ଅର୍ଥନୀତିରେ ଓଡ଼ିଶା ସମୃଦ୍ଧ ହୋଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୮: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଥମେ ସ୍ବାଧୀନତା ସଂଗ୍ରାମୀ ଏବଂ ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ସ୍ବାଧୀନତା…
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛି। ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରାଜଧାନୀର ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ…
‘୧୦୦୦ବର୍ଷର ଦାସତ୍ୱ, ଭବିଷ୍ୟତର ଭବ୍ୟ ଭାରତ ମଧ୍ୟରେ ଠିଆ ହୋଇଛି ଦେଶ’: ମୋଦି
ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ହଜିଯାଇଥିବା ଐତିହ୍ୟ ଏବଂ ସମୃଦ୍ଧ ସମୃଦ୍ଧତାକୁ ପୁନରୁଦ୍ଧାର କରିବା ଏବଂ ଆଗାମୀ ଏକ ହଜାର ବର୍ଷ ପାଇଁ ଦିଗ ନିର୍ଦ୍ଧାରଣ କରିବା। ବୁଧବାର ଅଗଷ୍ଟ ୧୫ରେ…
ଲାଲ କିଲାରେ ମଣିପୁର ପ୍ରସଙ୍ଗ ଉଠାଇଲେ ମୋଦି, କହିଲେ ଶାନ୍ତିରୁ ବାହାରିଥାଏ ସମାଧାନର ରାସ୍ତା
ନୂଆଦିଲ୍ଲୀ,୧୫।୮: ସାରା ଦେଶ ମଙ୍ଗଳବାର ପାଳନ କରୁଛି ୭୭ ତମ ସ୍ବାଧିନତା ଦିବସ। ୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡ ଫୋର୍ଟରୁ କ୍ରମାଗତ ଦଶମ ଥର ଲାଗି ତ୍ରିରଙ୍ଗା ଉଡାଇଛନ୍ତି। ଏହା ପରେ ସେ ଦେଶବାସୀଙ୍କୁ ସମ୍ବୋଧିତ…
ରାଜଘାଟ ପରେ ଲାଲକିଲା ପହଞ୍ଚିଲେ ମୋଦି
ନୂଆଦିଲ୍ଲୀ,୧୫।୮: ଦେଶର ୭୭ ତମ ସ୍ବାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ରାଜ ଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ସେ ଲାଲ କିଲାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର…
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହପାଳନ କରୁଛି। ସ୍ବାଧୀନତା ଦିବସ ଅବସରରେ ସମଗ୍ର ଦେଶ ଦେଶପ୍ରେମରେ ପରିପୂର୍ଣ୍ଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି…
୧୦୦ କି.ମି. କକ୍ଷ ନିକଟତର ହେଲା ଚନ୍ଦ୍ରୟାନ-୩
ବେଙ୍ଗାଲୁରୁ,୧୫ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋମବାର ଚନ୍ଦ୍ରୟାନ-୩ ମହାକାଶ ଯାନର ଘୂର୍ଣ୍ଣନ ପଥ ହ୍ରାସ କରିଛି। ଏହି ମାନୋଭର ପୂର୍ବରୁ ଚନ୍ଦ୍ର ଚତୁର୍ପାର୍ଶ୍ୱରେ ଅଣ୍ଡାକୃତି କକ୍ଷପଥରେ ଗତି କରୁଥିବା ଚନ୍ଦ୍ରୟାନର ସର୍ବାଧିକ ଦୂରତା ୧,୪୩୭ କିଲୋମିଟର ଥିଲା। ଏବେ…
୭୭ତମ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଦୋହରାଇଲେ ବିକଶିତ ଭାରତର ସଂକଳ୍ପ
ନୂଆଦିଲ୍ଲୀ,୧୫।୮: ସମଗ୍ର ଦେଶ ମଙ୍ଗଳବାର ପାଳନ କରୁଛି ୭୭ ତମ ସ୍ବାଧିନତା ଦିବସ। ଦେଶ ସ୍ବାଧୀନତା ପାଇଁ ନିଜ ଜୀବନ ଦେଇଥିବା ଅମର ଶହୀଦମାନଙ୍କୁ ଆଜିର ଦିନରେ ସ୍ମରଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୭୭ ତମ ସ୍ବାଧୀନତା ଦିବସରେ…
ଦେଶର ଗୌରବ ବଢାଉଛନ୍ତି ମହିଳା: ୭୭ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ଦେଶ ତ୍ରୀରଙ୍ଗା ରଙ୍ଗରେ ରଙ୍ଗୀନ ହେଉଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ୭୭ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରୁଛନ୍ତି। ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି ରାଷ୍ଟ୍ରପତି…
ନା ଇଣ୍ଟରନେଟ ଉପରେ ନିଷେଧ, ନା କୌଣସି ପ୍ରତିବନ୍ଧକ
ଶ୍ରୀନଗର୧୪।୮: କଶ୍ମୀରରେ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ଭଳି ଜାତୀୟ ଉତ୍ସବ ଅବସରରେ ଉପତ୍ୟକାରେ ପ୍ରଥମେ ଇଣ୍ଟରନେଟ ନିଷେଧ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ତାହା ସେପରି ହେବ ନାହିଁ। ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଉପତ୍ୟକାରେ ଇଣ୍ଟରନେଟ ସେବା…
ମ୍ୟାନ୍ମାରରେ ଭୂସ୍ଖଳନ, ୩୦ରୁ ଊର୍ଦ୍ଧ୍ୱ ନିଖୋଜ
ବ୍ୟାଙ୍କକ୍,୧୪ା୮: ମ୍ୟାନ୍ମାରର ଏକ ଖଣିରେ ଭୂସ୍ଖଳନ ଘଟି ୩୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏନେଇ ସୋମବାର ଜଣେ ଉଦ୍ଧାର ଅଧିକାରୀ ସୂଚନା ଦେଇଛନ୍ତି। ମ୍ୟାନ୍ମାରର ବୃହତ୍ତମ ସହର ୟାଙ୍ଗୋନଠାରୁ ପ୍ରାୟ ୯୫୦ କିଲୋମିଟର ଦୂର ଉତ୍ତରରେ କାଚିନ ରାଜ୍ୟର ଏକ…
୧୫ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ରାଜ୍ୟରେ ମୌସୁମୀ ନିମ୍ନଚାପ ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତର ଭାଗରେ ରହୁଛି। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହୁନାହିଁ। ପଶ୍ଚିମ ଭାଗ ହିମାଳୟ ପାଦଦେଶରେ ରହୁଥିବାବେଳେ ପୂର୍ବ ଭାଗ ଉତ୍ତର ପ୍ରଦେଶ ଦେଇ ବ୍ୟାପିଛି। ଏପଟେ ଏକ…

