Home Middle

ଭୁଲ ନେଇ ପଶ୍ଚାତାପ କଲା ଓ୍ବାଗନର ଗ୍ରୁପ୍‌, ଫେରିବାକୁ ଅପିଲ କଲା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ…

ମସ୍କୋ,୨୪।୬ : ଏକ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ ଯୁଦ୍ଧରେ ରୁଷିଆ ପାଇଁ ଢାଲ ଭାବରେ କାର୍ଯ୍ୟ କରୁଥିବା ୱାଗନର୍‌ ଗ୍ରୁପ ରୁଷିଆ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଛି। ପିଏମସି ୱାଗନର୍‌ ଭାବରେ ଜଣାଶୁଣା ଏହି ଗୋଷ୍ଠୀ ପ୍ରଥମେ ପୂର୍ବ…

ବିରୋଧୀ ଏକତାରେ ଫାଟ, ମମତା ଚୋର ବୋଲି କହିଲା କଂଗ୍ରେସ…

କୋଲକାତା,୨୪।୬ : ପାଟନାରେ ହୋଇଥିବା ବିରୋଧୀ ବୈଠକର ୨୪ ଘଣ୍ଟା ନ ପୂରୁଣୁ ମେଣ୍ଟରେ ଫାଟ ଦେଖାଦେଇଛି। ପଶ୍ଚିମବଙ୍ଗ କଂଗ୍ରେସ ୟୁନିଟ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଟିଏମସି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।…

ଶିବରାଜଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଭଗବାନ: କମଲନାଥ…

ଭୋପାଳ,୨୪।୬ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପାଟନାରେ ବିରୋଧୀ ଦଳର ବୈଠକକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ବନ୍ୟା ସମୟରେ ସାପ, ମାଙ୍କଡ ଏବଂ ବେଙ୍ଗ ଯେପରି ଗଛ ଉପରକୁ ଚଢ଼ି ଯାଆନ୍ତି, ବିରୋଧୀଙ୍କ ଅବସ୍ଥା ମଧ୍ୟ ସେହିପରି।…

ମଣିପୁର ହିଂସାକୁ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୨୪।୬: ଦୀର୍ଘ ଦେଢ ମାସ ଧରି ଚାଲିଥିବା ମଣିପୁର ହିଂସାକୁ ନେଇ ଶନିବାର ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦ ଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଭାଜପା ସଭାପତି ଜେପି ନ୍ନଡା, କେନ୍ଦ୍ର ଗୃହମନ୍ତ୍ରୀ…

ଲାଲୁ-ନୀତୀଶ ରାହୁଲଙ୍କ ଆଗରେ ମୁଣ୍ଡ ନୁଆଁଇଲେ, ଭୁଲିଗଲେ ଜରୁରୀକାଳୀନ ସମୟରେ ଜେଲରେ ଯିବା ଅନୁଭୁତି: ରବି ଶଙ୍କର ପ୍ରସାଦ…

ନୂଆଦିଲ୍ଲୀ,୨୪।୬ : ବିରୋଧୀ ଦଳର ଏକତାକୁ ନେଇ ଭାଜପା କ୍ରମାଗତ ଭାବରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ପୁଣିଥରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ଲୋକସଭା ଏମପି ରବି ଶଙ୍କର ପ୍ରସାଦ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ…

ନିର୍ବାଚନୀ ହିଂସା: ସର୍ବାଧିକ ଦଙ୍ଗାଗ୍ରସ୍ତ ୧୭୬୭ ଆସନରେ ଟିଏମସିର ନିର୍ବିରୋଧ ବିଜୟ…

କୋଲକାତା,୨୪।୬ : ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି। ହିଂସା ମାଧ୍ୟମରେ କ୍ଷମତା ହାସଲ କରିବା ବଙ୍ଗଳାର ପରମ୍ପରା ପାଲଟିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହା ନୁହେଁ ଯେ ବର୍ତ୍ତମାନର ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସମୟରେ ହିଂସା…

ମୃତ୍ୟୁର ଟିକଟ ଦାମ ୨ କୋଟି: ବିପଦପୂର୍ଣ୍ଣ ଯାତ୍ରା ପାଇଁ କିଣିଥିଲେ ୫ ବିଲୟନେୟାର…

ଓ୍ବାଶିଂଟନ,୨୪।୬ : ୧୯୧୨ ମସିହାରେ, ଟାଇଟାନିକ ଜାହାଜ ଏକ ବରଫ ସହିତ ମୁହାଁମୁହିଁ ହୋଇ ସମୁଦ୍ରର ଗଭୀରତାରେ ବୁଡ଼ିଯାଇଥିଲା। ୧୨୧ ବର୍ଷ ପୂର୍ବେ ଘଟିଥିବା ଏହି ଦୁର୍ଘଟଣାରେ, ଟାଇଟାନିକ ଜାହାଜ ଦେଖିବାକୁ ଯାଇଥିବା ବୁଡ଼ାଜାହାଜର ମଧ୍ୟ ସମାନ ପରିସ୍ଥିତି ଘଟିଛି। ଏହି…

କେଦାରନାଥ ମନ୍ଦିରରୁ ୨୩କିଲୋ ସୁନା ଚୋରି ହୋଇଯାଇଥିବା ଅଭିଯୋଗ

ଡେରାଡୁନ,୨୪।୬:କେଦାରନାଥ ମନ୍ଦିରରୁ ସୁନା ଚୋରି ହୋଇଯିବା ଘଟଣା ସାମ୍ନାକୁ ଅରସିଛି। ମନ୍ଦିରକୁ ଦାନ କରାଯାଇଥିବା ୨୩.୭୮ କିଲୋଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି କେଦାରନାଥ ଧାମର ପୁରୋହିତ ଏବଂ ଚାରିଧାମ ମହାପଞ୍ଚାୟତର ଉପାଧ୍ୟକ୍ଷ ସାନ୍ତୋଷ ତ୍ରିବେଦୀ। ଏହି ସୁନାକୁ ମୁମ୍ବାଇର…

ଭାରତ ଫେରିବ ୧୦୦ ଭାରତୀୟ କଳାକୃତି, ବାଇଡେନ ପ୍ରଶାସନଙ୍କ ନିଷ୍ପତ୍ତି…

ଓ୍ବାଶିଂଟନ,୨୪।୬ : ୱାଶିଂଟନର ରୋନାଲ୍ଡ ରେଗାନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୂଳ ଭାରତୀୟଙ୍କୁ ସମ୍ବୋଧିତ କରି କହିଛନ୍ତି ଭାରତରୁ ଚୋରି ହୋଇଥିବା ୧୦୦ ଟି କଳାକୃତି ଫେରସ୍ତ ପାଇଁ ଆମେରିକା ସରକାରଙ୍କ ନିଷ୍ପତ୍ତି ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।…

ବିଶ୍ୱାସଘାତ କରିଛି ଓ୍ବାଗନର ଗ୍ରୁପ୍‌, ଦିଆଯିବ ଉଚିତ ଜବାବ: ପୁଟିନଙ୍କ ଚେତାବନୀ…

ମସ୍କୋ,୨୪।୬ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଯୁଦ୍ଧରେ ଅଣାଯାଇଥିବା ଭଡା ସୈନିକ ୱାଗନର୍‌ ଗ୍ରୁପ୍ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଦେଶର ନେତୃତ୍ୱକୁ ହଟାଇବାକୁ ଧମକ ଦେଇଛନ୍ତି। ୱାଗନର୍‌ ଗ୍ରୁପର ଯୋଦ୍ଧାମାନେ ରାଜଧାନୀ ମସ୍କୋ ଆଡକୁ ଯାଉଛନ୍ତି।…

ବାଲାସାହେବଙ୍କୁ କରାଯାଇଛି ଅପମାନିତ: ଫଡନାଭିସ…

ମୁମ୍ବାଇ,୨୪।୬ : ଭାରତୀୟ ଜନତା ପାର୍ଟି (ଭାଜପା)ଉଦ୍ଧବ ଠାକରେଙ୍କ ବିରୋଧରେ ସେ ବାଲାସାହେବ ଠାକରେଙ୍କୁ ଅପମାନିତ କରିଥିବା ଅଭିଯୋଗ କରାଯାଇଛି। ଭାଜପାକୁ ପରାସ୍ତ କରିବାକୁ ଉଦ୍ଧବ ଠାକରେ କେଉଁମାନଙ୍କ ପାଖରେ ବସିଛନ୍ତି ତାହା ଭୁଲି ଯାଇଛନ୍ତି ବୋଲି ଭାଜପା ଅକ୍ଷେପ କରିଛି।…

ପୂର୍ବ ଇମ୍ଫାଲ ନେତା ଏଲ ସୁନୀନ୍ଦ୍ରଙ୍କ ଗୋଦାମ ଜାଳିଦେଲେ ଦଙ୍ଗାକାରୀ

ଇମ୍ଫାଲ,୨୪।୬: ମଣିପୁର ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଏତେଦିନ ଧରି ରାଜ୍ୟ ଜଳୁଥିବାରୁ ଏହା କେନ୍ଦ୍ରର ଅପାରଗତାକୁ ସ୍ପଷ୍ଟ ଦର୍ଶାଇଛି। ହିଂସା ଯୋଗୁ ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ କ୍ଷତିଗ୍ରସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?