୋଲିସ ଚଢ଼ାଉ

ବ୍ରାସିଲିଆ,୪ା୫: ବ୍ରାଜିଲର ଫେଡେରାଲ ପୋଲିସ ବୁଧବାର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ଘରେ ଚଢ଼ାଉ କରିବା ସହ ତାଙ୍କ ଫୋନ୍‌କୁ ଜବତ କରିଛି। ଏଥିସହିତ ତାଙ୍କର ଘନିଷ୍ଠ କୁହାଯାଉଥିବା ମୁାଉରୋ ସିଡ୍‌ଙ୍କୁ ଗିରଫ କରାଯାଇଛି। ବୋଲସୋନାରୋଙ୍କୁ ଫେଡେରାଲ ପୋଲିସ ମୁଖ୍ୟାଳୟରେ ହାଜର…

ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ

ଓ୍ବାଶିଂଟନ୍‌,୪ା୫: ଭାରତୀୟ-ଆମେରିକୀୟ ବିଜ୍‌ନେସ୍‌ ଲିଡର ଅଜୟ ବଙ୍ଗାଙ୍କୁ ବୁଧବାର ବିଶ୍ୱବ୍ୟାଙ୍କର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେ ଏହି ପଦରେ ୫ ବର୍ଷ କାର୍ଯ୍ୟ କରିବେ। ଉକ୍ତ ବୈଶ୍ୱିକ ଆର୍ଥିକ ସଂସ୍ଥାର ନେତୃତ୍ୱ ନେବାରେ ବଙ୍ଗା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri