ଭାରତ-ଆମେରିକା ମିଳିତ ଭାବେ ମହାକାଶରେ ଚାଇନାକୁ ଦେବେ ଟକ୍କର !…
ଓ୍ବାଶିଂଟନ,୮।୬ : : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ରୁ ଆମେରିକା ଗସ୍ତରେ ଯିବେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଷ୍ଟିରୁ ଏହି ଗସ୍ତକୁ ବହୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ହ୍ବାଇଟ ହାଉସ କହିଛି ପିଏମ ମୋଦିଙ୍କ ଆଗାମୀ ଗସ୍ତ…
ଅଷ୍ଟ୍ରେଲିଆରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ,ନାଜି ପ୍ରତୀକ ଉପରେ ଲଗାଯିବ ପ୍ରତିବନ୍ଧକ, ସରକାର ଆଣିବେ ଆଇନ…
ମେଲବୋର୍ନ,୮।୬ : : ଦକ୍ଷିଣପନ୍ଥୀ କାର୍ଯ୍ୟକଳାପର ବୃଦ୍ଧି ଯୋଗୁ ଅଷ୍ଟ୍ରେଲିଆ ସରକାର ସାରା ଦେଶରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ସ୍ବସ୍ତିକ ଚିହ୍ନ ଏବଂ ନାଜି ପ୍ରତୀକ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ଏଥିପାଇଁ ଏକ ଆଇନ…
ଜାପାନର ସମଲିଙ୍ଗୀଙ୍କ ପାଇଁ ଆଶାର କିରଣ, ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ କହିଲେ କୋର୍ଟ…
ଟୋକିଓ,୮।୬ : : ଜାପାନର ଏକ କୋର୍ଟ ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହା ଦ୍ୱାରା ଜାପାନର ଏଲଜିବିଟି ସମ୍ପ୍ରଦାୟ ମଧ୍ୟରେ ଆଶାର କିରଣ ଦେଖାଦେଇଛି। ଜାପାନର ଫୁକୁଓକା ଜିଲା କୋର୍ଟ ଗୁରୁବାର କହିଛନ୍ତି ସମଲିଙ୍ଗୀ ବିବାହକୁ…
ପୃଥିବୀରେ ପ୍ରଥମ ଘଟଣା: ବିନା ଅଣ୍ଡିରା କୁମ୍ଭୀରରେ ମାଈ କୁମ୍ଭୀର ଅଣ୍ଡାରୁ ଫୁଟିଲା ଛୁଆ…
ଓ୍ବାଶିଂଟନ,୮।୬ : : ଚଳଚ୍ଚିତ୍ର ଜୁରାସିକ ପାର୍କରେ କିପରି ମାଈ ଡାଇନୋସର ଅଣ୍ଡିରା ଡାଇନୋସର ବିନା ଅଣ୍ଡାରୁ ଛୁଆ ଫୁଟାଇବା ଦେଖାଯାଇଥିଲା। ଠିକ ଏହିପରି ଏକ ଘଟଣା ଆମେରିକାରେ ଘଟିଛି। ଏଥିରେ କେତେ ସତ୍ୟତା ଅଛି ସେନେଇ ବିଭିନ୍ନ ପ୍ରକାରର ବିତର୍କ…
କାନାଡ଼ା ଜଙ୍ଗଲ ନିଆଁ ଆମେରିକାକୁ ବ୍ୟାପିଲା: ନ୍ୟୁୟର୍କ ଧୂଆଁରେ ଆଚ୍ଛାଦିତ…
ଓ୍ବାଶିଂଟନ,୮।୬ : : କାନାଡାର ଜଙ୍ଗଲ ଜଳୁଛି। ଜଙ୍ଗଲରେ ସବୁଠୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ୩୩ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଜଙ୍ଗଳ ପ୍ରାଣୀ ଓ ପକ୍ଷୀଙ୍କର ମୃତ୍ୟୁ ହୋଇଛି ଏବଂ…
ପ୍ରଥମ ଏଆଇ ଶିଖର ସମ୍ମିଳନୀ ଆୟୋଜନ କରିବ ବ୍ରିଟେନ…
ଲଣ୍ଡନ,୮।୬ : : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ କୃତ୍ରିମ ବୁଦ୍ଧିମତା ଉପରେ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ସମ୍ପର୍କରେ ଘୋଷଣା କରି ୱାଶିଂଟନ ଗସ୍ତ ସମୟରେ ସମ୍ଭାବ୍ୟ ବିପଦକୁ ସୀମିତ କରିବାରେ ବ୍ରିଟେନକୁ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି।…
ଇୟୁରେ ସିଓପି-୨୯ ଜଳବାୟୁ ଶିଖର ସମ୍ମିଳନୀ ଆୟୋଜନ ନ କରାଇବା ପାଇଁ ରୁଷିଆର ଉଦ୍ୟମ…
ମସ୍କୋ,୮।୬ : : ଗତ ବର୍ଷଠାରୁ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣର ପରିଣାମ ସ୍ବରୂପ, ଭୂ-ରାଜନୈତିକ ବିବାଦ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବିଶ୍ୱର ଉଦ୍ୟମକୁ ଜଟିଳ କରିଛି। ତେଣୁ ଆସନ୍ତା ବର୍ଷ ଜାତିସଂଘ ପକ୍ଷରୁ ୟୁରୋପିଆନ ସଂଘ(ଇୟୁ)ର ବ୍ରସେଲ୍ସରେ…
ଆଫଗାନିସ୍ତାନରେ ଖାଲକୁ ଖସିଲା ବସ୍: ୨୫ ମୃତ…
କାବୁଲ,୮।୬ : ଆଫଗାନିସ୍ତାନରେ ଏକ ବସ୍ ଖାଲରେ ଖସିପଡିଛି। ଏହି ଦୁର୍ଘଟଣାରେ ଆଠ ଜଣ ଶିଶୁ ଏବଂ ୧୨ ଜଣ ମହିଳାଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସର-ଇ-ପୋଲ ପ୍ରାଦେଶିକ ପୋଲିସର ମୁଖପାତ୍ର ଦେନ ମହମ୍ମଦ ନାଜାରୀ କହିଛନ୍ତି ଡ୍ରାଇଭରଙ୍କ…
ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା ଭାରତ
ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ପୂର୍ବରୁ ଭାରତୀୟ ଦଳ ଏଠାରେ ଅଭ୍ୟାସ ଚଳାଇଥିବାବେଳେ ଅନ୍ୟ ୩ ଦଳ ପର୍ଯ୍ୟାୟକ୍ରମେ ବୁଧବାର ପହଞ୍ଚତ୍ବାରେ ଲାଗିଛନ୍ତି। ଭାରତ ବ୍ୟତୀତ ଲେବାନନ,…
ସ୍ବର୍ଣ୍ଣ ବିଜୟୀ ମହିଳା ଭଲିବଲ ଦଳ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ କାଭା ମହିଳା ଭଲିବଲ ଚ୍ୟାଲେଞ୍ଜ କପ୍ରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳକୁ ବୁଧବାର କିଟ୍ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଭାରତୀୟ ଦଳରେ ଓଡ଼ିଆ ଖେଳାଳି ଅନନ୍ୟା ଦାସ ଓ ମ୍ୟାନେଜର…
ଓଡ଼ିଶା ସିନିୟର ମହିଳା ରଗ୍ବୀ ଦଳ ଘୋଷିତ
ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ମହାରାଷ୍ଟ୍ରର ପୁଣେସ୍ଥିତ ବାଲଓ୍ବୋଡ଼ିଠାରେ ସର୍ବଭାରତୀୟ ଜୁନିୟର ମହିଳା ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ଶେଷ ହୋଇଛି। ଏଥିରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ସର୍ବଭାରତୀୟ ସିନିୟର ମହିଳା ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ଆସନ୍ତା ୯ ତାରିଖରୁ ପୁଣେରେ…
ସ୍ବିଟେକ୍ ସେମିଫାଇନାଲରେ
ପ୍ୟାରିସ, ୮ା୬: ଗତଥରର ଚାମ୍ପିୟନ ଇଗା ସ୍ବିଟେକ ଫ୍ରେଞ୍ଚ ଓପନ ଟେନିସ ମହିଳା ସିଙ୍ଗଲ୍ସରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ନମ୍ବର ଓ୍ବାନ ମାନ୍ୟତାପ୍ରାପ୍ତ ଏହି ଖେଳାଳି ଆମେରିକାର ସ୍ବଳ୍ପ ବୟସ୍କା କୋକୋ ଗଫ୍ଙ୍କୁ ୬-୪, ୬-୨ ରେ ହରାଇ ଦେଇଛନ୍ତି।…
Archives


