Home Middle

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ଅକାଳରେ ମରିଯିବେ ୧୦୦କୋଟି ଲୋକ

ନୂଆଦିଲ୍ଲୀ,୩୦।୮: ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ବିଶ୍ୱ ତାପମାତ୍ରାରେ ଯଦି ଦୁଇ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ୧୦୦କୋଟି ଲୋକ ଅକାଳରେ ମୃତ୍ୟୁବରଣ କରିବେ। ୪୦ଶତକଡାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ତୈଳ ଏବଂ ଗ୍ୟାସ ଶିଳ୍ପ…

ଲଞ୍ଚିଂ ପାଇଁ ପ୍ରସ୍ତୁତ ଭାରତର ସୋଲାର ମିଶନ ଆଦିତ୍ୟ-ଏଲ ୧

ବେଙ୍ଗାଲୁରୁ,୩୦।୮: ଚନ୍ଦ୍ରାବତରଣ ପରେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତ ଭାରତ। ସୋଲାର ମିଶନ ଆଦିତ୍ୟ ଏଲ ୧ ଶନିବାର ସେପ୍ଟେମ୍ବର ୨ରେ ଲଞ୍ଚ ହେବ। ଚାରି ମାସର ଯାତ୍ରା ସମୟରେ ଆଦିତ୍ୟ ଏଲ୧ ୧୫ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରି ଲାଗ୍ରାଙ୍ଗିଆନ…

ରେଲଓ୍ବେର ପ୍ରମୁଖ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କଲେ ସରକାର, କ୍ଷତି ଘଟାଇଲେ ୧୦ବର୍ଷ ଜେଲ୍‌

ନୂଆଦିଲ୍ଲୀ,୩୦।୮: ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଉତ୍ତର ମଧ୍ୟ ରେଲଓ୍ବେ ଯାତାୟାତ ନିୟନ୍ତ୍ରଣ ଓ ମଧ୍ୟ ତଥା ପଶ୍ଚିମ ରେଲଓ୍ବେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କରିଛନ୍ତି। ଆଇଟି ଆକ୍ଟ ଅନୁଯାୟୀ, ଏକ ସଂରକ୍ଷିତ ସିଷ୍ଟମ ହେଉଛି…

ମସଜିଦରେ ‘ଅଜାନ’ ପଢିବାକୁ ନେଇ ନୂଆ ଗାଇଡଲାଇନ ଜାରି କଲା ଆମେରିକା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ନ୍ୟୁୟର୍କ ସହରରେ ଅଜାନକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଜାନ ପ୍ରାର୍ଥନା କରିବା ସମୟରେ ମସଜିଦରେ ଅନୁମତି ନେବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ଗାଇଡଲାଇନ ଅନୁଯାୟୀ, ରାତି ୧୨.୩୦ ରୁ ରାତି ୧.୩୦ଯାଏଁ ମୁସଲମାନମାନେ ବିନା…

ଲୋକ ସଭା, ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବିଏସପି: ମାୟାବତୀଙ୍କ ଘୋଷଣା

ଲକ୍ଷ୍ନୌ,୩୦।୮: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଚାଲିଛି। ଏସବୁ ମଧ୍ୟରେ ବାହୁଜନ ସମାଜ ପାର୍ଟି (ବିଏସପି)ମୁଖ୍ୟ ମାୟାବତୀ ଇଣ୍ଡିଆ ସହ ମେଣ୍ଟ…

ଅନ୍ୟ ଦେଶ ସହ ଗୁପ୍ତ ବୈଠକ କରୁଛନ୍ତି ଲିବିଆର ମହିଳା ମନ୍ତ୍ରୀ ନଜଲା, ବୈଠକକୁ ନେଇ ଲିବିଆରେ ହିଂସା

ଜେରୁଜେଲମ,୩୦।୮: ଲିବିଆର ବୈଦେଶିକ ମହିଳା ମନ୍ତ୍ରୀଙ୍କୁ ନେଇ ଇସ୍ରାଏଲରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଲିବିଆର ବୈଦେଶିକ ମନ୍ତ୍ରୀ ନଜଲା ମଙ୍ଗୋଶ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଏନେଇ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବୈଠକ…

ଦଣ୍ଡାଦେଶ ସ୍ଥଗିତ ହେବା ପରେ ବି ଜେଲରେ ରହିବେ ଇମ୍ରାନ୍‌

ଇସଲାମାବାଦ,୩୦।୮: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଗୋଟିଏ ସମସ୍ୟା ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟ ଏକ ମାମଲା ସାମ୍ନାକୁ ଆସୁଛି। ମଙ୍ଗଳବାର ଇମ୍ରାନ୍‌ ଖାନଙ୍କୁ ଏକ ବଡ଼ ଆଶସ୍ତି ମିଳିଥିଲା। ଇସଲାମାବାଦ ହାଇକୋର୍ଟ ତୋଶାଖାନା ଦୁର୍ନୀତି…

ଯୁଦ୍ଧ ଯୋଗୁ ୟୁକ୍ରେନର ୧୩୦୦ରୁ ଅଧିକ ସ୍କୁଲ ଧ୍ୱଂସ

ଜେନେଭା,୩୦।୮: ଋଷିଆର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ୟୁକ୍ରେନର ଶିକ୍ଷାନୁଷ୍ଠାନ। ଶହ ଶହ ସ୍କୁଲ, କଲେଜ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏନେଇ ୟୁନିସେଫ କହିଛି ଯେ, ଋଷିଆ ସହିତ ଯୁଦ୍ଧ ଆରମ୍ଭରୁ ୟୁକ୍ରେନରେ ୧୩୦୦ରୁ ଅଧିକ ବିଦ୍ୟାଳୟ ଧ୍ୱଂସ ହୋଇଯାଇଛି। ଶହ…

ଚାଇନା ଯିବେ ପୁଟିନ୍‌, ଗିରଫ ପରୱାନା ଜାରି ହେବା ପରେ ଏହା ହେବ ପ୍ରଥମ ବିଦେଶ ଯାତ୍ରା

ମସ୍କୋ,୩୦।୮: ବ୍ରିକ୍ସ ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଧ୍ୟ ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେଉନାହାଁନ୍ତି। ସେ ୟୁକ୍ରେନ ଯୁଦ୍ଧ ଯୋଗୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସେ…

ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ଥାନୀଙ୍କ ଆକ୍ରମଣକୁ ନିନ୍ଦା କଲେ ବ୍ରିଟେନ ମନ୍ତ୍ରୀ

ଲଣ୍ଡନ,୩୦।୮: ମାର୍ଚ୍ଚରେ ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ତାନ ଉଗ୍ରବାଦୀ ସମର୍ଥକଙ୍କ ଆକ୍ରମଣକୁ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ କେମି ବ୍ୟାଣ୍ଡେନୋଚ ନିନ୍ଦା କରିଛନ୍ତି। ସମସ୍ତ କୂଟନୀତିଜ୍ଞଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ବ୍ରିଟିଶ ସରକାର ପ୍ରତିବଦ୍ଧ ବୋଲି ବାଣିଜ୍ୟ ମନ୍ତ୍ରୀ କହିଛନ୍ତି।…

ମୁମ୍ବାଇ ବୈଠକର କାର୍ଯ୍ୟସୂଚୀକୁ ପ୍ରକାଶ କଲା ‘ଇଣ୍ଡିଆ’

ନୂଆଦିଲ୍ଲୀ,୩୦।୮: ‘ଇଣ୍ଡିଆ’ ମେଣ୍ଟ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳର ବୈଠକର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରକାଶ କରିଛି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହୟାତ୍‌ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ…

ଏସିଆ କପ ୨୦୨୩: ଆଜି ନେପାଳକୁ ଭେଟିବ ପାକିସ୍ତାନ

ମୁଲତାନ,୩୦।୮: ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ବୁଧବାର ଖେଳାଯିବ। ପ୍ରଥମ ମ୍ୟାଚରେ ନେପାଳ ପାକିସ୍ତାନକୁ ଭେଟିବ। ପାକିସ୍ତାନ ଏବଂ ନେପାଳ ମଧ୍ୟରେ ମ୍ୟାଚ ମୁଲତାନରେ ଖେଳାଯିବ। ଏଥି ସହିତ, ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?