Home Middle

୪୨ ପ୍ରତିଶତ ଜାପାନୀ ମହିଳାଙ୍କର ହେବେନି କୌଣସି ସନ୍ତାନ…

ଟୋକିଓ,୯।୮ : ସରକାରୀ ଅନୁସନ୍ଧାନ ଗୋଷ୍ଠୀ ଦ୍ୱାରା ପ୍ରକାଶିତ ଆକଳନକୁ ଦର୍ଶାଇ ନିକ୍କି ଖବରକାଗଜ ରିପୋର୍ଟ କରିଛି ପ୍ରାୟ ୪୨ ପ୍ରତିଶତ ବୟସ୍କ ଜାପାନୀ ମହିଳା ଭବିଷ୍ୟତରେ କଦାପି ସନ୍ତାନ ଜନ୍ମ କରି ନ ପାରନ୍ତି। ୨୦୦୫ରେ ଜନ୍ମ ହୋଇଥିବା ଏକ…

ବିସିସିଆଇ ଦେଇଛି ୧୧୫୯ କୋଟି ଟିକସ, କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ…

କୋଲକାତା,୯।୮ : ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ। ୨୦୦୮ ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବା ପରେ ବୋର୍ଡର ରୋଜଗାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ବର୍ଷ ବିଷୟରେ କହିବାକୁ ଗଲେ, ବିସିସିଆଇ…

ଦେଶର କଥା ଶୁଣିବା ପାଇଁ ତ୍ୟାଗ କରିବାକୁ ହେବ ଅହଂକାର: ରାହୁଲ…

ନୂଆଦିଲ୍ଲୀ,୯।୮ : ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ଲୋକସଭାରେ କହିଛନ୍ତି ତାଙ୍କୁ ସଂସଦକୁ ଫେରାଇ ଆଣିଥିବାରୁ ଧନ୍ୟବାଦ। ଏହା ସହିତ ମଣିପୁର ହିଂସା ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ ାସମାଳୋଚନା କରିଛନ୍ତି। ରାହୁଲ ଗାନ୍ଧୀ…

ଟ୍ରମ୍ପ ଓକିଲଙ୍କ କୋର୍ଟରେ ଅପିଲ, ୨୦୨୦ ନିର୍ବାଚନ ମାମଲାରେ ବିଳମ୍ବରେ ହେଉ ଶୁଣାଣି

ଓ୍ବାଶିଂଟନ୍‌,୯।୮: ୨୦୨୦ ନିର୍ବାଚନକୁ ରଦ୍ଧ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଅଭିଯୁକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଜିଲା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟ୍ରମ୍ପଙ୍କ ଓକିଲମାନେ ଏହି ଅଭିଯୋଗର ଶୁଣାଣି ସମୟକୁ ବିଳମ୍ବ କରିବାକୁ କୋର୍ଟଙ୍କ ପାଖରେ ନିବେଦନ…

ଟମାଟୋ ପରେ ଏବେ ପିଆଜ ଦାମ ୧୦୦ ଟଙ୍କା ମୁହାଁ…

ନୂଆଦିଲ୍ଲୀ,୯।୮ : ଗତ ଏକ ମାସ ଧରି ଟମାଟୋର ମୂଲ୍ୟ ଲୋକଙ୍କ ବଜେଟକୁ ବିଗାଡ଼ି ଦେଇଛି। ଟମାଟୋ ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୨୦୦ଟଙ୍କାରେ ସ୍ଥିର ରହିଛି। କିନ୍ତୁ ପିଆଜ ଦର ବୃଦ୍ଧି ଯୋଗୁ ଏବେ ଲୁହ ବୋହିବା ଆରମ୍ଭ ହୋଇଛି।…

ଦୁର୍ଘଟଣା ଦେଖି ବାଟରେ ଅଟକିଲେ ରାହୁଲ, ଆହତଙ୍କ ହସ୍ପିଟାଲ ପଠାଇ ଗଲେ ସଂସଦ…

ନୂଆଦିଲ୍ଲୀ,୯।୮ : ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସଂସଦରେ ପହଞ୍ଚିଛନ୍ତି। ଅବଶ୍ୟ, 10 ଜାନପଥ ଛାଡିବା ପରେ ହଠାତ ତାଙ୍କ ଦଳ କିଛି ଦୂରରେ ଅଟକି ଯାଇଥିଲା। ରାସ୍ତାରେ ଦୁର୍ଘଟଣାରେ ଆହତ ହୋଇଥିବା…

ଆୟୁଷ୍ମାନ ଭାରତ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ, ଗୋଟିଏ ମୋବାଇଲ ନମ୍ବରରେ ଲକ୍ଷ ଲକ୍ଷ ଲୋକଙ୍କ ପଞ୍ଜିକରଣ…

ନୂଆଦିଲ୍ଲୀ,୯।୮ : କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ(ସିଏଜି) ର ଏକ ରିପୋର୍ଟରେ ଆୟୁଷ୍ମାନ ଭାରତ-ପ୍ରଧାନ ମନ୍ତ୍ର ୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଏହି ଯୋଜନାର ପ୍ରାୟ ୭.୫ ଲକ୍ଷ…

ଅଧିକାରୀଙ୍କ ନିଖୋଜ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ! ଚାଇନାର ରଣନୀତିରେ ପରିବର୍ତ୍ତନ…

ବେଜିଂ,୯।୮ : ଉଚ୍ଚ ପଦବୀର ଅଧିକାରୀମାନେ ଚାଇନାରେ କ୍ରମାଗତ ଭାବରେ ଅଦୃଶ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ହୋଇଯାଇଛି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏହାର ରଣନୀତି ବଦଳାଉଛି। ତେବେ ପିପୁଲ୍ସ ଲିବରେଶନ ଆର୍ମି ରକେଟ ଫୋର୍ସ ର…

ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟ୍‌କା

ମନେଲା,୯।୮: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୫.୪ ତୀବ୍ରତାରେ ମିଣ୍ଡାନାଓ ଥରି ଉଠିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ସୂଚନାନୁସାରେ ଭୂକମ୍ପ ଭୂମି ଠାରୁ ୧୦କି.ମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା।

ବାବ୍ରି ଭଙ୍ଗା ହେବା ପୂର୍ବରୁ ମୁଁ ନରସିଂହ ରାଓ ସରକାରଙ୍କୁ ଭାଜପା ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଥିଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୮ : ଏନସିପି ମୁଖ୍ୟ ଶରଦ ପାୱାର ପ୍ରକାଶ କରିଛନ୍ତି ୍‌ ଯେତେବେଳେ ରାମଜନ୍ମଭୂମି ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗଥିଲା, ସେତେବେଳେ ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ବାବ୍ରି ମସଜିଦରେ କିଛି ଘଟିବ ନାହିଁ ବୋଲି ଭାଜପାର ପ୍ରତିଶ୍ରୁତିକୁ…

ଚାଇନାର ପ୍ରବଳ ବନ୍ୟାରେ ବେହାଲ ରାଜଧାନୀ: ୩୩ମୃତ୍ୟୁ, ୧୮ ନିଖୋଜ

ବେଜିଂ,୯।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କ ଜୀବନ ର୍ଦୁଃବିସହ ହୋଇପଡିଛି। ତେବେ ବେଜିଂର ଦକ୍ଷିଣ-ପଶ୍ଚିମ ଜୁଜୋଉରେ ବନ୍ୟାଜଳ କମିବା ଆରମ୍ଭ ହୋଇଛି। ବନ୍ୟା ଜଳ କମିଲେ ମଧ୍ୟ ବନ୍ୟା ପରର ପରିସ୍ଥିତି ବୃଦ୍ଧି ପାଉଛି।…

ତାଇଓ୍ବାନ ନିକଟରେ ଚାଇନାର ୧୧ର ଯୁଦ୍ଧ ବିମାନ-୫ ଯୁଦ୍ଧପୋତ…

ତାଇପେ,୯।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନିଜର ବିସ୍ତାରବାଦୀ ନୀତି ଅନୁଯାୟୀ ଚାଇନା କ୍ରମାଗତ ଭାବରେ ତାଇୱାନ ଉପରେ ଚାପ ପକାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାରରୁ ମଙ୍ଗଳବାର ମଧ୍ୟରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ୧୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri