ଡେଙ୍ଗୁ ସଂକ୍ରମଣରେ ଲାଗୁନି ରୋକ
ଭୁବନେଶ୍ୱର,୧୪।୮(ଅଭିଜିତ ଦାସ): ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢିଚାଲିଛି। ୧୧ ତାରିଖ ସୁଦ୍ଧା ରାଜ୍ୟରେ ୨୮ ହଜାର ୯୫୩ ନମୁନା ପରୀକ୍ଷା କରାଯାଇଥିବାବେଳେ ୧୬୭୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲା ଡେଙ୍ଗୁର ହଟସ୍ପଟ୍ ପାଲଟିଥିବାବେଳେ ଅଧିକାଂଶ ଡେଙ୍ଗୁ…
ଉଡିବା ଅବସ୍ଥାରେ ହଠାତ୍ ୧୫ ହଜାର ଫୁଟ ତଳକୁ ଖସିଗଲା ଆମେରିକା ଏୟାରଲାଇନ୍ସର ବିମାନ
ଟାଲୋହାସି,୧୩।୮: ଆମେରିକା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। କ୍ୟାବିନ ପ୍ରେସର କମ ହେବା କାରଣରୁ ବିମାନଟି ମାତ୍ର ୩ ମିନିଟରେ ୧୫,୦୦୦ଫୁଟ ତଳକୁ ଖସି ଯାଇଥିଲା। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭିତ ହୋଇଯାଇଥିଲେ। ଆମେରିକା…
‘ମୋଦି-ଶାହା ଆମ ସ୍କୁଲରେ ପାଠ ପଢିଛନ୍ତି’, ଲୋକ ସଭାରେ ମୋଦିଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ଦେଲେ ଖାର୍ଗେ
ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଛତିଶଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି। ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ମଣିପୁର ଉପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ଦେଇନାହାଁନ୍ତି। ଏହା ବଦଳରେ…
ମଣିପୁର ହିଂସାକୁ ନେଇ ଆକ୍ସନରେ ସିବିଆଇ, ଆଉ ନଅଟି ମାମଲାର କରିବ ଯାଞ୍ଚ
ନୂଆଦିଲ୍ଲୀ,୧୩।୮: ମଣିପୁର ହିଂସା ସହ ଜଡିତ ୯ଟି ମାମଲା ସିବିଆଇ ଦ୍ୱାରା ତଦନ୍ତ କରାଯିବ ଏବଂ ଏଜେନ୍ସି ଦ୍ୱାରା ଯାଞ୍ଚ କରାଯାଉଥିବା ମୋଟ ମାମଲା ୧୭ ହୋଇଯିବ। ଅଧିକାରୀ କହିଛନ୍ତି ଯେ ମଣିପୁର ହିଂସା ସହ ଜଡିତ ଆଉ ୯ଟି ଘଟଣାର…
ଭାରତ-ୱେଷ୍ଟଇଣ୍ଡିଜ ଟି -୨୦ ସିରିଜର ପଞ୍ଚମ ମ୍ୟାଚ୍: ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ…
ଫ୍ଳୋରିଡା,୧୩।୮ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି -୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରାଉଡର୍ ରିଜିଓନାଲ ପାର୍କ ଷ୍ଟାଡିୟମରେ ରବିବାର ସନ୍ଧ୍ୟା ୮ଟାରେ ଖେଳାଯିବ। ସମ୍ପ୍ରତି ଏହି ସିରିଜ ୨-୨ ରେ ରହିଛି। ପ୍ରଥମ…
ହର ଘର ତ୍ରିରଙ୍ଗା ଅଭିଯାନ: ୬୦୦ କୋଟିରୁ ଅଧିକ କାରବାର ଆଶା…
ନୂଆଦିଲ୍ଲୀ,୧୩।୮ : ଭାଜପାର ହର ଘର ତ୍ରିରଙ୍ଗା ଅଭିଯାନ ଯୋଗୁ ବଜାରରେ ୬୦୦ କୋଟିରୁ ଅଧିକ ଟଙ୍କା କାରବାର କରିବ ବୋଲି ଆକଳନ କରାଯାଇଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ଘରେ ତ୍ରିରଙ୍ଗା ଲଗାଇବାକୁ ଦଳ ଯୋଜନା କରିଛି। କେନ୍ଦ୍ର ସରକାରଙ୍କ ମନ୍ତ୍ରୀ,…
ରାମ ଜନ୍ମଭୂମୀ ପୂଜାରୀଙ୍କୁ ମିଳିବ ସରକାରୀ ସ୍ତରର ସୁବିଧା, ଦରମା ବୃଦ୍ଧି, ଘର ସହ ମିଳିବ ଛୁଟି
ଅଯୋଧ୍ୟା,୧୩।୮: ରାମ ଜନ୍ମଭୂମୀ ପୂଜାରୀଙ୍କ ପାଇଁ ଆସୁଛି ଶୁଭ ଦିନ। ଏବେ ପୂଜାରୀ ଓ କର୍ମଚାରୀଙ୍କୁ ସରକାରୀ ସ୍ତରର ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି। ଶ୍ରୀ ରାମ ଜନ୍ମଭୂମୀର ମୁଖ୍ୟ ସ୍ଥପତି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ଶ୍ରୀ…
ୟୁକ୍ରେନର ୩ ଡ୍ରୋନ୍କୁ ଖସାଇଲା ରୁଷିଆ
ମସ୍କୋ,୧୩ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ରବିବାର ୟୁକ୍ରେନ ଦ୍ୱାରା କରାଯାଇଥିବା ଡ୍ରୋନ୍ ଆକ୍ରମଣକୁ ଇତିମଧ୍ୟରେ ରୁଷିଆ ଖଣ୍ଡନ କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରୁଷିଆ…
କଂଗ୍ରେସ କ୍ଷମତାକୁ ଆସିବା ପରେ ଦୁର୍ନୀତିର ପ୍ରମାଣ ଦେବ…
ଇନ୍ଦୋର,୧୩।୮ : ମଧ୍ୟପ୍ରଦେଶ ସରକାରରେ ଦୁର୍ନୀତି ଅଭିଯୋଗରେ ଦଳର ନେତା ଇନ୍ଦୋର ପୋଲିସ ଥାନାରେ ପ୍ରିୟଙ୍କା ଗାନ୍ଧୀ ଏବଂ କମଲ ନାଥଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପରେ ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କଂଗ୍ରେସ କଡ଼ା ସମାଲୋଚନା…
୨୪ ଘଣ୍ଟାରେ ଆଇସିୟୁରେ ୧୭ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଘନେଇଲା ସଙ୍କଟ…
ଥାଣେ,୧୩।୮ : ମୁମ୍ବାଇର ଥାଣେର କଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ ହସପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ଆଇସିୟୁରେ ୧୭ ରୋଗୀଙ୍କ ମୃତ୍ୟୁ ପରେ ଆତଙ୍କ ସୃଷ୍ଟି ହୋଇଛି। ଏହାପୂର୍ବରୁ ଅଗଷ୍ଟ ୧୦ ରେ ଗୋଟିଏ ଦିନରେ ପ୍ରାୟ ୫…
ଚାଇନା ଇଞ୍ଜିନିୟରମାନଙ୍କ ଉପରେ ଆକ୍ରମଣ…
ଇସଲାମାବାଦ,୧୩।୮ : ବାଲୁଚିସ୍ତାନର ଗ୍ବାଦର ସହରରେ ଚାଇନାର ଇଞ୍ଜିନିୟରମାନଙ୍କ କନଭେନ ଉପରେ ପ୍ରବଳ ଆକ୍ରମଣ ହୋଇଛି। ସୁରକ୍ଷାକର୍ମୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଅନେକ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି। ରବିବାର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ସଶସ୍ତ୍ର ବିଦ୍ରୋହୀମାନେ ଚାଇନାର…
ଲଦାଖରେ ନିର୍ମାଣ ହେଉଛି ତୃତୀୟ ଫାଇଟର ବେସ୍: ଚିନ୍ତାରେ ଚାଇନା…
ଲେହ,୧୩।୮ : ତିନି ବର୍ଷ ପୂର୍ବେ ଭାରତୀୟ ବାୟୁସେନା ପୂର୍ବ ଲଦାଖରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଥିଲା। ଫଳରେ ଚାଇନା ବ୍ୟାକଫୁଟ ଯିବାକୁ ବାଧ୍ୟ ହୋଇଥିଲା। ଏହାର କାରଣ ଥିଲା ଭାରତୀୟ ସେନା ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଉପକରଣ ଏବଂ…
Archives


