ତଦନ୍ତ ଭୟ ନା କ୍ଷମତା ଲୋଭ
ମୁମ୍ବାଇ, ୩ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ନେତା ଅଜିତ ପାଓ୍ବାର ରବିବାର ପଞ୍ଚମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି, କିନ୍ତୁ କୌଣସି ଥର ସେ ୫ ବର୍ଷ ପୂରା କରିପାରି ନାହାନ୍ତି। ୨୦୧୯ ନଭେମ୍ବର ୨୩ରେ…
ଷ୍ଟାଲିନ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ: ପଲାନିସ୍ବାମୀ…
ଚେନ୍ନାଇ,୨।୭ : ଏଆଇଏଡିଏମେକେର ମହାସଚିବ ଏଡାପ୍ପଡି କେ ପଲାନିସ୍ବାମୀ କର୍ନାଟକରେ ଶାସକ କଂଗ୍ରେସ ଏବଂ ତାମିଲନାଡୁର ଡିଏମକେକୁ କଡ଼ା ସମାଲୋଚନା କରିଛନ୍ତି। ପଲାନିସ୍ବାମୀ କହିଛନ୍ତି କର୍ନାଟକ ସରକାର କାବେରୀ ନଦୀରେ ମେକେଡାଟୁ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଷ୍ଟାଲିନଙ୍କ…
ନୀତୀଶଙ୍କ ସହିତ ମଧ୍ୟ ହେବ ଏନସିପି ଭଳି ଅବସ୍ଥା: ଭାଜପା…
ନୂଆଦିଲ୍ଲୀ,୨।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠାୱାଲେ ଏକ ବଡ ଦାବି କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ ବୋଲି କହିଛନ୍ତି। ଯେପରି ଏନସିପିର ଅବସ୍ଥା ଗୁରୁତର ହୋଇଛି…
ଖୁବ ଶୀଘ୍ର ମହାରାଷ୍ଟ୍ରରେ ହେବେ ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ: ସଞ୍ଜୟ…
ମୁମ୍ବାଇ,୨।୭ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଏନସିପି ନେତା ଅଜିତ ପାୱାରଙ୍କ ଶପଥ ଗ୍ରହଣ କରିବା ପରେ ଉଦ୍ଧବ ଠାକରେ ଗୋଷ୍ଠୀର ସଞ୍ଜୟ ରାଉତ କହିଛନ୍ତି ଏହି ପ୍ରକ୍ରିୟା ଚାଲିଥିଲା ବୋଲି ଆମେ ପୂର୍ବରୁ ଏହା ଜାଣି ସାରିଥିଲୁ। ଏ ବିଷୟରେ…
କଳେ ବଳେ କୌଶଳେ କ୍ଷମତା ହାସଲ କରିବାକୁ ଚାହୁଁଛି ଭାଜପା: ପ୍ରିୟଙ୍କା ଚତୁର୍ବେଦୀ…
ମୁମ୍ବାଇ,୨।୭ : ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରରେ ଯୋଗଦେବା ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଭାଜିତ ହୋଇଛି। ଏନେଇ ଉଦ୍ଧବ ଠାକରେ ଦଳର ଶିବସେନା ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀ ମନ୍ତବ୍ୟ ଦେଇଛନ୍ତି। ପ୍ରିୟଙ୍କା ଟୁଇଟ କରି…
ଦ୍ୱିତୀୟ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ, ୪୩ ରନରେ ହାରିଲା ଇଂଲଣ୍ଡ…
ଲଣ୍ଡନ,୨।୭ : ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ୪୩ ରନରେ ମ୍ୟାଚ ଜିତିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ୨ ୱିକେଟ ଜିତିଥିଲା। ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ…
ବିଶ୍ୱ କପ ପାଇଁ କ୍ୱାଲିଫାଏ କଲା ଶ୍ରୀଲଙ୍କା…
ହାରାରେ,୨।୭ : ଏଥର ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଜିମ୍ବାୱେରେ କ୍ୱାଲିଫାୟର ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବର୍ତ୍ତମାନ…
ଟୋଙ୍ଗାରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯…
ନୁକୁଆଲୋଫା,୨।୭ : ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗରେ ଅବସ୍ଥିତ ଦ୍ୱୀପ ଦେଶ ଟୋଙ୍ଗାରେ ରବିବାର ରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ କରିଛି ଟୋଙ୍ଗା, ନିୟୁଫୁ ଠାରୁ ୧୩୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୬.୯ ମ୍ୟାଗ୍ନିଚ୍ୟୁଡର…
ବ୍ରିଟେନରେ ବୃଦ୍ଧି ପାଉଛି ଜାତିଭେଦ: ସୁନକ…
ଲଣ୍ଡନ,୨।୭ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି ତାଙ୍କ ଦେଶରେ ଜାତିଭେଦ ବୃଦ୍ଧି ପାଉଛି ଏବଂ ସେ ମଧ୍ୟ ପିଲାଦିନରୁ ଏହାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, ଏଶେଜ ସିରିଜ ଅଧୀନରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ…
ମୋଦି ବୋଧ ହୁଏ ମହାରାଷ୍ଟ୍ର ଭଳି ଘଟଣାର ଲୋକତନ୍ତ୍ର ଜନନୀ ସମ୍ପର୍କରେ ଆମେରିକାରେ କହିଥିଲେ: ସିବଲଙ୍କ କଟାକ୍ଷ…
ନୂଆଦିଲ୍ଲୀ,୨।୭ : ରାଜ୍ୟସଭା ସଦସ୍ୟ କପିଲ ସିବଲ ରବିବାର ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ସିବଲ କହିଛନ୍ତି, ବୋଧହୁଏ ମହାରାଷ୍ଟ୍ର ଭଳି ଘଟଣାର ଲୋକତନ୍ତ୍ର ଜନନୀ ସମ୍ପର୍କରେ ମୋଦି…
ଅରୁଣାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବ ଏଏପି…
ଇଟାନଗର,୨।୭ : ଆମ ଆଦମୀ ପାର୍ଟି (ଏଏପି) ଆଉ ଏକ ବଡ଼ ଘୋଷଣା କରିଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବାର କିଛି ଦିନ ପରେ ଏଏପିକୁ ଏକ ଜାତୀୟ ଦଳର ମାନ୍ୟତା ଦିଆଯାଇଥିଲା। ଏଏପି ବର୍ତ୍ତମାନ ଅରୁଣାଚଳ…
ମଣିପୁର ହିଂସାରେ ଚାଇନା ହାତ ନେଇ ସଞ୍ଜୟ ରାଉତଙ୍କ ପ୍ରଶ୍ନ,ସରକାର କାହିଁକି ନୀରବ ?…
ମୁମ୍ବାଇ,୨।୭ : ଗତ ଦୁଇ ମାସ ଧରି ମଣିପୁରର ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଚାଲିଛି। ମଣିପୁର ହିଂସାର ସମାଧାନ ଖୋଜିବା ପରିବର୍ତ୍ତେ ଶାସକ ବିରୋଧୀ ଦଳଙ୍କ ମଧ୍ୟରେ ଏବେ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସର ରାହୁଲ ଗାନ୍ଧୀ…
Archives


