Home Middle

୧୦ ଜୁନରେ ଉଦ୍ଧବଙ୍କ ସହ ବିଶ୍ୱାସଘାତ କରି ସଞ୍ଜୟ ଏନସିପିରେ ହେବେ ସାମିଲ: ନୀତୀଶ ରାଣେ…

ମୁମ୍ବାଇ,୭।୫ : ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି ବିଧାୟକ ନୀତୀଶ ରାଣେ ରବିବାର ଶିବସେନା ଉଦ୍ଧବ ଦଳର ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ସଞ୍ଜୟଙ୍କ ତୁଳନା ସାପ ସହିତ କରିଛନ୍ତି। ସେ ଉଦ୍ଧବ ଠାକରେଙ୍କ ପ୍ରତି…

ଗୁପ୍ତଚରୀ ଆଇନରେ ପରିବର୍ତ୍ତନ କଲା ଚାଇନା, ଚିନ୍ତାରେ ବିଦେଶୀ କମ୍ପାନୀ…

ବେଜିଂ,୭।୫ : ଗତ ସପ୍ତାହରେ ଚାଇନାର ରବର-ଷ୍ଟାମ୍ପ ସଂସଦ ଦେଶର ଗୁପ୍ତଚର ଆଇନରେ ପରିବର୍ତ୍ତନ ଆଣିଥିଲା, ଯାହା ଦେଶରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଆଇନଗତ ବିପଦ ଆଣିପାରେ ବୋଲି ଆଶଙ୍କା ଦେଖାଦେଇଛି। ଜାତୀୟ ସୁରକ୍ଷା ସହ…

ଭୁବନେଶ୍ୱରରେ ପହଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରୀଛାତ୍ର, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର,୭ା୫(ବ୍ୟୁରୋ): ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡ଼ିଆ ଛାତ୍ରୀଛାତ୍ର ରବିବାର ସୁରକ୍ଷିତ ଭାବରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ମୋ’ ପରିବାର ପକ୍ଷରୁ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ମଣିପୁରରେ ପାଠ ପଢୁଥିବା…

ଡେଲିଭରୀ ବୟ ସହିତ ସ୍କୁଟରରେ ବସି ପ୍ରଚାର କଲେ ରାହୁଲ…

ବେଙ୍ଗାଲୁରୁ,୭।୫ : କର୍ନାଟକରେ ନିର୍ବାଚନ ପ୍ରଚାରରେ ସମସ୍ତ ଦଳ ନିଜର ଶେଷ ଶକ୍ତି ଲଗାଉଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିନ୍ନ ଶୈଳୀର ପ୍ରଚାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ବେଙ୍ଗାଲୁରୁରେ ଜଣେ ଡେଲିଭରୀ…

ଲୋକଙ୍କୁ ଗ୍ୟାରେଣ୍ଟି ଦେଉଛନ୍ତି ରାହୁଲ, ତାଙ୍କ ଗ୍ୟାରେଣ୍ଟି ଦେବ କିଏ: ବିଶ୍ୱ ଶର୍ମା…

ମାଙ୍ଗାଲୁରୁ,୭।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରବିବାର ମାଙ୍ଗାଲୁରୁରେ ଏକ ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ରାହୁଲ…

ପ୍ରଧାନମନ୍ତ୍ରୀ ହୋଇଗଲେ ପ୍ରଚାରମନ୍ତ୍ରୀ: ଭୁପେଶ ବାଘେଲ

ବେଙ୍ଗାଲୁରୁ,୭।୫: କର୍ନାଟକ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ମୋଦି ରବିବାର ବେଙ୍ଗାଲୁରୁରେ ମେଗା ରୋଡ ଶୋ’ କରିଛନ୍ତି। ଏହି ସମୟରେ ମୋଦିଙ୍କ ରୋଡ ଶୋ’ରେ ସାମିଲ ହେବାକୁ ଲୋକଙ୍କ ବଡ ଉତ୍ସାହ ଦେଖିବାକୁ ମିଳିଛି। ଏବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ…

ସକ୍ରିୟ ମାମଲା ୨୮ ହଜାର ତଳେ…

ନୂଆଦିଲ୍ଲୀ, ୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଯୁଦ୍ଧ ପାଇଁ କ୍ଷତିରେ କୃଷକ

କିଭ୍‌,୭ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ୧୪ ମାସ ଧରି ଚାଲିଥିଲେ ମଧ୍ୟ ଥମିବାର ନାଁ ନେଉନି। ଇତିମଧ୍ୟରେ ଏହି ଯୁଦ୍ଧ ଯୋଗୁ ୟୁକ୍ରେନର କୃଷକମାନେ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଯେଉଁଠାରେ ସୂର୍ଯ୍ୟମୁଖୀ ଫୁଲ କ୍ଷେତରେ ହଜାର ହଜାର ଫୁଲ ଫୁଟୁଥିଲା,…

ମଣିପୁରରେ ଲାଗୁ କରିଦିଅ ରାଷ୍ଟ୍ରପତି ଶାସନ: ଥରୁର…

ଇମ୍ଫାଲ,୭।୫ : ଉତ୍ତର-ପୂର୍ବ ମଣିପୁରରେ ହିଂସା ପରେ ପରିସ୍ଥିତି ଚିନ୍ତାଜନକ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହଜାର ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ଏମପି ଶଶି…

କେବଳ ବ୍ରିଟେନ ନୁହେଁ, ଏହି ୧୫ ଦେଶର ମୁଖ୍ୟ ହୋଇଛନ୍ତି କିଙ୍ଗ୍‌ ଚାଲର୍‌ସ

ଲଣ୍ଡନ,୭ା୫: ରାଣୀ ଏଲିଜାବେଥଙ୍କ ଦୀର୍ଘ ଶାସନ ଏବଂ ତାଙ୍କ ଦେହାନ୍ତ ପରେ ମେ’ ୬ରେ ୭୪ ବର୍ଷୀୟ ପ୍ରିନ୍ସ ଚାଲର୍‌ସ ତୃତୀୟଙ୍କୁ ରାଜା ଭାବରେ ମୁକୁଟ ପିନ୍ଧାଯାଇଛି। ଏହା ସହିତ ବ୍ରିଟିଶ ରାଜା, ଯିଏକି ବ୍ରିଟିଶ ରାଜତନ୍ତ୍ରର ଶୀର୍ଷ ପଦବୀ ଅଧିକାର…

କେଜରିଓ୍ବାଲଙ୍କ ବାସଭବନରେ ୪୫ କୋଟି ନୁହେଁ ଖର୍ଚ୍ଚ ହୋଇଛି ୧୭୧ କୋଟି: କଂଗ୍ରେସ…

ନୂଆଦିଲ୍ଲୀ,୭।୫ : ଭେଟେରାନ କଂଗ୍ରେସ ନେତା ଅଜୟ ମାକେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଅଜୟ ମାକେନ କହିଛନ୍ତି କେଜରିୱାଲଙ୍କ ବାସଭବନର ପୁନର୍ନିର୍ମାଣରେ ୪୫ କୋଟି ଟଙ୍କା ନୁହେଁ ମୋଟ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାସଭବନକୁ…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, ପୋଲିସକୁ ମିଳିଲା ୫-୬ କିଲୋ ଆଇଇଡି

ଜମ୍ମୁ,୭।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପୋଲିସକୁ ବଡ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଏକ ଜିଲାରେ ୫ କିଲୋଗ୍ରାମ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ(ଆଇଇଡି) ସହ ଜଣେ ଜଣେ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଆଇଇଡି ଜବତ କରାଯିବ ପରେ ଏକ ବଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri