ଇମ୍ରାନଙ୍କ ଗିରଫଦାରୀକୁ ନେଇ ପାକିସ୍ତାନରେ ଜନ ଅସନ୍ତୋଷ, ୧୯ ପ୍ରଦର୍ଶନକାରୀ ଗିରଫ
ଇସଲାମାବାଦ,୬।୮: ପାକିସ୍ତାନରେ ପିଟିଆଇର ୧୯ କର୍ମୀଙ୍କୁ ଗିରଫ କରାଯାଇଛି। ପିଟିଆଇ ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗିରଫକୁ ନେଇ ବିରୋଧ ପ୍ରଦର୍ଶନ କରିବାସହ ଧାରଣା ଦେଇଥିବାରୁ ଏହି କର୍ମୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ତୋଶାଖାନା ମାମଲାରେ ଇମ୍ରାନ…
୨୦ ବର୍ଷରେ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ୩୦୦ରୁ ଊର୍ଦ୍ଧ୍ୱ, ୬୦୦୦୦ରୁ ଅଧିକ ଆକ୍ରାନ୍ତ
ଢାକା,୬ା୮: ଡେଙ୍ଗୁ ଜ୍ୱରରେ ୨୦ ବର୍ଷ ମଧ୍ୟରେ ବାଂଲାଦେଶରେ ୩୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ୬୦୦୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ଏକ ରିପୋର୍ଟରୁ ପ୍ରକାଶ। ଏପରିକି ବର୍ତ୍ତମାନ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଶଯ୍ୟା ମିଳୁନି। ଏହି ଜନବହୁଳ ଦେଶରେ…
ଜେଲ୍ରେ ଇମ୍ରାନ, ଅପହରଣ ଅଭିଯୋଗ ଆଣିଲା ପିଟିଆଇ
ଇସଲାମାବାଦ,୬ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧିକାରୀଙ୍କ ଉପରେ ଅଭିଯୋଗ କରିଛି। ପିଟିଆଇ କହିଛି, ଇମ୍ରାନଙ୍କ ଆଇନଗତ ଦଳ ଆବଶ୍ୟକୀୟ ଦସ୍ତାବିଜରେ ତାଙ୍କ ଦସ୍ତଖତ ପାଇବାକୁ ଅଟକାଯାଉଛି।…
‘ମିଶନ ସମୁଦ୍ର ଯାନ’ ୩ ଜଣଙ୍କ ସହ ୬ କିଲୋମିଟର ଗଭୀର ସମୁଦ୍ରକୁ ଯିବ ‘ମତ୍ସ୍ୟ ୬୦୦୦’
ନୂଆଦିଲ୍ଲୀ,୬।୮: ଆମେରିକା, ଚାଇନା ପରି ବିକଶିତ ଦେଶ ଭଳି ଏବେ ଭାରତ ବି ପାତାଳର ରହସ୍ୟ ଭେଦ କରିବାକୁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁଛି। ବାସ୍ତବରେ, ଆକାଶରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେବା ପରେ ଭାରତ ବର୍ତ୍ତମାନ ସମୁଦ୍ରର…
ନାଇଜରରେ ନୂଆ ଯୁଦ୍ଧର ପଦଧ୍ୱନୀ: ସୁନା ଭଣ୍ଡାର ମୋହରେ ରୁଷିଆ-ଆମେରିକା…
ଅବୁଜା,୬।୮ : ସାମରିକ କ୍ଷମତା ଦଖଲ ପରଠାରୁ ନାଇଜର ବିଶ୍ୱର ମହାଶକ୍ତି ମଧ୍ୟରେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ନାଇଜରକୁ ଦଖଲ କରିବାକୁ ରୁଷିଆ ଏବଂ ଆମେରିକା ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ମାମଲା ଏତେ ଗମ୍ଭୀର ଆମେରିକାର ସମର୍ଥକ ପଡୋଶୀ ଦେଶର ଏକ…
ହଠାତ ଅସ୍ତ୍ରଶସ୍ତ୍ର କାରଖାନାରେ ପହଞ୍ଚିଲେ କିମ୍, ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ନିର୍ଦ୍ଦେଶ…
ପ୍ୟୋଙ୍ଗୟାଙ୍ଗ,୬।୮ : ଉତ୍ତର କୋରିଆର ଏକଛତ୍ରବାଦୀ କିମ ଜୋଙ୍ଗ ଉନ ଦେଶର ପ୍ରମୁଖ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କାରଖାନା ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପାଇଁ ଯାନବାହନ ଉତକ୍ଷେପଣ ଆଦି ନିର୍ମାଣ କରିଥାଏ। ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜାଇବା…
ଶରଦଙ୍କ ପାଇଁ ନୂଆ ଝଟକା: ଅଜିତଙ୍କ ଦଳରେ ଜୟନ୍ତ ସାମିଲ ହେବା ନେଇ ଚର୍ଚ୍ଚା…
ମୁମ୍ବାଇ,୬।୮ : ଅଜିତ ପାୱାର ଶାସକ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେସେନା ସରକାରରେ ଯୋଗଦେବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ବିଧାନସଭା ପାର୍ଟି ନେତା ତଥା ରାଜ୍ୟ ୟୁନିଟ ମୁଖ୍ୟ ଜୟନ୍ତ ପାଟିଲ…
ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର: ପୋଷ୍ଟ ପାର୍ଟମ ଡିପ୍ରେଶନ ଔଷଧକୁ ମଞ୍ଜୁରୀ ଦେଲା ଆମେରିକା…
ଓ୍ବାଶିଂଟନ,୬।୮ : ଆମେରିକାର ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର ଆସିଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପୋଷ୍ଟ ପାର୍ଟମ ଡିପ୍ରେଶନ ଔଷଧକୁ ମଞ୍ଜୁରୀ ଦେଇଛନ୍ତି। ପ୍ରସବ ପରେ ମହିଳାମାନଙ୍କଠାରେ ଏଭଳି ସ୍ଥିତି ଦେଖାଦେଇଥାଏ। ଏଥିରେ ମହିଳାମାନେ ସନ୍ତାନ ଜନ୍ମ କରିବା…
ତୃତୀୟ ଶ୍ରେଣୀରେ ବି ପାଠ ପଢ଼ିପାରିବେ ନାହିଁ ବାଳିକା: ତାଲିବାନର କଡ଼ା ନିର୍ଦ୍ଦେଶ…
କାବୁଲ,୬।୮ : ଆଫଗାନିସ୍ତାନରେ ତାଲିବାନ ଅଧିକାରୀମାନେ ୧୦ ବର୍ଷରୁ ଅଧିକ ବୟସ୍କ ବାଳିକାମାନଙ୍କୁ ପ୍ରାଥମିକ ବିଦ୍ୟାଳୟ ତୃତୀୟ ଶ୍ରେଣୀରେ ପାଠପଢ଼ିବାକୁ ବାରଣ କରିଛନ୍ତି। ତାଲିବାନ ଶାସିତ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଗଜନୀ ପ୍ରଦେଶର ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍ବଳ୍ପକାଳୀନ ପ୍ରଶିକ୍ଷଣ କ୍ଲାସକୁ…
ରୁଷିଆର ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ସମାଲୋଚନା କଲେ କିଶିଦା…
ଟୋକିଓ,୬।୮ : ରବିବାର ହିରୋସିମା ଉପରେ ପରମାଣୁ ବୋମା ବିସ୍ଫୋରଣର ୭୮ ତମ ବାର୍ଷିକୀ ପାଳନ କରାଯାଉଥିବାରୁ ଜାପାନର ପ୍ରଧାନମନ୍ତ୍ରୀ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁ୍ଥିବାନେଇ ରୁଷିଆର କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ହିରୋସିମାରେ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା…
ଏଏପି ସରକାର କିଛି ଶୁଣୁ ନାହାନ୍ତି, ପ୍ରଶାସନରେ ନାହିଁ ସ୍ବଚ୍ଛତା: ପଞ୍ଜାବ ରାଜ୍ୟପାଳ…
ଚଣ୍ଡିଗଡ଼,୬।୮ : ଶାସକ ଆମ ଆଦମୀ ପାର୍ଟି (ଏଏପି) ଏବଂ ରାଜ ଭବନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ଚଳିତ ମାସରେ ଦୁଇ ବର୍ଷ ପୂରଣ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧୀନ ସରକାରଙ୍କ ସହ…
ପ୍ରଧାନମନ୍ତ୍ରୀ କଲେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ…
ନୂଆଦିଲ୍ଲୀ,୬।୮ : ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନ ୧୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେଶନ ଯୋଜନା ଅନ୍ତର୍ଗତ ସାରା ଦେଶରେ…
Archives


