ଭାରତରେ ପହଞ୍ଚିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ
ନୂଆଦିଲ୍ଲୀ,୮।୯:ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି୨୦ ସମ୍ମିଳନୀରେ ଯୋଗଦେବାକୁ ବିଶ୍ୱର ଅନେକ ରାଷ୍ଟ୍ରର ନେତାମାନେ ଭାରତ ପହଞ୍ଚିବାରେ ଲାଗିଛନ୍ତି। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନୂଆଦିଲ୍ଲୀରେ…
ନା ଫୋନ୍ ନା ଟିଭି, କବାଟରେ ବି ଲାଗିଛି ବୁଲେଟ୍ ପ୍ରୁଫ୍ ଶିଲ୍ଡ, ଜାଣନ୍ତୁ ଭାରତରେ କେମିତି ରହିଛି ବାଇଡେନଙ୍କ ପାଇଁ ରୁମ୍ର ସୁରକ୍ଷା…
ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ଅନେକ ବରିଷ୍ଠ ନେତା ଅଂଶଗ୍ରହଣ କରିବାକୁ ଆସୁଛନ୍ତି। ସେପ୍ଟେମ୍ବର ୯-୧୦ରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଭାଗ ନେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭାରତ ଆସୁଛନ୍ତି। ତେବେ ବାଇଡେନଙ୍କ…
ଆମେରିକାର ଚିନ୍ତା ବଢ଼ାଇଲା ଉତ୍ତର କୋରିଆ
ସିଓଲ,୮ା୯: ଉତ୍ତର କୋରିଆ ଶୁକ୍ରବାର କହିଛି, ଏହା ପରମାଣୁ ଆକ୍ରମଣର ବୁଡ଼ାଜାହାଜ ନିର୍ମାଣ କରିଛି। ଯେଉଁଥିରେ ଏହା ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ଏହି ପଦକ୍ଷେପକୁ ପରମାଣୁ ସକ୍ଷମ ନୌସନା ନିର୍ମାଣ…
ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଦିଲ୍ଲୀ ପହଞ୍ଚିଲେ ଇଟାଲୀ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି। ଏହି ସମ୍ମିଳନୀ ଦିଲ୍ଲୀରେ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ପାଇଁ ଅନେକ ଦେଶର ମୁଖ୍ୟମାନେ ଭାରତ ଆସୁଛନ୍ତି। ଆମେରିକାର ରାଷ୍ଟ୍ରପତି…
ବାଇଡେନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗି ପାରନ୍ତି ମୋଦି
ନୂଆଦିଲ୍ଲୀ,୮ା୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ପହଞ୍ଚିବାକୁ ଯାଉଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଭାରତ ଆସୁଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ବାଇଡେନଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା…
ତ୍ରିପୁରାର ବୋକ୍ସାନଗର, ଧାନପୁର ବିଧାନସଭା ଆସନରେ ବିଜୟୀ ହେଲା ଭାଜପା
ଅଗରତାଲା,୮।୯: ତ୍ରିପୁରାରେ ସେପ୍ଟେମ୍ବର ୫ରେ ବୋକ୍ସନଗର ଓ ଧାନପୁର ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଜୟୀ ହୋଇଛି। ବୋକ୍ସନଗର ଏବଂ ଧାନପୁର ଆସନରେ ଅନୁଷ୍ଠିତ ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଗଣନା ଶେଷ ହୋଇଛି। ନିର୍ବାଚନ…
ଅନନ୍ୟ ମେଶିନ ବିକଶିତ କଲା ନାସା, ଏହା ଦ୍ୱାରା ମଙ୍ଗଳ ଗ୍ରହରେ ସୃଷ୍ଟି ହେଉଛି ଅମ୍ଳଜାନ
ଓ୍ବାଶିଂଟନ,୮ା୯: ନିକଟରେ ନାସା ଏଭଳି ଏକ ମେଶିନ ବିକଶିତ କରିଛି, ଯାହା ମଙ୍ଗଳ ଗ୍ରହରେ ଅମ୍ଳଜାନ ସୃଷ୍ଟି କରୁଛି। ନାସା କହିଛି, ଏହି ମେଶିନ ଲକ୍ଷ୍ୟଠାରୁ ୨୦୦ ପ୍ରତିଶତ ଅଧିକ ଅମ୍ଳଜାନ ଉତ୍ପାଦନ କରୁଛି। ମଙ୍ଗଳ ଅମ୍ଳଜାନ ଇନ-ଷ୍ଟୁ ଉତ୍ସ ଉପଯୋଗୀକରଣ…
‘ଭୂ-ରାଜନୈତିକ ବିବାଦକୁ ଶେଷ କରିବାକୁ ଯଥା ସମ୍ଭବ ପଦକ୍ଷେପ ନେବ ଭାରତ’, ଆଶା ପ୍ରକଟ କଲେ ଜାତିସଂଘ ମହାସଚିବ
ଜାକର୍ତ୍ତା,୮।୯: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥି ସହ ବର୍ତ୍ତମାନର ଭୌଗୋଳିକ ବିବାଦର ସମାଧାନ ହୋଇପାରିବ ଏବଂ ବିଶ୍ୱ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ଭାବ୍ୟ ଫଳାଫଳ…
କାନାଡାରେ ଆଉ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ ଖଲିସ୍ତାନ ସମର୍ଥକ
ଓଟଓ୍ବା,୮।୯: କାନାଡାର ଖାଲିସ୍ତାନ ଉଗ୍ରବାଦୀମାନେ ହିନ୍ଦୁ ମନ୍ଦିରକୁ କ୍ରମାଗତ ଭାବରେ ଟାର୍ଗେଟ କରୁଛନ୍ତି। ସଦ୍ୟତମ ମାମଲା କାନାଡାର ବ୍ରିଟିଶ କଲମ୍ବିଆର ସୁରେଇ ସହରରୁ ଆସିଛି ଯେଉଁଠାରେ ଏହାର ବାହ୍ୟ କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଦେଇ ଏକ ମନ୍ଦିରକୁ ନଷ୍ଟ କରିବାକୁ…
ଏହି କଥା ଉପରେ ଆମେରିକା ଏବଂ ସାଉଦି ଆରବ ସହ ଆଲୋଚନା କରିବ ଭାରତ
ନୂଆଦିଲ୍ଲୀ/ଆମେରିକା,୮ା୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିସହିତ ବାଇଡେନ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। ବାଇଡେନ…
ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କୁ ଟକ୍କର ଦେବେ ଏହି ମୂଳ ଭାରତୀୟ ବାସିନ୍ଦା ପ୍ରାର୍ଥୀ!
ଓ୍ବାଶିଂଟନ,୮।୯: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନେକ ପ୍ରାର୍ଥୀ ନିଜର ଦାବି ଉପସ୍ଥାପନ କରୁଛନ୍ତି। ବିରୋଧୀ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ, ବିବେକ ରାମସ୍ବାମୀ, ନିକ୍କି ହେଲି, ରୋନ ଦେସାଣ୍ଟିସ, ମାଇକ ପେନ୍ସଙ୍କ ସମେତ…
ଜିନପିଙ୍ଗ ନ ଆସିଲେ ଚାଇନା ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କରିବେ ବାଇଡେନ
ଓ୍ବାଶିଂଟନ,୮।୯: ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତ ସମୟରେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ଭେଟିବାକୁ ଇଚ୍ଛା କରୁନାହାଁନ୍ତି। ଭାରତ ଚଳିତ ବର୍ଷ ଜି -୨୦ ଦେଶ ଉପରେ ଅଧ୍ୟକ୍ଷତା କରୁଛି। ଏଭଳି…

