ନବୀନଙ୍କୁ ଭେଟିଲେ ନୀତୀଶ
ଭୁବନେଶ୍ୱର,୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ନିବାସରେ ଭେଟିଛନ୍ତି। ତେବେ ଏହି ସାକ୍ଷାତ ଅବସରରେ କେଣସି ପ୍ରକାରର ରାଜନେତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ମଙ୍ଗଳବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି…
ମହାକାଶରେ ୨୭୬ ଦିନ ରହିବା ପରେ ପୃଥିବୀକୁ ଫେରିଲା ଚାଇନାର ରହସ୍ୟମୟ ଯାନ…
ବେଜିଂ,୯।୫ : ପୃଥିବୀର କକ୍ଷପଥରେ ୨୭୬ ରହିବା ପରେ ଚାଇନାର ଏକ ରହସ୍ୟମୟ ମହାକାଶଯାନ ପୃଥିବୀକୁ ସୋମବାର ଫେରିଛି। ଚାଇନା ସରକାରୀ ଗଣମାଧ୍ୟମ ଏହାକୁ ଏକ ଐତିହାସିକ ମିଶନ ବୋଲି ବର୍ଣ୍ଣନା କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦେଶ ପୁନଃବ୍ୟବହାର ଯୋଗ୍ୟ…
ପାଶ୍ଚାତ୍ୟ ଦେଶର ଚାକର ପାଲଟିଛି ୟୁକ୍ରେନ: ପୁଟିନ…
ମସ୍କୋ,୯।୫ : ମଙ୍ଗଳବାର ରୁଷିଆର ରାଜଧାନୀ ମସ୍କୋରେ ବିଜୟ ଦିବସ ପରେଡ ଆୟୋଜନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପୁଟିନ କହିଥିଲେ, ସଭ୍ୟତା ପରିବର୍ତ୍ତନ ପଥରେ ଅଛି। ରୁଷିଆ ବିରୋଧରେ ଏକ…
ସକ୍ରିୟ ମାମଲା ୨୩ ହଜାରରୁ କମ,ଦୈନିକ ସଂକ୍ରମଣ ୧୫ ଶହ ତଳେ…
ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
କର୍ନାଟକ ନିର୍ବାଚନରେ ନୋଟା ବାଛିପାରନ୍ତି ଅଧିକାଂଶ ଭୋଟର: ପୂର୍ବତନ ସିଇସି
ବେଙ୍ଗାଲୁରୁ,୯।୫:କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ କରାଯିବ। ଏହାପୂର୍ବରୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ନାସିମ ଅହମଦ ଜାଇଦିଙ୍କ ଭୋଟିଂକୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଭୋଟରମାନେ ନୋଟାରେ ଅଧିକ ଭୋଟ…
ଆଇପିଏଲ ୫୪ ତମ ମ୍ୟାଚ: ଆଜି ମୁମ୍ବାଇ-ବାଙ୍ଗାଲୋର ଲଢେଇ
ମୁମ୍ବାଇ,୯।୫: ଆଇପିଏଲର ୫୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ)କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ଏହି ମ୍ୟାଚ ମୁମ୍ବାଇର ଓ୍ବାଖେଡେ ଷ୍ଡାଡିୟମରେ ସା ୭.୩୦ରେ ଖେଳାଯିବ। ଉଭୟ ଦଳ ଚଳିତ ସିଜନରେ ଏ ପର୍ଯ୍ୟନ୍ତ ୧୦-୧୦ ମ୍ୟାଚ ଖେଳି ୫-୫ ଜିତିଛନ୍ତି।…
ସୁପ୍ରିମକୋର୍ଟ ପହଞ୍ଚିଲା ମୁଭି ‘ଦ କେରଲା ଷ୍ଟୋରି’ ବିବାଦ, ୧୫ ମେ’ରେ ଶୁଣାଣି
ନୂଆଦିଲ୍ଲୀ,୯।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’ ଉପରେ ରୋକ ଲଗାଇବାକୁ କେରଳ ହାଇକୋର୍ଟ ମନା କରିବା ପରେ ଆବେଦନକାରୀ ସୁପ୍ରିମକୋର୍ଟ ଅପହଞ୍ଚିଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଏହାର ଶୁଣାଣି ଖୁବଶୀଘ୍ର କରିବାକୁ ଅନୁରୋଧ କରିଛନ୍ତି। ତେବେ ୧୫ ମେ’ରେ…
ଦି କେରଲା ଷ୍ଟୋରି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ମେ ୧୫ରେ ଶୁଣାଣି
ନୂଆଦିଲ୍ଲୀ,୯।୫: ରିଲିଜ୍ ପରେ ଦି କେରଲା ଷ୍ଟୋରି ବିବାଦ ଘେରରେ ଛନ୍ଦି ହୋଇ ରହିଛି। ତେବେ ଏହି ମଧ୍ୟରେ ଯାଚିକାକର୍ତ୍ତା କେରଳ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ପହଞ୍ଚିଛନ୍ତି। ଫିଲ୍ମକୁ ବ୍ୟାନ କରିବା ପାଇଁ ଅଭିଯୋଗରେ…
ବାଇଡେନଙ୍କ ଘୋଷଣା: ବିମାନ ବାତିଲ ଅବା ବିଳମ୍ବ ହେଲେ ମିଳିବ କ୍ଷତିପୂରଣ
ଓ୍ବାଶିଂଟନ,୯।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି କି ତାଙ୍କ ପ୍ରଶାସନ ଏକ ନିୟମ କରିବ, ଯେଉଁଥିରେ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ କ୍ଷତିପୂରଣ ଦେବ, ସେମାନଙ୍କ ଭୋଜନ ଓ ହୋଟେଲ ଖର୍ଚ୍ଚ ବହନ କରିବ, ଯଦି ଏୟାରଲାଇନ୍ସ ପକ୍ଷରୁ ଫ୍ଲାଇଟ…
‘ଭୁଲ ରାସ୍ତାରେ ଯାଅ ନାହିଁ ନଚେତ…’, କାନାଡାକୁ ଚେତାବନୀ ଦେଲା ଚାଇନା
ଓଟଓ୍ବୋ/ବେଜିଂ,୯।୫: କାନାଡ ଓ ଚାଇନା ମଧ୍ୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ବେଜିଂକୁ ସମାଲୋଚନା କରୁଥିବା କାନାଡାର ଜଣେ ଆଇନଜୀବୀଙ୍କୁ ଧମକ ଦେଇଥିବା ଚୀନ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଏହି ବିବାଦ ଉପୁଜିଛି। ଏଥିରେ କ୍ରୋଧାନ୍ବିତ ହୋଇ…
ବ୍ରିଜ୍ ତଳକୁ ଖସିପଡିଲା ବସ୍: ୧୫ ମୃତ
ଭୋପାଳ,୯।୫: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବୋରାଡ ନଦୀ ବ୍ରିଜରୁ ମଙ୍ଗବଳାର ଏକ ଯାତ୍ରୀବାହୀ ବସ୍ ଖସିପଡିଛି। ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସବିଶେଷ ତଥ୍ୟ ଅନୁଯାୟୀ,…
ଟେରର ଫଣ୍ଡିଂ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, କଶ୍ମୀରରୁ ତାମିଲନାଡୁ ପର୍ଯ୍ୟନ୍ତ ଚଢାଉ
ନୂଆଦିଲ୍ଲୀ,୯।୫: ଟେରର ପଣ୍ଡିଂକୁ ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଆକ୍ସନରେ। ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ମଙ୍ଗଳବାର ଏନଆଇଏ ଦ୍ୱାରା ଚଢାଉ କରାଯାଇଛି। ଶ୍ରୀନଗର, ଅନନ୍ତନାଗ, କୁପଓ୍ବାଡା, ଶୋପିଆନ, ରାଜୌରି ଓ ପୁଞ୍ଛରେ ଏନଆଇଏ ଟିମ ଚଢାଉ ପାଇଁ ପହଞ୍ଚିଛନ୍ତି। ହେଲେ ଏବେ…
Archives


