କେରଳରେ ଡଙ୍ଗାବୁଡ଼ି, ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି
ଥିରୁଭାନନ୍ତପୁରମ୍,୮ା୫: କେରଳର ମାଲାପୁରମ୍ ଜିଲାର ତନୁର ନିକଟରେ ରବିବାର ରାତିରେ ଏକ ଡଙ୍ଗାବୁଡ଼ି ଯାଇଥିଲା। ଆଜି ଏହି ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଏହି ଡଙ୍ଗାରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ। ମନ୍ତ୍ରୀ ଭି.ଅବ୍ଦୁରହିମନ କହିଛନ୍ତି, ବର୍ତ୍ତମାନ ମୃତ୍ୟୁସଂଖ୍ୟା ୨୧ପହଞ୍ଚିଥିବା…
୧୯୮୮ ପରଠୁ ପଦ ହରାଇଲେଣି ୪୨ ଏମ୍ପି
ନୂଆଦିଲ୍ଲୀ,୮ା୫: ଲୋକ ସଭାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦ୍ୟ ଅଯୋଗ୍ୟତା ଜନ ପ୍ରତିନିଧି ଆଇନର ନିୟମ ଉପରେ ବିତର୍କ ସୃଷ୍ଟି କରିଛି, ଯାହା ବଳରେ ୧୯୮୮ ମସିହାରୁ ଅଦ୍ୟାବଧି ୪୨ ଏମ୍ପି ନିଜ ପଦ ହରାଇଲେଣି। ୨୦୦୪ ମେ’ ୧୭ରୁ…
ବ୍ରିଜ୍ଭୂଷଣଙ୍କୁ ଗିରଫ କର: କେନ୍ଦ୍ରକୁ ୧୦ ଦିନିଆ ମହଲତ
ନୂଆଦିଲ୍ଲୀ,୮ା୫: ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ତଥା ଭାଜପା ଏମ୍ପି ବ୍ରିଜ୍ଭୂଷଣ ଶରଣ ସିଂଙ୍କୁ ୧୦ ଦିନ ମଧ୍ୟରେ ଗିରଫ କର। ନଚେତ୍ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧା ଓ ସେମାନଙ୍କ…
ଆଜିଠୁ ୪୭ କେନ୍ଦ୍ରରେ ଓଜେଇଇ
ଭୁବନେଶ୍ୱର,୮।୫(ବ୍ୟୁରୋ): ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। ୨୩ ପାଠ୍ୟକ୍ରମରେ ମୋଟ ୫୫,୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ରାଜ୍ୟରେ ୩୦ ସ୍ଥାନରେ ୪୪ ପରୀକ୍ଷା ସେଣ୍ଟର କରାଯାଇଥିବାବେଳେ ରାଜ୍ୟ ବାହାରେ ୩ଟି ସ୍ଥାନରେ ୩ଟି…
ଆଜି ସ୍ପଷ୍ଟ ହେବ ବାତ୍ୟା ସ୍ଥିତି
ଭୁବନେଶ୍ୱର,୮।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ସୋମବାର ସକାଳେ ଲଘୁଚାପରେ ପରିଣତ ହେବ। ୯ ତାରିଖ…
୪ ୱିକେଟରେ ଜିତିଲା ଏସଆରଏଚ…
ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ୪ ୱିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏସଆରଏଚ ୨୦ ଓଭରରେ ୬ ୱିକେଟ ହରାଇ ୨୧୭ ରନ…
ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ,ଏସଆରଏଚ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ…
ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଆରଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଅଧିନାୟକ…
୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ…
କାଇରୋ,୭।୫ : ସିରିଆକୁ ୧୨ ବର୍ଷ ପରେ ଆରବ ଲିଗକୁ ଫେରାଇ ଆଣିବା ପାଇଁ ରବିବାର କାଇରୋରେ ଆରବ ସରକାରଙ୍କ ପ୍ରତିନିଧୀମାନେ ଭୋଟିଂ କରିଛନ୍ତି। ଇଜିପ୍ଟର ରାଜଧାନୀରେ ମତଦାନ ଆଞ୍ଚଳିକ ଶୀର୍ଷ କୂଟନୀତିଜ୍ଞମାନେ ଜୋର୍ଡାନରେ ସିରିଆକୁ ଆରବ ଲିଗକୁ ଫେରାଇ ଆଣିବା…
ଏଲଓସିରେ ମୁତୟନ ହେବେ ଟେରିଟୋରିଆଲ ଆର୍ମି ମହିଳା ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ…
ନୂଆଦିଲ୍ଲୀ,୭।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ଟେରିଟୋରିଆଲ ଆର୍ମି(ଟିଏ)ର ଇଞ୍ଜିନିୟର ରେଜିମେଣ୍ଟ ସହିତ ଭାରତ ପାକିସ୍ତାନର ଏଲଓସି ଗ୍ରୁପ ହେଡକ୍ୱାର୍ଟରରେ ଷ୍ଟାଫ ଅଫିସର ତଥା ନୂଆଦିଲ୍ଲୀରେ ଟେରିଟେରାଲ ଆର୍ମି ଡାଇରେକ୍ଟୋରେଟ ଜେନେରାଲ ଭାବରେ ପୋଷ୍ଟ…
ଚାଇନାଠାରୁ ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବ ସୌଦି: ଆମେରିକାର ବଢ଼ିଲା ଚିନ୍ତା…
ବେଜିଂ,୭।୫ : ମଧ୍ୟ ପୂର୍ବର ସବୁଠାରୁ ଧନୀ ଦେଶ ସୌଦି ଆରବ ନିଜ ବନ୍ଧୁ ଚାଇନା ଠାରୁ ୧୨ ଟାଇପ ୦୫୨-ଡି ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବାକୁ ଯୋଜନା କରୁଛି। ଗତ ମାସରେ, ଆବୁଧାବି ଅନ୍ତର୍ଜାତୀୟ ପ୍ରତିରକ୍ଷା ପ୍ରଦର୍ଶନୀରେ ଚାଇନା ଏହାର…
ଯାତ୍ରୀବାହୀ ପିକ୍ଅନ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍: ୮ ମୃତ, ୧୫ ଆହତ
ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶର ମୋରାଦାବାଦର ଦଳପଟପୁର-କାଶୀପୁର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ପିକ୍ଅନ ଭ୍ୟାନକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେଇଛି। ଫଳରେ ଏକ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ…
୫୬ ରନରେ ଜିତିଲା ଜିଟି…
ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି)କୁ ୫୬ ରନରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ବିଛା କରି ଏଲଏସଜି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୧ ରନ କରିଥିଲା। ଏଲଏସଜି…
Archives


