Home Middle

ମୋଦିଙ୍କୁ ବାଛିଛନ୍ତି ପାଓ୍ବାର

ମୁମ୍ବାଇ/ନୂଆଦିଲ୍ଲୀ,୩୧ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଦିଆଯାଇଥିଲା। ଜନସେବା ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା…

ପାର୍ଲାମେଣ୍ଟରେ ଆଗକୁ ବିଜେଡି ପାଇଁ ବଡ଼ ପରୀକ୍ଷା

ନୂଆଦିଲ୍ଲୀ,୩୧ା୭: ମଣିପୁର ପ୍ରସଙ୍ଗରେ ବିରୋଧୀ ପାର୍ଲାମେଣ୍ଟରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ତାହା ଉପରେ କେଉଁଦିନ ବିତର୍କ ହେବ ତାହା ସୋମବାର ସ୍ଥିର ହେବ। ସେହିପରି ଆସନ୍ତା ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧନ) ବିଲ୍‌ ଉପରେ…

ଦିଲ୍ଲୀରେ ଶିଶୁଚାଲାଣ ୬୮% ବୃଦ୍ଧି

ନୂଆଦିଲ୍ଲୀ,୩୧ା୭: ଦେଶର ରାଜଧାନୀ ଦିଲ୍ଲୀରେ ଶିଶୁ ଚାଲାଣ ଚିନ୍ତାଜନକ ହୋଇଛି। କୋଭିଡ୍‌ର ପୂର୍ବ ଓ ପରବର୍ତ୍ତୀ ସମୟକୁ ତୁଳନା କଲେ ଏଠାରେ ଶିଶୁ ଚାଲାଣ ମାମଲା ୬୮% ବୃଦ୍ଧି ପାଇଛି। ତେବେ ୨୦୧୬ରୁ ୨୦୨୨ ମଧ୍ୟରେ ହୋଇଥିବା ଶିଶୁ ଚାଲାଣ ଅଭିଯୋଗ…

୧୩.୧୩ ଲକ୍ଷ ଝିଅ, ମହିଳା ନିଖୋଜ

ନୂଆଦିଲ୍ଲୀ,୩୧ା୭ (ପି.ଟି.): ଭାରତରେ ୨୦୧୯ରୁ ୨୦୨୧ ତିନି ବର୍ଷ ମଧ୍ୟରେ ୧୩.୧୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଓ ଝିଅ ନିଖୋଜ ହୋଇଯାଇଛନ୍ତି। ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ପାଖାପାଖି ୨ ଲକ୍ଷ ନିଖୋଜ ହୋଇଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ରହିଛି। ଏହି ସମୟ…

ସରକାର ବିଫଳ, ପ୍ରଧାନମନ୍ତ୍ରୀ ଉଦାସୀନ

ନୂଆଦିଲ୍ଲୀ,୩୧ା୭: ପ୍ରାୟ ୩ ମାସ ଧରି ହିଂସା ଲାଗିରହିଥିବା ମଣିପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଏହାର ସମାଧାନ କରି ଶାନ୍ତି ଫେରାଇ ଆଣିବାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାର ବିଫଳ ହୋଇଛନ୍ତି। ଏତେ ସବୁ ଘଟିଯିବା…

ପାକିସ୍ତାନ ବଜାରରେ ବିସ୍ଫୋରଣ, ଅତିକମରେ ୨୦ ମୃତ

ଇସଲାମାବାଦ,୩୦।୭: ପାକିସ୍ତାନର ଖେବର ପଖତୁନଖ୍ବା ବଜାରରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଜମିୟତ…

ମଣିପୁରକୁ ୩ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କଲେ ହିଂସା ବନ୍ଦ ହେବ: ଭାଜପା ବିଧାୟକ…

ଇମ୍ଫାଲ,୩୦।୭ : କୁକି ନେତା ତଥା ଭାଜପା ବିଧାୟକ ପାଉଲେନଲାଲ ହାକିପ କହିଛନ୍ତି ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟକୁ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେରେ ବିଭକ୍ତ କରାଯିବା ଉଚିତ। ଦେଇଥିବା ଏକ ସାକ୍ଷାତକାରରେ ହାକିପ ମଣିପୁରର ଜାତିଗତ ବିଚ୍ଛିନ୍ନତାକୁ ରାଜନୈତିକ ଏବଂ…

ସଶସ୍ତ୍ର ବାହିନୀର ପରିଚୟ ଅନୁଶାସନ: ମଞ୍ଜୁରୀରୁ ଅଧିକ ଛୁଟି ନେଇଥିବା ଯବାନଙ୍କ ଆବେଦନକୁ ପ୍ରତ୍ୟାଖାନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୭ : : ମଞ୍ଜୁରୀ ଅପେକ୍ଷା ଅଧିକ ଛୁଟି ନେଇଥିବାରୁ ଜଣେ ସେନା କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ କରି କହିଛନ୍ତି ଯେ ଶୃଙ୍ଖଳିତ ହେବା ସଶସ୍ତ୍ର ବାହିନୀର ସେବାର ଏକ ଅନ୍ତନିର୍ହିତ ଅଂଶ ଏବଂ ଏ ବାବଦରେ କୌଣସି ଆଶ୍ୱସ୍ତି ପ୍ରଦାନ…

ଆଡଭାଣୀଙ୍କୁ ଅପମାନିତ କରିବାରେ ଭାଜପା କୌଣସି ପ୍ରୟାସ ଛାଡ଼ି ନାହିଁ: କମଲନାଥ…

ଭୋପାଳ,୩୦।୭ : ମଧ୍ୟପ୍ରଦେଶ କଂଗ୍ରେସ ୟୁନିଟ ସଭାପତି କମଲ ନାଥ ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ଏଲ.କେ ଆଡଭାଣୀଙ୍କୁ ଅପମାନିତ କରିବାରେ ଭାଜପା କୌଣସି ପ୍ରୟାସ ଛାଡିନାହିଁ। ବାସ୍ତବରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ କମଲନାଥ ଏବଂ କେନ୍ଦ୍ର…

ମୋ ମାଟି, ମୋ ଦେଶ ଅଭିଯାନ ଆରମ୍ଭ ସମ୍ପର୍କରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୭ : ଦେଶର ଶହୀଦ ବୀର ଯବାନମାନଙ୍କ ସମ୍ମାନାର୍ଥେ ସ୍ବାଧୀନତା ଦିବସ ପୂର୍ବରୁ ରବିବାର (ଜୁଲାଇ ୩୦) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେରୀ ମାଟି ମେରା ଦେଶ’(ମୋ ମାଟି, ମୋ ଦେଶ) ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ପିଏମ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ

ଭୁବନେଶ୍ୱର,୩୦ା୭(ଅସମାପିକା ସାହୁ): ନୟାଗଡ଼ ଗୌରବ ଆଇରନ ମ୍ୟାନ ତଥା ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ ଏଲ୍ବ୍ରସ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର…

ରାଷ୍ଟ୍ରପତିଙ୍କ ପୁଅ ଗିରଫ, ନିର୍ବାଚନ ପ୍ରଚାର ସମୟରେ ଡ୍ରଗ୍ସ ବେପାରୀଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ

ବୋଗୋଟା,୩୦।୭: କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କ ପୁଅକୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ, ରାଷ୍ଟ୍ରପତିଙ୍କ ପୁଅ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ବେଆଇନ ଭାବେ ବଟି ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ, ଡ୍ରଗ୍ସ ବେପାରୀଙ୍କଠାରୁ ସେ ବେଆଇନ ଭାବେ ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri