Home Middle

୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ…

କାଇରୋ,୭।୫ : ସିରିଆକୁ ୧୨ ବର୍ଷ ପରେ ଆରବ ଲିଗକୁ ଫେରାଇ ଆଣିବା ପାଇଁ ରବିବାର କାଇରୋରେ ଆରବ ସରକାରଙ୍କ ପ୍ରତିନିଧୀମାନେ ଭୋଟିଂ କରିଛନ୍ତି। ଇଜିପ୍ଟର ରାଜଧାନୀରେ ମତଦାନ ଆଞ୍ଚଳିକ ଶୀର୍ଷ କୂଟନୀତିଜ୍ଞମାନେ ଜୋର୍ଡାନରେ ସିରିଆକୁ ଆରବ ଲିଗକୁ ଫେରାଇ ଆଣିବା…

ଏଲଓସିରେ ମୁତୟନ ହେବେ ଟେରିଟୋରିଆଲ ଆର୍ମି ମହିଳା ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ…

ନୂଆଦିଲ୍ଲୀ,୭।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ଟେରିଟୋରିଆଲ ଆର୍ମି(ଟିଏ)ର ଇଞ୍ଜିନିୟର ରେଜିମେଣ୍ଟ ସହିତ ଭାରତ ପାକିସ୍ତାନର ଏଲଓସି ଗ୍ରୁପ ହେଡକ୍ୱାର୍ଟରରେ ଷ୍ଟାଫ ଅଫିସର ତଥା ନୂଆଦିଲ୍ଲୀରେ ଟେରିଟେରାଲ ଆର୍ମି ଡାଇରେକ୍ଟୋରେଟ ଜେନେରାଲ ଭାବରେ ପୋଷ୍ଟ…

ଚାଇନାଠାରୁ ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବ ସୌଦି: ଆମେରିକାର ବଢ଼ିଲା ଚିନ୍ତା…

ବେଜିଂ,୭।୫ : ମଧ୍ୟ ପୂର୍ବର ସବୁଠାରୁ ଧନୀ ଦେଶ ସୌଦି ଆରବ ନିଜ ବନ୍ଧୁ ଚାଇନା ଠାରୁ ୧୨ ଟାଇପ ୦୫୨-ଡି ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବାକୁ ଯୋଜନା କରୁଛି। ଗତ ମାସରେ, ଆବୁଧାବି ଅନ୍ତର୍ଜାତୀୟ ପ୍ରତିରକ୍ଷା ପ୍ରଦର୍ଶନୀରେ ଚାଇନା ଏହାର…

ଯାତ୍ରୀବାହୀ ପିକ୍‌ଅନ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍‌: ୮ ମୃତ, ୧୫ ଆହତ

ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶର ମୋରାଦାବାଦର ଦଳପଟପୁର-କାଶୀପୁର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ପିକ୍‌ଅନ ଭ୍ୟାନକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଏକ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ…

୫୬ ରନରେ ଜିତିଲା ଜିଟି…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି)କୁ ୫୬ ରନରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ବିଛା କରି ଏଲଏସଜି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୧ ରନ କରିଥିଲା। ଏଲଏସଜି…

ଟସ ଜିତିଲା ଆରଆର, ପ୍ରଥମେ ବ୍ୟାଟିଂ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଆରଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ଅଧିନାୟକ…

ମୋଦିଙ୍କ ଜ୍ୟାକେଟ ପ୍ରସିଦ୍ଧି ହାସଲ କରିଛି, ଦିନରେ ୪ ଥର କରନ୍ତି ପରିବର୍ତ୍ତନ: ଖାର୍ଗେଙ୍କ କଟାକ୍ଷ…

ବେଙ୍ଗାଲୁରୁ,୭।୫ : ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ତିନି ଦିନରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ଦଳ ଏବଂ ନେତାମାନେ ସେମାନଙ୍କର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ…

ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୨୨୮ ରନ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଏଲଏସଜି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ…

ଆପଣମାନେ ଯେଉଁ ଭଲପାଇବା ଆଉ ଆଶୀର୍ବାଦ ଦେଇଛନ୍ତି, ସୁଧମୂଳ ସହ ଫେରାଇବି: ମୋଦି

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳର ପ୍ରଚାର ବି ସେତିକି ଆଗକୁ ଆଗକୁ ବଢି ଚାଲିଛି। ଏଥର ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ ଯୋରଦାର ଟକ୍କର ଦେଖିବାକୁ ମିଳିଛି। ଏହି…

ଶରଦ ପାଓ୍ବାର ପ୍ରସଙ୍ଗରେ ବାରମ୍ବାର ଆଲୋଚନାର ଆବଶ୍ୟକତା ନାହିଁ: ଅଜିତ ପାଓ୍ବାର…

ମୁମ୍ବାଇ,୭।୫ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ରବିବାର କହିଛନ୍ତି ଶରଦ ପାୱାର ତାଙ୍କର ସର୍ବୋଚ୍ଚ ନେତା। ତାଙ୍କ ଇସ୍ତଫା ସହିତ ଏହି ପ୍ରସଙ୍ଗ ବର୍ତ୍ତମାନ ଶେଷ ହୋଇଛି ଏବଂ ଏହାକୁ ବାରମ୍ବାର ଆଲୋଚନା କରିବାର କୌଣସି…

ସମାଜକୁ ବିଭାଜନ କରିବ ଏନଆରସି-ୟୁସିସି: ଚିଦାମ୍ବରମ…

ବେଙ୍ଗାଲୁରୁ,୭।୫ : ବଜରଙ୍ଗ ଦଳ ବିବାଦ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ରବିବାର ସେ କହିଛନ୍ତି, କର୍ନାଟକ ନିର୍ବାଚନ ପାଇଁ କଂଗ୍ରେସ ଇସ୍ତାହାରରେ କୁହାଯାଇ ନାହିଁ, ଯଦି ରାଜ୍ୟରେ ସରକାର ଗଠନ ହୁଏ…

ବଙ୍ଗୋପସାଗର ଉପକୂଳ ମୁହାଁ ଘୁର୍ଣ୍ଣିବଳୟ ମୋଚା, ଆନ୍ଧ୍ରପ୍ରଦେଶ ସମେତ ୩ ରାଜ୍ୟକୁ ଆଲର୍ଟ

ନୂଆଦିଲ୍ଲୀ,୭।୫: ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ରବିବାରଠାରୁ ବଙ୍ଗେପାସାଗର ଉପକୂଳରେ ଆସୁଥିବା ଏକ ଘୂର୍ଣ୍ଣିବଳୟକୁ ନେଇ ଚେତାବନୀ ଜାରି କରିଛି। ଏହି ଘୂର୍ଣ୍ଣିବଳୟ ଦେଶର ପୂର୍ବ ଉପକୂଳରେ ମାଡ ହୋଇପାରେ। ଏହାକୁ ମୋଚା ନାମ ଦିଆଯାଇଛି। ପାଣିପାଗ ବିଭାଗ ଚେତାବନୀ ଦେଇଛି କି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri