Home Middle

ୟୁନିସେଫ୍‌ ରିପୋର୍ଟ: ବିସ୍ଥାପନ ଯୋଗୁ ବିଶ୍ୱରେ ୪କୋଟି ଶିଶୁଙ୍କୁ ଛାଡିବାକୁ ପଡିଛି ଘର

ନୂଆଦିଲ୍ଲୀ,୨୪।୬: ୟୁନିସେଫ୍‌ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ୨୦୨୨ମସିହାରେ ୪୩.୩କୋଟି ଶିଶୁଙ୍କୁ ବାଧ୍ୟତାମୂଳକ ବିସ୍ଥାପନର ଶିକାର ହେବାକୁ ପଡିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜବରଦସ୍ତ ବିସ୍ଥାପିତ କରାଯାଇଥିବା ଶିଶୁଙ୍କ ସଂଖ୍ୟା ଗତ ଦଶନ୍ଧି ମଧ୍ୟରେ ଦ୍ୱିଗୁଣିତ ହୋଇଛି।…

ଗୁଗୁଲ ଏବଂ ଫେସବୁକ୍‌ରେ ମାଗଣାରେ ପ୍ରକାଶ ହୋଇପାରିବ ନାହିଁ ନ୍ୟୁଜ୍‌

ଓଟାବା,୨୪।୬:ଗୁଗୁଲ, ଫେସବୁକ୍‌ ଏବେ ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବେ। ସେମାନେ ଗଣମାଧ୍ୟମର ଖବର ମାଗଣାରେ ନିଜ ଇଣ୍ଟରନେଟ୍‌ରେ ପ୍ରକାଶ କରିପାରିବେ ନାହିଁ। ଏନେଇ କାନାଡ ସଂସଦରେ ‘ଅନଲାଇନ ନ୍ୟୁଜ୍‌ ଆକ୍ଟ’କୁ ନେଇ ଏକ ବିଲ୍‌ ପାରିତ ହୋଇଛି। ଯାହାକୁ ନେଇ କାନାଡ…

ଗୁଗୁଲର ଭାରତକୁ ଉପହାର: ଏହି ସହରରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର

ନୂଆଦିଲ୍ଲୀ,୨୪।୬: ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଗୁଜରାଟର ଅନ୍ତର୍ଜାତୀୟ ଫାଇନାନ୍ସ ଟେକ(ଗିଫ୍ଟ) ସିଟିରେ ଏହାର ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ପ୍ରତିଷ୍ଠା କରିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି।…

‘ଇଡି, ସିବିଆଇକୁ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ, ୨୦୨୪ରେ ଭାଜପାର ପରାଜୟ ନିଶ୍ଚିତ’

ଶ୍ରୀନଗର ୨୪।୬: ୨୦୨୪ ଲୋକ ସଭା ନିର୍ବାଚନ ଏବଂ ବିରୋଧୀ ଏକତାକୁ ନେଇ ସାରା ଦେଶରେ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି,…

ତଲାକ ପରେ କ୍ଷତିପୂରଣ ମାଗିପାରିବେ ମୁସଲିମ ମହିଳା: ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୪।୬:ଏଣିକି ମୁସଲମାନ ମହିଳା ତଲାକ ପରେ ସ୍ବାମୀଙ୍କୁ କ୍ଷତିପୂରଣ ମାଗିପାରିବେ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ ଜିଏ ସାନପଙ୍କ ବେଞ୍ଚ ଗୁଜୁରାଣ ମେଣ୍ଟାଇବା ପାଇଁ କ୍ଷତିପୂରଣ ବୃଦ୍ଧିକ କରିବାକୁ ସେସନ କୋର୍ଟରେ ମହିଳାଙ୍କ…

ଆମେରିକା ଗସ୍ତ ଶେଷ କରିବା ପରେ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଓ୍ବାଶିଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଆମେରିକାର ରାଜକୀୟ ଗସ୍ତ ଶେଷ କରିବା ପରେ ଇଜିପ୍ଟ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେଐତିହାସିକ ଥିଲା। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଯାତ୍ରା ଶେଷରେ ଏକ ସ୍ବତନ୍ତ୍ର ଟୁଇଟ ମଧ୍ୟ…

ଦୁର୍ଲଭ ପ୍ରଜାତିର ୬,୮୫୦ଜୀବନ୍ତ କଇଁଛ ଜବତ,୨ଗିରଫ

ଚେନ୍ନାଇ,୨୪।୬:ତାମିଲନାଡୁର ତିରୁଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଲଭ ପ୍ରଜାତିର କଇଁଛ ନେଇଯାଉଥିବାବେଳେ ଦୁଇ ଜଣଙ୍କୁ ଗିରଫ କରି ପୋଲିସ। କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟର ଅଧିକାରୀମାନେ ୬,୮୫୦ ଜୀବନ୍ତ ରେଡ୍‌ ଇୟର ସ୍ଲାଇଡର୍‌ ନାମକ ପ୍ରଜାତିର କଇଁଛକୁ ଅଭିଯୁକ୍ତଙ୍କ ଠାରୁ ଜବତ କରିଛନ୍ତି।…

ଆସମରେ ଭୟଙ୍କର ବନ୍ୟା: ପାଣି ଘେରରେ ୫ଲକ୍ଷ ଲୋକ

ଦିସପୁର,୨୪।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ଅବିଶ୍ରାନ୍ତ ବର୍ଷ ଯୋଗୁ ଚାରିଆଡ ଜଳମଗ୍ନ ହୋଇ ରହିଛି। ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ତେବେ ଏପରି ସଙ୍ଗୀନ ପରିସ୍ଥତିରେ ଆସାମର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା…

ଏଣିକି ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪।୬:ଏବେ ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ହେବ ବାଧ୍ୟତାମୂଳକ। ଏନେଇ ସବୁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତିରେ ଅବହେଳା ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସମ୍ପ୍ରତି ସମୀକ୍ଷା ବୈଠକରେ ଜଣାପଡିଛି ଯେ, ଯେଉଁ…

ତାଇଓ୍ବାନ ଅଞ୍ଚଳରେ ଚାଇନା ଯୁଦ୍ଧବିମାନର ଅନୁପ୍ରବେଶ

ତାଇପେଇ,୨୪।୬: ଚାଇନା ତା’ର ବିସ୍ତାରବାଦୀ ଏବଂ ଏକଛତ୍ରବାଦୀ ନୀତିକୁ ଛାଡି ପାରୁନାହିଁ। ଏବେ ପୁଣି ଥରେ ଚାଇନାର ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର ରେଖା ଅତିକ୍ରମ କରିଛି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ଶନିବାର ଆଠଟି ଚାଇନା ଯୁଦ୍ଧ…

ବିସିସିଆଇର ବଡ଼ ନିଷ୍ପତ୍ତି: ଏଥର ଉଭୟ ପୁରୁଷ-ମହିଳା ଦଳ ଏସିଆନ ଗେମ୍ସରେ ହେବେ ସାମିଲ

ନୂଆଦିଲ୍ଲୀ,୨୪।୬: ଚଳିତ ବର୍ଷ ଶେଷରେ ଚାଇନାର ହାଙ୍ଗଜୋରେ ଏସିଆନ ଗେମ୍ସ ୨୦୨୩ ଆୟୋଜିତ ହେବ। ବର୍ତ୍ତମାନ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ବିସିସିଆଇ ଏଥର ଉଭୟ ପୁରୁଷ ଏବଂ ମହିଳା ଦଳ…

ରୁଷିଆରେ ଗୃହ ଯୁଦ୍ଧ ଆଶଙ୍କା

ମସ୍କୋ,୨୪।୬: ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅସୁବିଧା ଆହୁରି ବଢିବାରେ ଲାଗିଛି। ରୁଷିଆର ୱାଗନର୍‌ ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ପ୍ରତିରକ୍ଷା ମନ୍ତ୍ରଣାଳୟ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏଥି ସହିତ, ପ୍ରିଗୋଜିନଙ୍କ ବିଦ୍ରୋହ ପରେ ରୁଷିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?