ମଣିପୁର ସରକାରରୁ ଓହରିଲେ ୨ କୁକି ବିଧାୟକ
ଇମ୍ଫାଲ,୭ା୮ : ଭାଜପା ଶାସିତ ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ଜାତିଆଣ ଓ ଯୌନ ହିଂସା ଯୋଗୁ ଅଚଳାବସ୍ଥା ଦୂର ହେଉନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂଙ୍କ ଉଦାସୀନତା ଓ ସ୍ଥାଣୁତାକୁ ଦାୟୀ କରାଯାଉଛି। ଜାତୀୟ…
ମା’ଙ୍କ ଉତ୍ତମ ଖାଦ୍ୟ ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ
ନୂଆଦିଲ୍ଲୀ,୭ା୮(ପି.ଟି.): ଜଣେ ମହିଳା ଗର୍ଭଧାରଣର ପ୍ରଥମ ଭାଗରେ ଯଦି ସେଓ ଏବଂ ଗୁଳ୍ମଜାତୀୟ ଖାଦ୍ୟ ଖାଇଥାନ୍ତି, ତେବେ ତାଙ୍କ ପିଲା ଏବଂ ନାତିନାତୁଣୀଙ୍କ ମସ୍ତିଷ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିପାରିବ। ମେଲବୋର୍ନର ମୋନାଶ ୟୁନିଭର୍ସିଟିରେ ଜେନେଟିକ୍ ମଡେଲ୍ ବ୍ୟବହାରରେ କରାଯାଇଥିବା ଅଧ୍ୟୟନରୁ ଏହା…
‘ମେଟଲ୍ ମିଟ୍ ୨୦୨୩’: ଜୁନିୟରରେ ସିଡିଏ ଡିଏଭି, ସିନିୟରରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ
ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍ ମିଟ୍ ୨୦୨୩’ ରବିବାର ଶେଷ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଜୁନିୟର ବର୍ଗରେ କଟକ ସିଡିଏ ସ୍ଥିତ…
ମେଟଲ୍ ମିଟ୍-୨୦୨୩: ଜୁନିୟର ଗ୍ରୁପ୍ର ସିଡିଏ ଡିଏଭି ପ୍ରଥମ
ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୁଇଜ୍ ଇଭେଣ୍ଟ୍ ‘ମେଟଲ ମିଟ୍-୨୦୨୩’ର ଗ୍ରାଣ୍ଡ୍ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାଣ୍ଡ୍ ଫିନାଲେରେ ଜୁନିୟର ଗ୍ରୁପ୍ କଟକର ସିଡିଏ ଡିଏଭି ସ୍କୁଲ…
ରାଜ୍ୟ ସଭାରେ ସୋମବାର ଅମିତ ଶାହା ଉପସ୍ଥାପନ କରିବେ ଦିଲ୍ଲୀ ସେବା ବିଲ, ଲୋକ ସଭାରେ ମିଳି ସାରିଛି ମଞ୍ଜୁରୀ
ନୂଆଦିଲ୍ଲୀ,୬।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୭ ସୋମବାର ରାଜ୍ୟ ସଭାରେ ‘ଦିଲ୍ଲୀର ସରକାରୀ ସଂଶୋଧନ ବିଲ, ୨୦୨୩’ ଉପସ୍ଥାପନ କରିବେ। ଏହାପୂର୍ବରୁ ଅଗଷ୍ଟ ୩ରେ, ରାଜଧାନୀ ଦିଲ୍ଲୀର ଅଧିକାରୀ ନିଯୁକ୍ତି ଏବଂ ସ୍ଥାନାନ୍ତରଣରେ ଲେଫ୍ଟନାଣ୍ଟ…
ଟେଲିଗ୍ରାମ୍ ଆପ୍ ବନ୍ଦ କଲା ଇରାକ୍
ବାଗ୍ଦାଦ୍,୬ା୮: ଇରାକ୍ ଏହାର ଟେଲିଗ୍ରାମ୍ ଆପ୍କୁ ବନ୍ଦ କରିଦେଇଛି। ‘ବ୍ୟକ୍ତିଗତ ତଥ୍ୟ ଉଲ୍ଲଂଘନ’ ଦର୍ଶାଇ ଇରାକ୍ ଏହି ଆପ୍କୁ ବନ୍ଦ କରିଥିବା ଇରାକ୍ର ଟେଲିକମ୍ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ କହିଛି ଯେ, ଜାତୀୟ ସୁରକ୍ଷା ଚିନ୍ତାଧାରା ତଥା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର…
ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି, ୮୦ରୁ ଅଧିକ ଆହତ
ଇସଲାମାବାଦ,୬ା୮: ପାକିସ୍ତାନର ସିନ୍ଧ ପ୍ରଦେଶରେ ରବିବାର ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ରାଓ୍ବଲପିଣ୍ଡି ଅଭିମୁଖେ ହାଜ୍ରା ଏକ୍ସପ୍ରେସର ମୋଟ୍ ୧୦ଟି ବଗି କରାଚିଠାରୁ ୨୭୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଷ୍ଟେଶନ ନିକଟରେ ଲାଇନଚ୍ୟୁତ୍ ହେବାରୁ ପ୍ରାୟ ୨୫ ଜଣଙ୍କର…
ନା ଏସି, ନା ଭିଭିଆଇପି ଟ୍ରିଟମେଣ୍ଟ; ୮୦୪ କଏଦୀ ଥିବା ଜେଲରେ ରହୁଛନ୍ତି ଇମ୍ରାନ, ବ୍ରିଟିଶ ଶାସକ ସମୟର ଅଟୋକ ଜେଲ
ଇସଲାମାବାଦ,୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଟୋକ ଜେଲରେ ବନ୍ଦୀ କରି ଦିଆଯାଇଛି। ପଞ୍ଜାବ ଅଞ୍ଚଳର ସୀମାରେ ଥିବା ଅଟୋକ ଜେଲ ଏକ ଐତିହାସିକ ଜେଲ, ଯେଉଁଠାରେ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମଏଲ-ଏନ) ସୁପ୍ରିମୋ ନଓ୍ବାଜ ଶରିଫ, ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର…
‘ଆସିବାକୁ ବହୁ ବିଳମ୍ବ କରିଦେଲେ, ଆପଣଙ୍କ ପାଇଁ ଏହା ସଠିକ ସ୍ଥାନ’, ଅଜିତ ପାଓ୍ବାରଙ୍କୁ ନେଇ ଶାହାଙ୍କ ବଡ ବୟାନ
ପୁଣେ,୬।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପୁଣେରେ ଏନସିପି ନେତା ଅଜିତ ପାଓ୍ବାରଙ୍କୁ ନେଇ କହିଛନ୍ତି, ଆପଣ ଏଠାକୁ ଆସିବାକୁ ବହୁ ବିଳମ୍ବ କରିଦେଲେ, ଆପଣଙ୍କ ପାଇଁ ଏହି ସ୍ଥାନ ଠିକ। ଅଜିତ ପାୱାର ଗତ ମାସରେ ଭାଜପା ଏବଂ…
ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା, ୧୫ ମୃତ, ବହୁ ଆହତ…
ଇସଲାମାବାଦ,୬।୮ : ପାକିସ୍ତାନରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରୁ ଚାଲୁଥିବା ହଜାରା ଏକ୍ସପ୍ରେସର ଦଶଟି କୋଚ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ଜଣଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୫୦ ଜଣ ଆହତ ହୋଇଥିବା…
ମେଟଲ୍ ମିଟ୍-୨୦୨୩: ଗ୍ରାଣ୍ଡ୍ ଫିନାଲେ ଆରମ୍ଭ
ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ୍ ଇଭେଣ୍ଟ୍ ‘ମେଟଲ ମିଟ୍-୨୦୨୩’ର ଗ୍ରାଣ୍ଡ୍ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍ଠାରେ ରବିବାର ଆରମ୍ଭ ହୋଇଛି। ଗ୍ରାଣ୍ଡ୍ ଫିନାଲେରେ ଜୁନିୟର ଓ…
କୁପଓ୍ବାଡାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା-ପୋଲିସର ଜଏଣ୍ଟ ଅପରେଶନରେ ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରର କୁପଓ୍ବାଡାରେ ରବିବାର ସେନା ଓ ପୋଲିସର ମିଳିତ ଅପରେଶନରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିତ ଅପରେଶନରେ ସେନା ଏବଂ କୁପୱାଡା ପୋଲିସ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି କୁପୱାଡା ଜିଲାର ଟାଙ୍ଗଧର…
Archives


