Home Middle

ଛଳନାକାରୀ କଂଗ୍ରେସର ୫ ଗ୍ୟାରେଣ୍ଟି ପ୍ରତି ସତର୍କ ରୁହନ୍ତୁ: ଶିବରାଜ…

ଭୋପାଳ,୨୮।୬ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ୟାରେଣ୍ଟି ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଏକ ଶିବରାଜ କଂଗ୍ରେସକୁ ଛଳନାକାରୀ ବୋଲି…

ପାକିସ୍ତାନରେ ଗୋଟିଏ ପରିବାରରୁ ୯ଜଣଙ୍କୁ ହତ୍ୟା

ଇସଲାମବାଦ,୨୮।୬:ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବୁଧବାର ଦିନ କିଛି ବନ୍ଧୁକଧାରୀମାନେ ଏକ ଘରେ ପଶି ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଆଖିବୁଜା ଗୁଳି ଚଳାଇଛନ୍ତି। ଗୁଳିମାଡରେ ଗୋଟିଏ ପରିବାରର ୯ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ସୂଚନାନୁସାରେ, ଏହି…

ବଡଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ

ପୁରୀ,୨୮।୬(ଅଜିତ୍‌ ମହାନ୍ତି) ଆଜି ବାହୁଡିବେ ଚର୍ତୁଦ୍ଧାମୂର୍ତ୍ତି। ଜନ୍ମବେଦୀରେ ନିଜର ୯ଦିନିଆ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ଲେଉଟି ଯିବେ ତିନି ଠାକୁର। ସେଥିଲାଗି ସଅଳ ନୀତିକାନ୍ତି ଶେଷ ହୋଇଛି। ତିନି ଠାକୁରଙ୍କ ପହଣ୍ଡି ଶେଷ ହେବା ପରେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି।…

ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଜାଣିଶୁଣି କରୋନା ଭୁତାଣୁ ବିକଶିତ କରିଥିଲା ଚାଇନା…

ବେଜିଂ,୨୮।୬ : କରୋନା ମହାମାରୀ ଭୁତାଣୁର ଉତ୍ପତ୍ତି ବିଷୟରେ ଅନେକ ତଥ୍ୟ ରହିଛି। ସାରା ବିଶ୍ୱରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଚାଇନାର ଏକ ଲ୍ୟାବରେ କୋଭିଡ -୧୯ ଭୁତାଣୁ ବିକଶିତ କରାଯାଇଥିଲା। ଏହାର ଅନୁସନ୍ଧାନ ପାଇଁ ଜାତିସଂଘର ଏକ ଦଳ ମଧ୍ୟ…

ଏଚ-୧ ବି ଭିଜା ଧାରକଙ୍କ ପାଇଁ ଖୁସି ଖବର: କାନାଡ଼ାରେ ମିଳିବ ଓପନ ଓ୍ବାର୍କ ପରମିଟ…

ଟରଣ୍ଟୋ,୨୮।୬ : ଆମେରିକୀୟ ଏଚ -୧ ବି ଭିଜା ଧାରକଙ୍କ ପାଇଁ କାନାଡା ଏକ ବଡ ପଦକ୍ଷେପ ନେଇଛି। ୧୦ ହଜାର ଏଚ -୧ ବି ଭିଜା ଧାରକଙ୍କୁ କାନାଡାକୁ ଯାଇ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ ଏକ ଓପନ…

ଆମେରିକୀୟ ଏଚ-୧ବି ଭିସାଧାରୀଙ୍କ ପାଇଁ ଖୁସି ଖବର; ଓ୍ବାର୍କ ପରମିଟ୍‌ ଷ୍ଟ୍ରିମ ଦ୍ୱାରା କାନାଡରେ କରିପାରିବେ ଚାକିରି

ଓଟୋବା,୨୮।୬:ଆମେରିକୀୟ ଏଚ-1ବି ଭିସାଧାରୀଙ୍କ ପାଇଁ ଖୁସି ଖବର। ଏନେଇ କାନାଡ ସରକରା ଏହି ଭିସାଧାରୀଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି। ଏହି ନିୟମ ଅନୁଯାୟୀ୧୦.୦୦୦ଆମେରିକୀୟ ଭିସା ଧାରକଙ୍କୁ କାନାଡାରେ କାମ କରିବାକୁ ଅନୁମତି ମିଳିବ। ଏନେଇ କାନାଡ ସରକାର ଓ୍ବାର୍କ ପରମିଟ୍‌…

ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧ ଏଫଆଇଆର: କରିଥିଲେ ରାହୁଲଙ୍କର ବିବାଦୀୟ ଟୁଇଟ…

ବେଙ୍ଗାଲୁରୁ,୨୮।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟୁଇଟ କରି ବେଙ୍ଗାଲୁରୁର ଭାଜପା ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ମାଲବ୍ୟଙ୍କ ଟୁଇଟକୁ ନେଇ କଂଗ୍ରେସ ନେତାଙ୍କ ତରଫରୁ ପୋଲିସ ନିକଟରେ ଅଭିଯୋଗ…

ଚାଇନା ଲୋକଙ୍କୁ ସଂକ୍ରମିତ କରିବାକୁ ଜାଣିଶୁଣି ପ୍ରସ୍ତୁତ କରାଯାଇଥିଲା କରୋନା ଭାଇରସ

ବେଜିଂ,୨୮।୬: କରୋନା ଭାଇରସର ଉତ୍ପତିକୁ ନେଇ କେତେ କଥା ଶୁଣିବାକୁ ମିଳୁଛି। ସାରା ବିଶ୍ୱର ବୈଜ୍ଞାନିକମାାନେ ଦାବି କରୁଛନ୍ତି କି କୋଭିଡ-୧୯ ଚାଇନାର ଲ୍ୟାବରେ ତିଆରି କରାଯାଇଛି। ଏହାର ଯାଞ୍ଚ କରିବାକୁ ୟୁଏନର ଏକ ଟିମ ବି ଉହାନ ଲାବୋରୋଟୋରି ଯାଇଥିଲା।…

୧୦-୧୫ ଦିନରେ କମିବ ଟମାଟୋ ଦର, କିଲୋପିଛା ଦାମ ୧୧୨ ଟଙ୍କା ଛୁଇଁଲା…

ନୂଆଦିଲ୍ଲୀ,୨୮।୬ : ଦେଶରେ ଟମାଟୋ ମୂଲ୍ୟରେ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଦେଶର ଅନେକ ସହରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଟମାଟୋର ମୂଲ୍ୟ ବୁଧବାର ୧୧୨ ଟଙ୍କା ଛୁଇଁଛି। ଏହାର ଦାମ ବୃଦ୍ଧି…

ଦେଶରେ ୪୭ ପ୍ରତିଶତ ଅଞ୍ଚଳରେ ନାହିଁ ମୌସୁମୀ ବର୍ଷା: ଚିନ୍ତାରେ ଚାଷୀ…

ନୂଆଦିଲ୍ଲୀ,୨୮।୬ : କେରଳରେ ପହଞ୍ଚିବାରେ ୭ ଦିନ ବିଳମ୍ବ ଏବଂ ଦକ୍ଷିଣ ଉପଦ୍ୱୀପ ଉପରେ ସପ୍ତାହେ ଧରି ଅଟକି ରହିଥିବା ସତ୍ତ୍ୱେତ୍ତେ୍‌ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା କରିଛି। ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବିପର୍ଯ୍ୟୟର ପ୍ରଭାବ ଶେଷ ହେବା ମାତ୍ରେ ମୌସୁମୀ…

ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ…

ନୂଆଦିଲ୍ଲୀ,୨୮।୬ : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ ୨୦୨୪ ପ୍ରକାଶିତ ହୋଇଛି। ବିଭିନ୍ନ ମାପଦଣ୍ଡ ଆଧାରରେ ବିଶ୍ୱର ଅନୁଷ୍ଠାନଗୁଡିକର ମୂଲ୍ୟାଙ୍କନ କରିବା ପରେ ଏହାକୁ ଏକ ସ୍କୋର ଦିଆଯାଇଛି। ଏହି ସ୍କୋର ଆଧାରରେ ର଼୍ୟାଙ୍କିଙ୍ଗ ପ୍ରସ୍ତୁତ ହୋଇଛି। ଏହି ର଼୍ୟାଙ୍କିଙ୍ଗରେ ଆଇଆଇଟି…

ଇଥିଓପିଆରେ ଭୋକରେ ମଲେଣି ୭୦୦ରୁ ଅଧିକ

ନାଇରୋବି,୨୮।୬: ଇଥିଓପିଆର ଉତ୍ତର ଟାଇଗ୍ରେ ଅଞ୍ଚଳରେ ଗତ ୭ ଦିନ ମଧ୍ୟରେ ଭୋକରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ପଛର ପ୍ରକୃତ କାରଣ ହେଉଛି ମିଳିତ ଜାତିସଂଘ ଏବଂ ଆମେରିକାରୁ ଶସ୍ୟ ଓ ଖାଦ୍ୟ ଯୋଗାଣ ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri