ଦେଶରେ ସ୍ବାଧୀନତାକୁ ଦମନ କରାଯାଇଛି: ଚିଦାମ୍ବରମ…
ନୂଆଦିଲ୍ଲୀ,୬।୮ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଭାରତରେ ସ୍ବାଧୀନତାକୁ ଦମନ କରାଯାଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସରକାର କହିଛନ୍ତି ଧାରା ୩୭୦ ରଦ୍ଦ ହେବା ଦ୍ୱାରା ଜମ୍ମୁ-କଶ୍ମୀରରେ ଶାନ୍ତି ଆଣିଛି। କିନ୍ତୁ ପ୍ରକୃତ ପକ୍ଷେ ସାରା…
୧୦ ବର୍ଷରେ ସ୍ତନ୍ୟପାନ ହାରରେ ୧୦ ପ୍ରତିଶତ ବୃଦ୍ଧି, କର୍ମକ୍ଷେତ୍ରରେ ସ୍ତନ୍ୟପାନକୁ ଉତ୍ସାହିତ କଲେ ଅଧିକ ଅଗ୍ରଗତି ଆଶା: ଡବ୍ଲୁଏଚଓ…
ଜେନେଭା,୬।୮ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) କହିଛି ସ୍ତନ୍ୟପାନ ହାର ବୃଦ୍ଧି ଦିଗରେ ଅନେକ ଦେଶ ଗୁରୁତ୍ୱପୂର୍ଣ ଅଗ୍ରଗତି କରିଛନ୍ତି, କିନ୍ତୁ ଯଦି କର୍ମକ୍ଷେତ୍ରରେ ସ୍ତନ୍ୟପାନ କରାଇବାକୁ ଉତ୍ସାହିତ କରାଯାଏ ଏବଂ ସମର୍ଥନ କରାଯାଏ ତେବେ ଆହୁରି ଅଧିକ ଅଗ୍ରଗତି ହୋଇପାରିବ।…
ଚାଇନାରେ ଭୂକମ୍ପ, ୨୧ରୁ ଅଧିକ ଆହତ….
ବେଜିଂ,୬।୮ : ଚାଇନାର ଶାନନ୍ଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୟୁଆନ କାଉଣ୍ଟିରେ ୫.୫ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ରବିବାର ଦିନ ସ୍ଥାନୀୟ ସମୟ ରାତ୍ର ସାଢ଼େ ଦୁଇଟାରେ ଏହି…
ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ଚାଇନାର ପ୍ରସ୍ତୁତି ଆରମ୍ଭ…
ବେଜିଂ,୬।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ଲଗାତାର ତିକ୍ତତା ଦେଖାଦେଇଛି। ନିକଟରେ ଯେତେବେଳେ ଆମେରିକା ତାଇୱାନ ପାଇଁ ସାମରିକ ପ୍ୟାକେଜ ଘୋଷଣା କରିଛି। ଏନେଇ ବେଜିଂ ଏଥିରେ ରାଗିବା ସହିତ ଚେତାବନୀ ଦେଇଥିଲା ଇତିହାସରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ।…
ୟୁକ୍ରେନର ରକ୍ତଦାନ କେନ୍ଦ୍ର ଉପରେ ଆକ୍ରମଣ କଲା ରୁଷିଆ…
କିଭ,୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୧୫ ମାସରୁ ଅଧିକ ସମୟ ବିତିଗଲାଣି। ଉଭୟ ଦେଶର ସୈନ୍ୟ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ରୁଷିଆ ପୁଣିଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ୟୁକ୍ରେନ…
ଆମେରିକା ମୁହାଁ ଚାଇନା: ଆଉ ୨୦ ମିଟର ଦୂରରେ…
ଓ୍ବାଶିଂଟନ/ବେଜିଂ,୬।୮ : ଆମେରିକାର ସାଉଥ କମାଣ୍ଡ ଜେନେରାଲ ଲୌରା ରିଚାର୍ଡସନ ଅଗଷ୍ଟ ୬ରେ ୱାଶିଂଟନରେ କହିଛନ୍ତି ଚାଇନା ନିଜର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ମାଧ୍ୟମରେ ଲାଟିନ ଆମେରିକୀୟ ଦେଶଗୁଡିକରେ ପୁଞ୍ଜି ବିନିଯୋଗ ଏବଂ ଭିତ୍ତିଭୂମି ବିସ୍ତାର କରି ଆମେରିକା ଆଡକୁ…
୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୬।୮ : ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେଶନ…
ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ସକ୍ରିୟ: ଡୋଭାଲ…
ଜେଦା,୬।୮ : ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସାଉଦି ଆରବ ସହର ଜେଦାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି। ତାଙ୍କ ସହ ଅନ୍ୟାନ୍ୟ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା…
ବାଲୁଚିସ୍ତାନରେ ଟିକାକରଣ ଟିମ ଉପରେ ଗୁଳି ବର୍ଷା କଲେ ବନ୍ଧୁକଧାରୀ…
ଇସଲାମାବାଦ,୫।୮ : ଅଶାନ୍ତ ପାକିସ୍ତାନରେ ସ୍ଥିତି କ୍ରମାଗତ ବିଗିଡ଼ିବାରେ ଲାଗିଛି। ବାଲୁଚିସ୍ତାନରେ କିଛି ଅଜଣା ବନ୍ଧୁକଧାରୀ ଟିକାକରଣ ଟିମ୍ ଉପରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ପୋଲିଓ ଟିକାକରଣ ଟିମ ସହିତ ଦୁଇ ଜଣ…
ନବୀନଙ୍କୁ ଶାହାଙ୍କ ପ୍ରଶଂସା
ଭୁବନେଶ୍ୱର,୫ା୮(ଅନିଲ ଦାସ): ଓଡ଼ିଶାର ମାଓବାଦୀ ଦମନ ନୀତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶାହା ଶନିବାର ଲୋକସେବା କନ୍ଭେନ୍ସନ୍…
ଚନ୍ଦ୍ର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେଲା ଚନ୍ଦ୍ରାୟନ-୩…
ନୂଆଦିଲ୍ଲୀ,୫।୮ : ଚନ୍ଦ୍ରାୟନ-୩ ଚନ୍ଦ୍ର କକ୍ଷପଥରେ ସଫଳତାରେ ସହ ସ୍ଥାପିତ ହୋଇଛି। ଇସ୍ରୋ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ୫ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ର କକ୍ଷବଥରେ ସ୍ଥାପିତ ହୋଇଛି। ଏହାପରେ ଅଗଷ୍ଟ…
ଆରିଜୋନାରେ ଉତ୍ତାପ: ମହୁମାଛିଙ୍କ ଜୀବନ ବିପଦରେ, ତରଳି ଯାଉଛି ମହୁଫେଣା…
ଫିନିକ୍ସ,୫।୮ : ଅତ୍ୟଧିକ ଉତ୍ତାପ ଉଭୟ ମଣିଷ ଏବଂ ପ୍ରାଣୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆରିଜୋନାରେ ଅଧିକ ତାପମାତ୍ରା ଯୋଗୁ ମହୁମାଛିଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଜୁନ ୩୦ ରୁ ଜୁଲାଇ ୩୦ପର୍ଯ୍ୟନ୍ତ,…
Archives


