Home Middle

ଶହେ ତଳେ ଦୈନିକ ସଂକ୍ରମଣ …

ନୂଆଦିଲ୍ଲୀ, ୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ର ପ୍ରସ୍ତୁତିକୁ ନେଇ ଦିନ ଗୋଟାଏରେ ସମିକ୍ଷା ବୈଠକ କରିବେ ମୋଦି

ନୂଅଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ୧ଟାରେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିବେ। ଏଥିରେ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। କୁହାଯାଇଛି ଯେ ଏନଡିଆରଏଫ ସହ ଜଡିତ ଏଜେନ୍ସି ଏବଂ ଅଧିକାରୀମାନେ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚାଇନାର ଆଣବିକ ଅସ୍ତ୍ରଶସ୍ତ୍ର ସଂଖ୍ୟାରେ ସର୍ବାଧିକ ବୃଦ୍ଧି…

ବେଜିଂ,୧୨।୬ : କିଛି ଦିନ ଧରି ଚାଇନା ସହିତ ଅନେକ ଦେଶର ଉତ୍ତେଜନା ବୃଦ୍ଧି ପାଇଛି। ଚାଇନା ସହିତ ଭାରତ ସୀମାରେ କ୍ରମାଗତ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ଯେଉଁଥିରେ ଭାରତ, ପାକିସ୍ଥାନ ଏବଂ ଚାଇନା…

୧୫୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ-ଓ୍ବେବସାଇଟ ବ୍ୟାନ୍‌…

ନୂଆଦିଲ୍ଲୀ,୧୨।୬ : ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୫୦ରୁ ଅଧିକ ୱେବସାଇଟ ଏବଂ ୟୁଟ୍ୟୁବ ଆଧାରିତ ନ୍ୟୁଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛି। ୨୦୨୧ ମସିହାରୁ ଚାଲୁଥିବା ଏହି ୱେବସାଇଟଗୁଡିକ ଉପରେ ନିଷେଧାଦେଶ ସମ୍ପର୍କରେ ମନ୍ତ୍ରଣାଳୟ…

ଅମିତ ଅଗ୍ରଓ୍ବାଲ ଆଧାର ସିଇଓ: ଶାସନର ଶୀର୍ଷ ସ୍ତରରେ କେନ୍ଦ୍ର ସରକାରଙ୍କ ୧୩ ଅଦଳବଦଳ…

ନୂଆଦିଲ୍ଲୀ,୧୨।୬ : ପ୍ରଶାସନର ଶୀର୍ଷ ସ୍ତରରେ କେନ୍ଦ୍ର ସରକାର ୧୩ ଆଇଲଏସ ଅଧିକାରୀଙ୍କ ବଡ଼ ଅଦଳବଦଳ କରିଛନ୍ତି। ଏହା ଅଧୀନରେ ବରିଷ୍ଠ ଆଇଏଏସ ଅଧିକାରୀ ଅମିତ ଅଗ୍ରୱାଲଙ୍କୁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ଆଧାର…

ଉତ୍ତର କୋରିଆ କ୍ଷେପଣାସ୍ତ୍ରକୁ ନଷ୍ଟ କରିବାକୁ ଘୋଷଣା କଲା ଜାପାନ…

ଟୋକିଓ,୧୨।୬ : ଉତ୍ତର କୋରିଆର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ଜାପାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି। ଏହି ଆଦେଶରେ କୁହାଯାଇଛି ଜାପାନ ପାଇଁ ବିପଦ ସୃଷ୍ଟି କରୁଥିବା ଯେକୌ ଣସି ଉତ୍ତର କୋରିଆ କ୍ଷେପଣାସ୍ତ୍ରକୁ ନଷ୍ଟକରାଯିବ। ଜାପାନ…

ଆମେରିକାରେ ମୋଦି ଥାଳି…

ଓ୍ବାଶିଂଟନ,୧୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ମୂଳ ଭାରତୀୟ ବହୁତ ଉତ୍ସାହିତ ଅଛନ୍ତି। ପିଏମ ମୋଦିଙ୍କ ପାଇଁ ଏପରି କ୍ରେଜ ଯେ ଗସ୍ତ ପୂର୍ବରୁ ନ୍ୟୁ ଜର୍ସିର ଏକ ରେଷ୍ଟୁରାଣ୍ଟ ତାଙ୍କ ନାମରେ ଏକ ଖାଦ୍ୟ ଥାଳି…

ବ୍ରିଟେନରେ ୭୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ହେବେ ପ୍ରଧାନ ବିଚାରପତି…

ଲଣ୍ଡନ,୧୨।୬ : ବ୍ରିଟେନରେ ଏଥର ନ୍ୟାୟିକ ବ୍ୟବସ୍ଥାର ନିର୍ଦ୍ଦେଶ ଜଣେ ମହିଳା ବିଚାରପତିଙ୍କ ହାତରେ ରହିବ। ଗତ ୭୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାରପତି ହେବେ। ପୂର୍ବରୁ କୌଣସି ମହିଳାଙ୍କୁ ଏହି ଗୌରବ ମିଳିଛି।…

ଚାଇନାର ମଧ୍ୟସ୍ଥି: ପାକିସ୍ତାନରେ ପହଞ୍ଚିଲା ରୁଷିଆ ଅଶୋଧିତ ତୈଳ…

ଇସଲାମାବାଦ/ମସ୍କୋ,୧୨।୬ : ରୁଷିଆରୁ ଶସ୍ତା ଅଶୋଧିତ ତୈଳର ପ୍ରଥମ ପରିବହନ କରାଚି ବନ୍ଦରରେ ପହଞ୍ଚିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ସୂଚନା ଦେଇଛନ୍ତି। ପାକିସ୍ତାନରେ ଚାଲିଥିବା ମୁଦ୍ରାସ୍ଫୀତି ଏବଂ ତୈଳ ମୂଲ୍ୟରେ ଆକାଶଛୁଆଁ ହେବା ମଧ୍ୟରେ ଏହା ଏକ ବଡ଼…

ମେରିଲ୍ୟାଣ୍ଡରେ ଗୁଳିକାଣ୍ଡ: ୩ ମୃତ, ୭ ଆହତ…

ଓ୍ବାଶିଂଟନ,୧୨।୬ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଆମେରିକାର ମେରିଲ୍ୟାଣ୍ଡର ଆନ୍ନାପଲିସ ଅଞ୍ଚଳରେ ଘଟିଛି। ଗୋଟିଏ ଘରେ ଗୁଳିକାଣ୍ଡ ହୋଇଥିଲା। ଗୁଳିକାଣ୍ଡର…

ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ବିପଦ: ବିମାନ ଉଡ଼ାଣରେ ବିଳମ୍ବ, ସୌରାଷ୍ଟ୍ର-କଚ୍ଛର ୬ ଜିଲାରେ ହାଇ ଅଲର୍ଟ…

ଅହମଦାବାଦ,୧୨।୬ : ପୁଣି ଥରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନିକ ଝଡ ବିପର୍ଯ୍ୟୟର ବିପଦ ଦେଖାଦେଇଛି। ପାଣିପାଗ ବିଭାଗ ଅନୁସାରେ ବିପର୍ଯ୍ୟୟ ଆହୁରି ଭୟଙ୍କର ରୂପ ନେଇଛି। ଏ ସମ୍ପର୍କରେ ସୌରାଷ୍ଟ୍ର-କଚ୍ଛର ୬ ଟି ଜିଲାରେ ହାଇ ଅଲର୍ଟ ଜାରି କରାଯାଇଛି। ପାଣିପାଗ…

ପେରୁରେ ଏଲ ନିନୋ ସଙ୍କଟ: ଡେଙ୍ଗୁରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ, ୨୦୦ ମୃତ…

ଲିମା,୧୨।୬ : ଦକ୍ଷିଣ ଆମେରିକାର ଦେଶ ପେରୁରେ ଏଲ ନିନୋ ସଙ୍କଟ ଦେଖାଦେଇଛି। ଏଠାରେ ବହୁ ଲୋକ ଡେଙ୍ଗୁ ଆକ୍ରାନ୍ତ ହୋଇଛି। ପେରୁରେ ଡେଙ୍ଗୁ ରୋଗର ରେକର୍ଡ ରିପୋର୍ଟ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେରୁରେ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri