ଉପନିର୍ବାଚନ: ଆଇ.ଏନ.ଡି.ଆଇ.ଏ ହାତେଇଲା ୪, ଭାଜପାକୁ ମିଳିଲା ୩
ନୂଆଦିଲ୍ଲୀ,୮।୯: ଦେଶରେ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ୭ ବିଧାନସଭା ଆସନରୁ ବିରୋଧୀ ମେଣ୍ଟ ୪ ସିଟ୍ରେ ବିଜୟୀ ହୋଇଥିବାବେଳେ ଭାଜପା ୩ ଆସନ ଅକ୍ତିଆର କରିଛି। କେରଳ, ପଶ୍ଚିମବଙ୍ଗ…
ଶସ୍ତା ହେଲା ସୋଲା, ମସୁର ଡାଲି
ନୂଆଦିଲ୍ଲୀ,୮।୯: ଭାରତ ସୋଲା, ମସୁର ଡାଲି ଓ ସେଓ ସମେତ ୬ଟି ଆମେରିକୀୟ ଉତ୍ପାଦ ଉପରେ ଅତିରିକ୍ତ ଟିକସ ହଟାଇ ଦେଇଛି। ବର୍ତ୍ତମାନ ଏହି ଜିନିଷଗୁଡ଼ିକ ଶସ୍ତା ମୂଲ୍ୟରେ ଭାରତରେ ଉପଲବ୍ଧ ହେବ। ଆମେରିକା ୨୦୧୯ରେ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ…
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ୍ଙ୍କ ଇସ୍ତଫା: ଦୀପକ ଗୁପ୍ତାଙ୍କୁ ନିଯୁକ୍ତି କଲା ଆରବିଆଇ
ନୂଆଦିଲ୍ଲୀ,୮।୯: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ସିଇଓ ଉଦୟ କୋଟାକ୍ଙ୍କ ଇସ୍ତଫା ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମଧ୍ୟବର୍ତ୍ତୀ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦୀପକ ଗୁପ୍ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ଷ୍ଟକ ମାର୍କେଟକୁ…
ଆଧାର ଅପଡେଟ୍ କରିବାର ସମୟସୀମା ୩ମାସ ବୃଦ୍ଧି
ନୂଆଦିଲ୍ଲୀ,୮।୯: ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଆଧାରକୁ ଅପଡେଟ୍ କରିବାର ସମୟସୀମା ଆଉ ତିନିମାସକୁ ବୃଦ୍ଧି କରିଛି। ଅପଡେଟ୍ କରିବାର ସମୟସୀମା ସେପ୍ଟେମ୍ବର ୧୪ ପରିବର୍ତ୍ତେ ଡିସେମ୍ବର ୧୪ ରଖାଯାଇଛି। ୟୁଆଇଡିଏଆଇ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା…
ଦିଲ୍ଲୀରେ ବାଇଡେନ
ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ବୈଠକ ପାଇଁ ବିଭିନ୍ନ ଦେଶର ପ୍ରମୁଖ ନେତା ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଂଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ ‘ଏୟାରଫୋର୍ସ ଓ୍ବାନ୍’ରେ ସେ…
ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ପ୍ରସଙ୍ଗ ‘ଭାରତ’
ମାଲେ,୮।୯: ହିନ୍ଦ୍ ମହାସାଗରସ୍ଥିତ ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ପ୍ରଚାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ପ୍ରାର୍ଥୀ ଭୋଟରଙ୍କୁ ଆପର୍ଷିତ କରିବା ପାଇଁ ଯଥାସମ୍ଭ ଚେଷ୍ଟା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ…
ଜି-୨୦: ଦିଲ୍ଲୀରେ ପହଞ୍ଚିଲେ ଏହି ସବୁ ଦେଶର ପ୍ରମୁଖ ଅତିଥି
ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ୩୦ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ବଡ ବଡ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ତାଙ୍କ ପତ୍ନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ଋଷିଆର…
ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଆବୁ କାସିମଙ୍କୁ ପାକିସ୍ତାନରେ ହତ୍ୟା
ଇସଲାମବାଦ,ନୂଆଦିଲ୍ଲୀ,୮।୯: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ଗୋଟିକ ପରେ ଗୋଟିଏ ପାକିସ୍ତାନରେ କରାଯାଉଛି ହତ୍ୟା। ଏହି ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରୁଛନ୍ତି। ଯାହାକୁ ପାକିସ୍ତାନୀ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ। ବର୍ତ୍ତମାନ ଏହି ଅଜ୍ଞାତ ବନ୍ଧୁକଧାରୀ ଲଶ୍କର-ଏ-ତାଇବା (ଲେଟି)…
ବିଆରଆଇ ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଚାଇନା, ଯୋଗଦେବେ ପୁଟିନ୍
ବେଜିଂ, ୮।୯: ବିଶ୍ୱର ଅନେକଙ୍କ ପାଇଁ ଋଣ ଜାଲରେ ପରିଣତ ହୋଇଥିବା ବେଲ୍ଟ ଏବଂ ରୋଡ ପ୍ରୋଜେକ୍ଟରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ଚାଇନା। ଅକ୍ଟୋବରରେ ଚାଇନା ବିଆରଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି ଯେଉଁଥିରେ ବିଶ୍ୱର ୯୦ଟି ଦେଶ ଅଂଶଗ୍ରହଣକୁ…
ସାଉଦି ଆରବରୁ ଭାରତ ଯାଏଁ ହେବ ରେଲଓ୍ବେ ଲାଇନ, ଚାଇନାକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେଲା ଷ୍ଟ୍ରାଟେଜି ପ୍ଲାନ୍
ନୂଆଦିଲ୍ଲୀ,୮।୯: ଜି-୨୦ନେଇ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତ ଶେଷ ହୋଇ ସାରିଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ସାଉଦି ଆରବର କ୍ରାଉନ ପ୍ରିନ୍ସ…
ବିରୋଧୀଙ୍କୁ ହେୟଜ୍ଞାନ କରନ୍ତି ସରକାର: ରାହୁଲ
ନୂଆଦିଲ୍ଲୀ,୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁରୋପ ଗସ୍ତରେ ଅଛନ୍ତି। ଗସ୍ତ ବେଳେ ବେଲଜିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଜି-୨୦ର ଅଧ୍ୟକ୍ଷତା କରିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବହୁତ ଭଲ କଥା। ହେଲେ ଏହି ବୈଠକରେ…
୧୯ନିର୍ବାଚନ ପୂର୍ବରୁ ଆବିଆଇରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚାହୁଁଥିଲେ ସରକାର, ପୂର୍ବ ଡେପୁଟି ଗଭର୍ଣ୍ଣରଙ୍କ ବଡ ଦାବି
ନୂଆଦିଲ୍ଲୀ,୮।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି, ୨୦୧୮ ମସିହାରେ ସରକାର ୧୯ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍ ଆରବିଆଇରୁ ୨ରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ…

