ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏସ୍ମା
ଭୁବନେଶ୍ୱର,୧୮।୪(ବ୍ୟୁରୋ): ସରକାରୀ ଡାକ୍ତରଖାନାରେ ନିୟୋଜିତ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍, ଟେକ୍ନିସିଆନ୍ଙ୍କ ଉପରେ ରାଜ୍ୟ ସରକାର ସୋମବାର ଅତ୍ୟାବଶ୍ୟକ ସେବା ଏବଂ ପରିଚାଳନା ଆଇନ(ଏସ୍ମା) ଲାଗୁ କରିଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ସେବାରେ ଜଡ଼ିତ ଅନ୍ୟ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମେତ…
ଆରସିବିକୁ ହରାଇ ସିଏସକେର ଦମଦାର ବିଜୟ…..
ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି)କୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ବିଜୟୀ ହୋଇଛି। ସିଏସକେ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ୍ କରିଥିଲା। ଫଳରେ ଆରସିବି ପାଇଁ…
ଆରସିବିକୁ ଜିତିବାକୁ ହେଲେ କରିବାକୁ ପଡ଼ିବ ୨୨୭ ରନ୍…
ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ତେବେ ମ୍ୟାଚରେ ପ୍ରଥମେ ଆରସିବି ଟସ ଜିତି ବୋଲିଂ…
ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟର ଶୁଣାଣିକୁ ନେଇ କେନ୍ଦ୍ରର ବିରୋଧ
ନୂଆଦିଲ୍ଲୀ,୧୭।୪: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ମଙ୍ଗଳବାର ଶୁଣାଣି ହେବ। ଗତ ସୋମବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରି ୫ ଜଣିଆ ଜଣିଆ ଖଣ୍ଡପୀଠଙ୍କୁ ଏହି ମାମଲା ହସ୍ତାନ୍ତର କରି ଆଇନଗତ ସ୍ବୀକୃତି ଉପରେ ଅନ୍ତିମ ଯୁକ୍ତି ପାଇଁ…
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି…
ବେଙ୍ଗାଲୁରୁ,୧୭।୪: ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ତେବେ ମ୍ୟାଚରେ ପ୍ରଥମେ ଆରସିବି ଟସ୍ ଜିତି ବୋଲିଂ କରିବାକୁ…
କର୍ନାଟକ ନିର୍ବାଚନ: ତୃତୀୟ ପ୍ରାର୍ଥୀ ତାଲିକା ଜାରି କଲା ଭାଜପା
ବେଙ୍ଗାଲୁରୁ,୧୭।୪: ମେ’ ୧୦ ତାରିଖରେ କର୍ନାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ଭାଜପା ସୋମବାର ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ତେବେ ତୃତୀୟ ତାଲିକାରେ ମୋଟ୍ ୧୦…
ଆସାମରେ ୩.୭ ତୀବ୍ରତାର ଭୂକମ୍ପ ଝଟକା…
ଗୁଆହାଟୀ, ଆସାମର ଗୁଆହାଟୀରେ ସୋମବାର ଅପରାହ୍ନ ୪.୫୨ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୧୦ କିଲୋମିଟର ଥିବା ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା…
ଶିକ୍ଷକ ଚୟନ ଦୁର୍ନୀତି ମାମଲା: ଅଭିଷେକ ବାର୍ନାଜୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି
କୋଲକାତା, ୧୭।୪: ପଶ୍ଚିମବଙ୍ଗରେ ଶିକ୍ଷକ ଚୟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗେସର ଏମ୍ପି ଏବଂ ଦଳର ସଭାପତି ଅଭିଷେକ ବାର୍ନାଜୀଙ୍କୁ ସିବିଆଇ ସମନ ଜାରି କରିଛି। ସମନରେ ତାଙ୍କୁ ମଙ୍ଗଳବାର କୋଲକାତାର ନିଜାମ ପ୍ୟାଲେସରେ ହାଜିର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ୍…
କର୍ନାଟକରେ ପୁଣି ସରକାର ଗଢିବ ଭାଜପା: ଶାହା
ନୂଆଦିଲ୍ଲୀ,୧୭।୪: କର୍ନାଟକରେ ପୁଣିଥରେ ଭାଜପା ସରକାର ଗଢିବ। ଦକ୍ଷିଣ ଗୋଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏଭଳି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି, ଓଡିଶା ଏବଂ ତେଲଙ୍ଗାନାର ଲୋକେ ଭାଜପା ସପକ୍ଷରେ ଅଛନ୍ତି। ଏହା…
ମଦମୃତ୍ୟୁ ମାମଲା: ସହାୟତା ଘୋଷଣା କଲେ ନୀତୀଶ
ପାଟନା, ୧୭।୪: ବିହାରରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ଷୋଷଣା କରାଯାଇଛି ା ଏପରିକି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସିଏମ୍…
ସୁପ୍ରିମକୋର୍ଟରେ ପହଞ୍ଚିଲା ଅତିିକ,ଅଶ୍ରଫ୍ ହତ୍ୟା ମାମଲା
ନୂଆ ଦିଲ୍ଲୀ,୧୭।୪: ପୋଲିସ ହେପାଜତରେ ହତ୍ୟା କରାଯାଇଥିବା ମାଫିଆ ଅତିିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍ଙ୍କ ହତ୍ୟା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ହତ୍ୟା ଘଟଣାର ତଦନ୍ତ ନେଇ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ ହୋଇଛି। ଦାଖଲ ହୋଇଥିବା…
ଏପ୍ରିଲ ୨୯ ଯାଏ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି
ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ପୁଣି ବୃଦ୍ଧି କରାଯାଇଛି। ସିବିଆଇ ମାମଲାରେ ସୋମବାର ରୌଜ ଏଭିନ୍ୟୁ କୋର୍ଟ ଶୁଣାଣି କରି ଏପ୍ରିଲ ୨୭ ଏବଂ…
Archives


