Home Middle

୬୯୭ ବୁଥରେ ସାନି ମତଦାନ,କେନ୍ଦ୍ରୀୟ ବାହିନୀ ମୁତୟନ…

କୋଲକାତା,୧୦।୭ : ସୋମବାର (ଜୁଲାଇ ୧୦) ପଶ୍ଚିମବଙ୍ଗର ୨୨ ଟି ଜିଲା ମଧ୍ୟରୁ ୧୯ ଟିର ମୋଟ ୬୯୭ ଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ ସାନି ମତଦାନ ଆରମ୍ଭ ହୋଇଛି। ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ସୋମବାର ସକାଳ ୭ଟାରୁ…

ଦିଲ୍ଲୀରେ ସନ୍ଥ ପଶ୍ଚିମବଙ୍ଗ ଆସିଲେ ସୈତାନ ହୋଇଯାଉଛନ୍ତି ମମତା: ଅଧୀର ରଞ୍ଜନ…

କୋଲକାତା,୧୦।୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମସି କର୍ମୀଙ୍କ ଦ୍ୱାରା ହିଂସା ହୋଇଥିବାର ଖବର ପାଇବା ପରେ ଭେଟେରାନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ବିରୋଧୀ ଏକତା…

ଭାରତୀୟ ନୌସେନାକୁ ମିଳିପାରେ ୨୬ ରାଫେଲ-ଏମ ଫାଇଟର ଜେଟ

ନୂଆଦିଲ୍ଲୀ,୧୦।୭: ଚାଇନା ଓ ପାକିସ୍ତାନର ଗତିବିଧିକୁ ଦେଖି ଭାରତ ନିଜକୁ ଲଗାତାର ଭାବେ ମଜଭୁତ କରି ଚାଲିଛି। ଗତ କିଛି ବର୍ଷରେ ଭାରତୀୟ ସେନାଙ୍କ ଶକ୍ତି କିଛି ଗୁଣା ବୃଦ୍ଧି ହୋଇଛି। ଇତିମଧ୍ୟରେ ଭାରତୀୟ ନୌସେନାର ଶକ୍ତି ବି କିଛି ଗୁଣା…

ଜେଲେନକ୍ସିଙ୍କୁ ଆମେରିକାର ଝଟ୍‌କା: ପ୍ରଥମେ ଶେଷ ହେଉ ଯୁଦ୍ଧ ଏହାପରେ ନାଟୋ ସଦସ୍ୟତା ନେଇ ବିଚାର…

ଓ୍ବାଶିଂଟନ,୧୦।୭ : ସର୍ବ ବୃହତ ସାମରିକ ସଂଗଠନ ନାଟୋରେ ଯୋଗଦେବାକୁ ୟୁକ୍ରେନ ହତାଶ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହାର ଗନ୍ତବ୍ୟ ସ୍ଥଳ ବହୁତ ଦୂରରେ ରହିଛି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ରୁଷିଆ ସହିତ ଚାଲିଥିବା…

ନାଟୋର ଲିଥୁଆନିଆ ବୈଠକରେ ହେବ ଏକତାର ଅଗ୍ନିପରୀକ୍ଷା: ୟୁକ୍ରେନ ସଦସ୍ୟତା ବଡ଼ ଆହ୍ବାନ…

ଓ୍ବାଶିଂଟନ,୧୦।୭ : ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଲିଥୁଆନିଆର ରାଜଧାନୀ ଭିନିୟସରେ ଜୁଲାଇ ୧୧-୧୨ ଜୁଲାଇରେ ନାଟୋ ଶିଖର ସମ୍ମିଳନୀରେ ନାଟୋର ଏକତାର ଅଗ୍ନିପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି। ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମ୍ନା କରୁଥିବା ସବୁଠାରୁ ବଡ…

ପାକିସ୍ତାନରେ ଲଗାତାର ବର୍ଷା: ୭୬ ମୃତ, ୩୦ ବର୍ଷର ରେକର୍ଡ ଭାଙ୍ଗିଲା…

ଇସଲାମାବାଦ,୧୦।୭ : ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ପ୍ରବଳ ବର୍ଷା ଯୋଗୁ ଦେଶରେ ଇତି ମଧ୍ୟରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୩ ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ…

ଟୁଇଟର-ମେଟା ସିଇଓଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ…

ଓ୍ବାଶିଂଟନ,୧୦।୭ : ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ପ୍ରତିଦ୍ୱନ୍ଦ୍ୱୀ ଟୁଇଟରକୁ ଆଣିଥିବା ନୂତନ ’ଥ୍ରେଡ୍ସ’ ପ୍ଲାଟଫର୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶେଷକରି ଟୁଇଟର ସିଇଓ ଏଲନ ମସ୍କ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ମସ୍କ ଏହି ପ୍ଲାଟଫର୍ମର…

ଡ୍ରୋନ ଆକ୍ରମଣରେ ଆଇଏସ ନେତା ଉସମା ମୃତ: ଆମେରିକା ସେଣ୍ଟ୍ରାଲ କମାଣ୍ଡ…

କାହିରା,୧୦।୭ : ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦାବି କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ) ର ଜଣେ ବରିଷ୍ଠ ନେତା ଜୁଲାଇ ୭ ରେ ପୂର୍ବ ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ହୋଇଛନ୍ତି। ପ୍ରତିରକ୍ଷା ବିଭାଗ କହିଛି ଘଟଣାର…

ନାଟୋରେ ସ୍ବିଡେନକୁ ସାମିଲ କରିବା ପାଇଁ ଆମେରିକାର ଉଦ୍ୟମ…

ଓ୍ବାଶିଂଟନ,୧୦।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସ୍ବିଡେନକୁ ନାଟୋରେ ଅନ୍ତର୍ଭୁକ୍ତ ହେବା ନେଇ ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନଙ୍କ ସହ ଫୋନରେ କଥା ହୋଇଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହା ବିଷୟରେ ସୂଚନା ଦେଇଛି। ହ୍ବାଇଟ ହାଉସ ଅନୁଯାୟୀ ଆମେରିକାର…

ହଡସନ ଭ୍ୟାଲିରେ ପ୍ରଳୟଙ୍କରୀ ବନ୍ୟା…

ଓ୍ବାଶିଂଟନ,୧୦।୭ : ଆମେରିକାର ଆର୍ଥିକ ରାଜଧାନୀ ନ୍ୟୁୟର୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ହଡସନ ଭ୍ୟାଲି ସହରରେ ବନ୍ୟାଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ବନ୍ୟା ଜଳରେ ବୁଡ଼ି ରହିଛି । ଜାତୀୟ ପାଣିପାଗ ସେବା…

ହରମନ୍‌ପ୍ରୀତଙ୍କ ଅର୍ଦ୍ଧଶତକରେ ଜିତିଲା ଭାରତ

ମୀରପୁର, ୧୦ା୭(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତକୁ ଜିତାଇଛନ୍ତି ଅଧିନାୟିକା ହରମନ୍‌ପ୍ରୀତ କୌର ଓ ସ୍ପିନର। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ମାତ୍ର ୧୧୪ ରନ୍‌ରେ ସୀମିତ ରଖିବା ପରେ ହରମନ୍‌ପ୍ରୀତଙ୍କ ଅପରାଜିତ ୫୪ ରନ୍‌ ବଳରେ…

ଶ୍ରୀଲଙ୍କା ବିଶ୍ୱକପ୍‌ କ୍ୱାଲିଫାୟର ଚାମ୍ପିୟନ

ହରାରେ,୧୦ା୭: ନେଦରଲାଣ୍ଡ୍ସକୁ ପରାସ୍ତ କରି ବିଶ୍ୱକପ୍‌ କ୍ୱାଲିଫାୟରରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରୀଲଙ୍କା। ରବିବାର ହରାରେ ସ୍ପୋଟର୍‌ସ କ୍ଲବରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୩୩ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୧୦୫ ରନ୍‌ରେ ସମସ୍ତ ଉଇକେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri