Home Middle

ୟୁକ୍ରେନ କରୁଛି ଡ୍ରୋନ ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୨୩।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ,ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ସେମାନେ ମସ୍କୋରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ତିନୋଟି ୟୁକ୍ରେନ ଡ୍ରୋନକୁ ଧ୍ୱଂସ କରିଛନ୍ତି।…

୩୯ ସିଡବ୍ଲୁସି ସଦସ୍ୟଙ୍କ ସ୍ଥିତି: ୧୧ ମୋଦିଙ୍କ ଶାସନରେ ଲଢ଼ି ନାହାନ୍ତି ନିର୍ବାଚନ,୧୩ ହୋଇଛନ୍ତି ଦୟନୀୟ ପରାସ୍ତ, ୨ ହରାଇଛନ୍ତି ଅମାନତ…

ନୂଆଦିଲ୍ଲୀ,୨୩।୮ : ଅଧ୍ୟକ୍ଷ ହେବାର ୯ ମାସ ପରେ ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସରେ ସର୍ବୋଚ୍ଚ ନୀତି ନିର୍ବାହକାରୀ ସଂସ୍ଥା ସିଡବ୍ଲୁସ (କଂଗ୍ରେସ ୱାର୍କିଂ କମିଟି) ଗଠନ କରିବାକୁ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ୩୯ ଜଣ ନେତା ସିଡବ୍ଲୁସିରେ ସଦସ୍ୟ…

ବିବାହ ପରେ ପ୍ରତାରଣା ସମ୍ପର୍କରେ ଜଣାପଡ଼ିଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ଘାତକ ପ୍ରଭାବ: ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୮ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବିବାହ ପରେ ତୁରନ୍ତ ପ୍ରତାରଣା ସମ୍ପର୍କରେ ଜଣାପଡ଼ିଲେ ମହିଳାଙ୍କ ମାନସିକ ଏବଂ ସ୍ବାସ୍ଥ୍ୟ ଉପରେ ଗଭୀର ଏବଂ ଘାତକ ପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ। ଏହା ସହିତ କୋର୍ଟ ଏପରି ଜଣେ ବ୍ୟକ୍ତିଙ୍କୁ ଜାମିନ…

ବନ୍ୟାଗ୍ରସ୍ତ ହିମାଚଳକୁ ୧୦ କୋଟି ଆର୍ଥିକ ସହାୟତା ଯୋଗାଇଦେବ ତାମିଲନାଡୁ: ଷ୍ଟାଲିନଙ୍କ ଘୋଷଣା…

ଚେନ୍ନାଇ,୨୩।୮ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟାଗ୍ରସ୍ତ ହିମାଚଳ ପ୍ରଦେଶରେ ରିଲିଫ ସହାୟତା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି। ତାଙ୍କ ହିମାଚଳ ପ୍ରଦେଶର ପ୍ରତିପକ୍ଷ ସୁଖବିନ୍ଦର…

ଜଙ୍ଗଲ ନିଆଁକୁ କାବୁ କରିବା ଲାଗି ଗ୍ରହଣ କରାଯିବ ପ୍ରଭାବଶାଳୀ ପଦକ୍ଷେପ:ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା…

ଏଥେନ୍ସ,୨୩।୮ : ଗ୍ରୀସରେ ଜଙ୍ଗଲ ନିଆଁ ତାଣ୍ଡବ ରଚିଛି। ଅଗ୍ନିଶମ କର୍ମଚାରୀମାନେ ଉତ୍ତର-ପୂର୍ବ ଗ୍ରୀସର ଏକ ଅଞ୍ଚଳରେ ୧୮ ଜଳନ୍ତା ମୃତଦେହ ପାଇଛନ୍ତି। ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା ସାକେଲାରୋପୁଲୁ ଏକ ବିବୃତ୍ତିରେ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ବାରମ୍ବାର ଜଙ୍ଗଲ…

ବର୍ଷା ବିପର୍ଯ୍ୟୟ: ୨୨୨୦ ଘର ଧସିଲା, ୧୧ ହଜାର ଘରେ ଫାଟ, ଶହ ଶହ ଲୋକ ବେଘର…

ଶିମଲା,୨୩।୮ : ହିମାଚଳ ପ୍ରଦେଶରେ ବର୍ଷା ଯୋଗୁଁ ଶହ ଶହ ଲୋକ ବେଘର ହୋଇ ଯାଇଛନ୍ତି। ବର୍ଷା ବିପର୍ଯ୍ୟୟ ନେେଇ ଲୋକମାନେ ରାତିରେ ନିଜ ଘରେ ଶାନ୍ତିରେ ଶୋଇପାରୁ ନାହାଁନ୍ତି। ଜୁନ ୨୪ ରେ ମୌସୁମୀ ରାଜ୍ୟରେ ପ୍ରବେଶ କରିଥିଲା, ସେହି…

ପଳାୟନ କରୁଥିବା ଇଥୋପିଆ ନାଗରିକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରୁଛନ୍ତି ସାଉଦି ଆରବ ସୁରକ୍ଷାକର୍ମୀ…

ରିୟାଦ,୨୩।୮ : ସାଉଦି ଆରବ ସୀମାରେ ଇଥିଓପିଆରୁ ପଳାୟନ କରୁଥିବା ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଛି। ହ୍ୟୁମାନ ରାଇଟ୍ସ ୱାଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲୋକମାନେ ୟେମେନ ଦେଇ ସାଉଦି…

ସୁଇଜ କେନାଲରେ ୨ ଟ୍ୟାଙ୍କର୍‌ ମୁହାଁମୁହିଁ …

କାହିରା,୨୩।୮: ଇଜିପ୍ଟର ସୁଇଜ କେନାଲରେ ସିଙ୍ଗାପୁରରୁ ଯାଇଥିବା ବିଡବ୍ଲୁ ଲେସମେସ ଏବଂ କେମାନ ଦ୍ୱୀପପୁଞ୍ଜରୁ ଆସିଥିବା ଟ୍ୟାଙ୍କର୍‌ ମୁହାଁମୁହିଁ ହୋଇଛନ୍ତି। ବୁଧବାର ସକାଳେ ଜାହାଜ ଟ୍ରାକିଂ କମ୍ପାନୀ ମେରାଇନ ଟ୍ରାଫିକ ଏହି ସୂଚନା ଦେଇଛି। ଶିପିଂ ଟ୍ରାକରରେ ଏଲଏନଜି ବାହକ ବିଡବ୍ଲୁ…

ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଙ୍ଗ୍‌ ସମୟରେ ଦକ୍ଷିଣ ଆଫ୍ରିକାରୁ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ସମଗ୍ର ଦେଶରେ ଚନ୍ଦ୍ରୟାନର ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ ପାଇଁ ପ୍ରାର୍ଥନା କରାଯାଉଛି। ଏଥି ସହିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ…

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୨୩ା୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଟ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀ ମଙ୍ଗଳବାର ଜୋହାନ୍ସବର୍ଗରେ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ…

ଇତିହାସ ରଚିବାକୁ ପ୍ରସ୍ତୁତ ଭାରତ, ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ପୋଲରେ ହେବ ‘ସଫ୍ଟ ଲ୍ୟାଣ୍ଡିଙ୍ଗ୍‌’

ନୂଆଦିଲ୍ଲୀ,୨୩।୮: ମହାକାଶ ଜଗତରେ ଇତିହାସ ସୃଷ୍ଟି କରିବାକୁ ଭାରତ ପ୍ରସ୍ତୁତ ରହିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ତୃତୀୟ ଚନ୍ଦ୍ର ମିଶନର ଅଧୀନରେ ଚନ୍ଦ୍ରୟାନ -୩ ର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ୍‌) ବୁଧବାର ସନ୍ଧ୍ୟା ୬.୦୪ରେ ଚନ୍ଦ୍ର ପୃଷ୍ଠରେ ଅବତରଣ…

ଗାଡ଼ିରେ ଲେଖା ହେବନି ଜାତି ସୂଚକ ଶବ୍ଦ, ନୋଏଡା ଟ୍ରାଫିକ ପୋଲିସର କଡ଼ା ପଦକ୍ଷେପ…

ଲକ୍ଷ୍ନୌ,୨୨।୮ : ଯେଉଁମାନେ ଉତ୍ତରପ୍ରଦେଶର ଯାନବାହାନରେ ଜାତି ଓ ଧର୍ମ ସୂଚକ ଶବ୍ଦ ଲେଖୁଛନ୍ତି, ସେମାନେ ଏବେ ଆଉ ସୁରକ୍ଷିତ ନୁହଁନ୍ତି। ଏଭଳି ଗାଡି ବିରୋଧରେ ନୋଏଡା ଟ୍ରାଫିକ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଗାଡି ବିରୋଧରେ ଟ୍ରାଫିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?