ଗୋଡସେ ଭାରତ ମାଆର ପୁଅ: ଗିରିରାଜ ସିଂ
ନୂଆଦିଲ୍ଲୀ,୯।୬: ମୋଦି ସରକାରରେ ଗ୍ରାମୀଣ ଉନ୍ନୟନ ଏବଂ ପଞ୍ଚାୟତରାଜ ଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଭାରତର ପୁତ୍ର ବୋଲି ବର୍ଣ୍ଣନା କରିଛନ୍ତି। ଖବର ସରବରାହ ସଂସ୍ଥା ଏନାଇକୁ ସାକ୍ଷାତକାର ଦେଇ କେନ୍ଦ୍ର ମନ୍ତ୍ରୀ…
ଯେଉଁ ବ୍ରହ୍ମାଦତ୍ତଙ୍କୁ ମାରିଥିଲେ ସଞ୍ଜୀବ, ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିଲେ ମାୟାବତୀ, କାହିଁକି ରାଜି ହୋଇ ନ ଥିଲା ଭାଜପା…
ଲକ୍ଷ୍ନୌ,୯।୬: ଲକ୍ଷ୍ନୌର ହାଇକୋର୍ଟ ପରିସରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କୁ ବୁଧବାର ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ଉତ୍ତରପ୍ରଦେଶ ରାଜନୀତିର ୩ଦଶକର ପୁରୁଣା ଅଧ୍ୟାୟକୁ ତାଜା କରିଦେଇଛି। ସଞ୍ଜୀବ ଭାଜପାର ଦୁଇ ବିଧାୟକ କୃଷ୍ଣାନନ୍ଦ ରାୟ ଏବଂ ବ୍ରହ୍ମାଦତ୍ତ…
ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି
ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ସଚିବ। ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର…
ସେଙ୍ଗୋଲକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ଭାଜପାର ଫେକ୍ ଫ୍ୟାକ୍ଟ୍ରିର ମୁଖା ଖୋଲିଛି ଏହି ସାକ୍ଷାତକାର!
ନୂଆଦିଲ୍ଲୀ,୯।୬:ନୂଆ ସଂସଦ ଭବନ ଉଦ୍ଘାଟନ ହେବା ପରେ ସେଙ୍ଗୋଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ନୂଆ ସଂସଦ ଭବନକୁ ବିରୋଧ କରିବା ସହ ବିରେଧୀ ଏହି ଉତ୍ସବକୁ ବର୍ଜନ କରିଥିଲେ। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସଂସଦ ଭବନରେ ସ୍ଥାପନ କରିବା ବେଳେ…
ମୁଖ୍ୟମନ୍ତ୍ରୀ ମୋ ଠାରୁ ଅଧିକ ଆଶା କରୁଥିଲେ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ, ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି, ବିଗତ ଦିନରେ…
ମଣିପୁର ହିଂସାକାଣ୍ଡ: ଏସଆଇଟି ଗଠନ କଲା ସିବିଆଇ
ଇମ୍ଫାଲ,୯।୬: ମଣିପୁରରେ ହିଂସା ଘଟଣାର ତଦନ୍ତ ପାଇଁ ଶୁକ୍ରବାର ସିବିଆଇ ସ୍ବତନ୍ତ୍ର ଟିମ୍ ଗଠନ କରିଛି। ଏନେଇ ସିବିଆଇ ଅଧିକାରୀ କହିଛନ୍ତି, ଆମେ ଏହି ମାମଲାରେ ପଞ୍ଜୀକୃତ ୬ଟିି ଏଫଆଇଆର୍କୁ ଯାଞ୍ଚ କରିବୁ। ସେଥିମଧ୍ୟରୁ ୫ଟି ଅପରାଧିକ ଷଡଯନ୍ତ୍ର ଏବଂ ଗୋଟିଏ…
ତେଜସ୍ବୀଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର, ‘ଦେଶରେ ସବୁଠାରୁ ଅଧିକ ଅପରାଧୀ ଲୋକ ଆରଜେଡି…’
ପାଟନା,୯।୬: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଗତ ବର୍ଷ ଅକ୍ଟୋବର ୨ରୁ ବିହାରର ବିଭିନ୍ନ ଜିଲ୍ଲାରେ ଜନ ସୁରାଜ ପଦ ଯାତ୍ରା କରୁଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ପଦଯାତ୍ରା ସମସ୍ତିପୁରରେ ସ୍ଥଗିତ ରହିଛି, ତଥାପି ସେ କ୍ରମାଗତ ଭାବରେ…
ମହାକାଶ ଯାତ୍ରା ଦ୍ୱାରା ମସ୍ତିଷ୍କ ଉପରେ ପଡୁଛି କୁପ୍ରଭାବ, ବଢୁଛି କ୍ୟାନସର ହେବାର ଆଶଙ୍କା
ଓ୍ବାଶିଂଟନ,୯।୬: ମହାକାଶକୁ ଯାତ୍ରା କରିବା ମାନବ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏଥିରେ ମାଇକ୍ରୋଗ୍ରାଭିଟିର ସ୍ଥିତି ଏବଂ ଅନ୍ୟାନ୍ୟ କାରଣ ଆମ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆମ ଶରୀରକୁ କ୍ଷତି ପହଞ୍ଚାଉଛି । ସବୁଠୁ ବଡ ଚିନ୍ତା ମୁଣ୍ଡକୁ ନେଇ…
ଡବ୍ଲୁଟିସି ଫାଇନାଲ: ଅଜିଙ୍କ୍ୟ ରାହାନେଙ୍କ ଅର୍ଦ୍ଧଶତକ, ରନ୍ ୨୦୦ ପାର୍
ଇଂଲଣ୍ଡ,୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଇଂଲଣ୍ଡର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ଦ୍ୱିତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୫ ଉଇକେଟରେ…
ଆଉ ଏକ ମାମଲାରେ ଫସିଲେ ଡୋନାଲ୍ଡ ଟ୍ରମ୍ଫ
ଓ୍ବାଶିଂଟନ,୯।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଗୋପନୀୟ ଡକ୍ୟୁମେଣ୍ଟ ସହ ଜଡିତ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ରହିଛି ଏବଂ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇପାରେ। ଟ୍ରମ୍ଫ ତାଙ୍କ ଅଧ୍ୟକ୍ଷତାରେ ତାଙ୍କ ସହିତ ଶହ…
କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ କ୍ଲିନଚିଟ୍
ନୂଆଦିଲ୍ଲୀ୯।୬:ଦିଲ୍ଲୀ ପୋଲିସ ପକ୍ଷରୁ କୁସ୍ତିଯୋଦ୍ଧାଙ୍କୁ ମିଳିଛି କ୍ଲିନଚିଟ୍। ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ସମୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ନାରା ଲଗାଇଥିବାର ଏକ ଭିଡିଓ କ୍ଲିପ୍ ଦିଲ୍ଲୀ ପୋଲିସକୁ ମିଳିଥିଲା। ଯାହା ମାଧ୍ୟମରେ ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ…
କୁସ୍ତିଯୋଦ୍ଧାଙ୍କ ମାମଲାରେ ନୂଆ ମୋଡ: ପୋଲିସ ସୁରକ୍ଷାରେ ବ୍ରିଜ୍ଭୂଷଣଙ୍କ ଘରେ ପହଞ୍ଚିଲେ ମହିଳା କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ,୯।୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫଆଇ) ପୂର୍ବତନ ସଭାପତି ତଥା ଭାଜପା ଏମ୍ପି ବ୍ରିଜ୍ଭୂଷଣ ସିଂଙ୍କ ବିରୋଧରେ ତଦନ୍ତ ମାମଲାରେ ଏକ ନୂଆ ମୋଡ଼ ଆସିଛି। କୁସ୍ତିଯୋଦ୍ଧାଙ୍କ ଧାରଣାରେ ସାମିଲ ଥିବା ଜଣେ ମହିଳା କୁସ୍ତିଯୋଦ୍ଧା ପୋଲିସ ସୁରକ୍ଷା ଅଧୀନରେ ବ୍ରିଜ୍ଭୂଷଣ…
Archives


