Home Middle

ରାଜସ୍ଥାନରେ ପୁଣି କ୍ଷମତାକୁ ଫେରିବ କଂଗ୍ରେସ: ଅଶୋକ ଗେହଲୋଟ…

ଜୟପୁର,୧୦।୬ : ରାଜସ୍ଥାନରେ କଂଗ୍ରେସର ଘର କଳି ପଦାରେ ପଡ଼ିଛି। କିନ୍ତୁ ଏସବୁ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପୁଣି ଥରେ ଭାାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଗେହଲୋଟ କହିଛନ୍ତି ନିର୍ବାଚନକୁ ଭାଜପା ସାମ୍ପ୍ରଦାୟିକ ରଙ୍ଗ ଦେଇଥାଏ, କିନ୍ତୁ ଏଥର…

ଗର୍ଭବତୀଙ୍କୁ ପଢ଼ିବାକୁ କୁହାଯିବ ରାମାୟଣ-ଗୀତା: ରାଷ୍ଟ୍ରୀୟ ସେବିକା ସଂଘ…

ନୂଆଦିଲ୍ଲୀ,୧୦।୬ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ରାଷ୍ଟ୍ରୀୟ ସେବିକା ସଂଘ ପକ୍ଷରୁ ରବିବାର ଏକ ନୂତନ ଅଭିଯାନ ଆରମ୍ଭ ହେବ। ଏହା ଅନ୍ତର୍ଗତ ସଂଘ ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାରେ ଧାର୍ମିକ ପୁସ୍ତକ ପାଠ କରିିବାକୁ ଉତ୍ସାହିତ କରିବ। ସେବିକା ସଂଘର ସମ୍ବର୍ଦ୍ଧିନୀ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତ ସମ୍ମୁଖରେ ୪୪୪ ରନର ବିଜୟ ଲକ୍ଷ୍ୟ…

ଲଣ୍ଡନ,୧୦।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ପର୍ଯ୍ୟାୟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଛି। ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ସାମ୍ନାରେ ୪୪୪ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତୀୟ…

୪୦ ଡିଗ୍ରୀ ଉପରେ ରାଜ୍ୟର ୨୦ ସହର, ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଶନିବାର ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିମଧ୍ୟରୁ ଝାରସୁଗୁଡ଼ା ତାପମାତ୍ରାରେ ରେକର୍ଡ ଭାଙ୍ଗିଛି। ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି…

ଦୁଇ ବିମାନ ମୁହାଁମୁହିଁ ଧକ୍କା

ଟୋକିଓ,୧୦ା୬: ଜାପାନର ହାନେଡା ବିମାନବନ୍ଦର ରନ୍‌ଓ୍ବେରେ ଦୁଇଟି ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ଟୋକିଓ ବିମାନ ବନ୍ଦର୍‌ ରନଓ୍ବେରେ ଦୁଇଟି ଯାତ୍ରୀବାହୀ ବିମାନ ମୁହାଁମୁହିଁ ଧକ୍କା ହୋଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଏଥିରେ କେହି ମୃତାହତ ହୋଇ…

ଧନୀ ଦେଶରେ ବେସରକାରୀ ସ୍କୁଲ୍‌କୁ ଯାଆନ୍ତି କମ୍‌ ଛାତ୍ରୀଛାତ୍ର, କାରଣ ଜାଣିଲେ…

ଲଣ୍ଡନ, ଓ୍ବାଶିଂଟନ୍‌,୧୦।୬: ଆମ ଦେଶରେ ସରକାରୀ ସ୍କୁଲ୍‌ ଠାରୁ ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି କି, ଧନୀକ ଶ୍ରେଣୀର ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବହୁତ୍‌ କମ୍‌। ସ୍କୁଲ୍‌ ଫି…

ଧାରା ୩୭୦ ଉଚ୍ଛେଦ ସମୟରେ କେନ୍ଦ୍ର ସହ ଥିଲେ, ଏବେ ବିରୋଧୀଙ୍କ ସମର୍ଥନ ଲୋଡୁଛନ୍ତି, କେଜରିଓ୍ବାଲଙ୍କୁ ଓମାରଙ୍କ ସମାଲୋଚନା …

ଶ୍ରୀନଗର,୧୦।୬ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି…

ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଅବା ନାପସନ୍ଦ କରିବା ଭିନ୍ନ କଥା, ଅପମାନଜନକ ବିବୃତ୍ତି ଦଣ୍ଡନୀୟ: କୋର୍ଟ…

ଅହମଦାବାଦ,୧୦।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମୃତ ମାତା ହୀରାବେନ ମୋଦିଙ୍କ ବିରୋଧରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ସିଙ୍ଗଲ ଜଜ ଜଷ୍ଟିସ ନିର୍ଜର ଦେଶାଇ କହିଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କୁ…

ନରଓ୍ବେକୁ ବ୍ୟାପିଲା କାନାଡା ଜଙ୍ଗଲ ନିଆଁ

ଅଟାଓ୍ବା,୧୦ା୬: କାନାଡା ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଧୂଆଁ ଯୋଗୁ ନ୍ୟୁୟର୍କର ବାୟୁ ଏବଂ ଆମେରିକାର ଅନେକ ଅଞ୍ଚଳ ପ୍ରଦୂଷିତ ହୋଇସାରିଛି। ବର୍ତ୍ତମାନ ଏହି ଧୂଆଁ ଗ୍ରୀନଲାଣ୍ଡ, ଆଇସଲାଣ୍ଡ ଦେଇ ନରଓ୍ବେରେ ପହଞ୍ଚିଛି। ବୈଜ୍ଞାନିକମାନେ ଆଶଙ୍କା…

ଆଫ୍ରିକାରେ ମରୁଡି ଆଶଙ୍କା! ଫସଲ ଜଳିଯିବା ସହ ହେଲାଣି ଅନେକ ପଶୁଙ୍କ ମୃତ୍ୟୁ

ଆଫ୍ରିକା,୧୦।୬: ବିଶ୍ୱତ୍ତାପନ ଯୋଗୁଁ ବିଭିନ୍ନ ପ୍ରକାର ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ହେତୁ ପୂର୍ବ ଆଫ୍ରିକାରେ ମରୁଡ଼ି ଆଶଙ୍କା ୧୦୦% ବୃଦ୍ଧି ପାଇଛି। ଏନେଇ ଓ୍ବାଲର୍‌ଡ ଓ୍ବେଦର୍‌ ଆଟ୍ରିବ୍ୟୁସନ(ଡବ୍ଲୁଡବ୍ଲୁଏ)ରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସର…

ଲିଭ୍‌ ଇନ୍‌ ହତ୍ୟା: ସରସ୍ବତୀଙ୍କୁ ହତ୍ୟା କରିଥିବା ମନୋଜ ଏଚଆଇଭି ପଜିଟିଭ୍‌…

ମୁମ୍ବାଇ,୧୦।୬ : ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ନିଜ ଲିଭ ଇନ ପାର୍ଟନର ସରସ୍ବତୀ ବୈଦଙ୍କୁ ହତ୍ୟା କରିଥିବା ମନୋଜ ସାନେ ଜଣେ ଏଚଆଇଭି ପଜିଟିଭ ବୋଲି ଜଣାପଡ଼ିଛି। ସରସ୍ବତୀ ତାଙ୍କ ସ୍ତ୍ରୀ ଥିଲେ ବୋଲି ସେ ପୋଲିସକୁ…

କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସ୍ଥିର ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ବିଚାର କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri